ନମସ୍କାର ଦର୍ଶକବନ୍ଧୁ ଆଜି ଆପଣମାନେ ସମସ୍ତେ ତ ଫୋନ ପେ ନିଶ୍ଚିତ ଭାବରେ ବ୍ୟବହାର କରୁଥିବେ ଏବେ ଫୋନ ପେ ତାର ଗ୍ରାହକମାନଙ୍କ ପାଇଁ ଜାରି କଲା ଆଉ କିଛି ବଡ଼ ସୂଚନା ଯାହା ଆପଣମାନେ ସମସ୍ତେ ଜାଣି ରଖିବା ଜରୁରୀ ଯଦି ଫୋନ ପେ ୟୁଜର ତେବେ ଜାଣି ରଖନ୍ତୁ ଫୋନ ପେ ତରଫରୁ ଆସିଲା ବହୁତ ବଡ଼ ଖୁସି ଖବର ଆପଣଙ୍କୁ ମିଳିବାକୁ ଯାଉଛି ଆଉ ଏକ ନୂଆ ବେନିଫିଟ ଆସନ୍ତୁ ଜାଣିବା ଏହା ବିଷୟରେ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ | ଗତବର୍ଷ 2022-23 ଏବଂ ମୂଲ୍ୟାଙ୍କନ ବର୍ଷ 2023-24 ପାଇଁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ପାଇଁ ଭରିବା ପାଇଁ ଶେଷ ତାରିକ ପାଖେଇ ଆସିଲାଣି
ଇନକମ ଟ୍ୟାକ୍ସ ବିଭାଗ ବାରମ୍ବାର ଲୋକଙ୍କୁ ଡେଟ ଲାଇନ ଭିତରେ ITR ଫାଇଲ ବନାଇବା ପାଇଁ ପରାମର୍ଶ ଦେଇଛି ଯଦି ଆପଣ ଇନକମ ଟ୍ୟାକ୍ସ ଭରି ନାହାଁନ୍ତି ତେବେ ଦେଶର ବଡ଼ ଡିଜିଟାଲ ପେମେଣ୍ଟ ଆପ ଫୋନ ପେରେ କାମକୁ ସହଜରେ କରିପାରିବେ ଫୋନ ପେ ଆପ ଘୋଷଣା କରିଛି ଯେ ବର୍ତ୍ତମାନ ଇନକମ ଟ୍ୟାକ୍ସର ସର୍ଭିସ ଲଞ୍ଚ କରିବ ଏବଂ ଫୋନ ପେ ଦ୍ୱାରା ଜମା କରିବାର ସବୁଠାରୁ ଫାଇଦା ହେଉଛି ଆପଣଙ୍କୁ ଏଥିପାଇଁ ଟ୍ୟାକ୍ସ ପୋର୍ଟାଲ ଉପରେ ଲଗ ଇନ କରିବା ପାଇଁ ମଧ୍ୟ ପଡ଼ିବ ନାହିଁ |
ଇନକମ ଟ୍ୟାକ୍ସକୁ ସୁଗମ ପ୍ରଦାନ କରିବା ପାଇଁ ଫୋନ ପେ ଡିଜିଟାଲ ପେମେଣ୍ଟ ସର୍ଭିସ ପ୍ରଦାନ କରିବା ପାଇଁ କମ୍ପାନୀ ସୂଚନା ଦେଇଛି ଏଥିରେ ଚାକିରୀ ଟଙ୍କା ବ୍ୟକ୍ତି ଏବଂ ବିଜନେସ କରିବା ଭଳି ଗତ ବର୍ଷ 2022-23 ରେ ନିଜର ଟ୍ୟାକ୍ସ ପେମେଣ୍ଟ କରିପାରିବେ |
ଏଭଳି ସୁବିଧା ଜଣାଇବା ସହ ଫୋନ ପେ କମ୍ପାନୀ କହିଛି ଯେ ବର୍ତ୍ତମାନ ITR ଫାଇଲ କରିବା ପାଇଁ କର ଦାତାଙ୍କୁ ଲଗ ଇନ ସମସ୍ୟାରୁ ମୁକ୍ତି ମିଳିବ ଏବଂ ସହଜରେ ଟ୍ୟାକ୍ସ ଜମା କରିପାରିବେ ଏହା ସହିତ କରଦାତା ମାନେ ନିଜର କ୍ରେଡିଟ କାର୍ଡ ଦ୍ୱାରା ଟ୍ୟାକ୍ସ ଜମା କରି 45 ଦିନର ବିନା ସୁଧ ସମୟର ଲାଭ ମଧ୍ୟ ଉଠାଇପାରିବେ|
ତେବେ ଯାହାକି ବଡ଼ ଅପଡେଟ ମୁତାବକ ଏଣିକି ଆପଣ ଯଦି ଟ୍ୟାକ୍ସ ଭରିବାକୁ ଚାହୁଁଥିବେ ତେବେ ଫୋନ ପେ ଆପ୍ଲିକେସନ ଦ୍ୱାରା ନିଜର ଟ୍ୟାକ୍ସ ଭରିପାରିବେ ଏମିତିକି ITR ମଧ୍ୟ ଫାଇଲ କରିପାରିବେ |