ହେଲୋ ଫ୍ରେଣ୍ଡ୍ ଓଡ଼ିଶାର ଅନୁଗୁଳ ଜିଲ୍ଲାରୁ ପ୍ରାୟ 70 କିଲୋମିଟର ଦୂରରେ ରେଙ୍ଗାଲି ବୋଲି ଗୋଟିଏ ଗାଁ ପାଖରେ ରେଙ୍ଗାଲି ଡ୍ୟାମ ତିଆରି କରାଯାଇଛି ହୀରାକୁଦ ଡ୍ୟାମ ପରେ ରେଙ୍ଗାଲି ଡ୍ୟାମ ଓଡ଼ିଶାର ବୃହତ୍ତମ ଡ୍ୟାମ ମାନେ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ଡ୍ୟାମ ରେ ରେଙ୍ଗାଲି ଡ୍ୟାମ ପରିଚିତ ବ୍ରାହ୍ମଣୀ ନଦୀକୁ ବାନ୍ଧି ରେଙ୍ଗାଲି ଡ୍ୟାମ ତିଆରି କରାଯାଇଛି ଆସନ୍ତୁ ଜାଣିବା ରେଙ୍ଗାଲି ଡ୍ୟାମ ର ସମ୍ପୂର୍ଣ୍ଣ ଇତିହାସ ବିଷୟରେ |
1985 ମସିହାରେ ଏହି ବନ୍ଧ ନିର୍ମାଣ କରାଯାଇଥିଲା 1975 – 1985 ଭିତରେ ହିଁ ଡ୍ୟାମ କୁ କମ୍ପ୍ଲିଟ କରାଯାଇଥିଲା ଯେତେ ବେଳେ ରେଙ୍ଗାଲି ଡ୍ୟାମ ନିର୍ମାଣ କରାଯାଇଥିଲା ସେଠାରେ ରହୁଥିବା ଆଖ ପାଖରେ ଲୋକ ଡ୍ୟାମ ତିଆରି ନହେଉ ବୋଲି ଦାବି ରଖିଥିଲେ ଏହି ଡ୍ୟାମ ତିଆରି ହେବା ଯୋଗୁ ସମୁଦାୟ 10 ହଜାର 700 ପରିବାର ବିସ୍ଥାପିତ ହୋଇଛନ୍ତି |
ରେଙ୍ଗାଲି ଡ୍ୟାମର ଉଚ୍ଚତା 70.5 ମିଟର ଅର୍ଥାତ୍ 231 ଫୁଟ ଡ୍ୟାମ ର ଲେନ୍ଥ 1 ହଜାର 40 ମିଟର ଅର୍ଥାତ୍ 3 ହଜାର 412 ଫୁଟ ରେଙ୍ଗାଲି ଡ୍ୟାମରେ 5 ଟି 50 ମେଗାୱାଟର ଟର୍ବାଇନ ଲଗା ହୋଇଛି ସବୁ ଟର୍ବାଇନ କୁ ମିଶାଇଲେ 250 ମେଗାୱାଟ ବିଦ୍ୟୁତ ବାହାରିବା ପାଇଁ ଟର୍ବାଇନ୍ ଲଗା ହୋଇଛି ଡ୍ୟାମର ପାଣିକୁ ନୀୟତ୍ରୀତ କରିବା ପାଇଁ ଦୁଇଟି କେନାଲ ତିଆରି କରାଯାଇଛି |
ଏହି ଅଞ୍ଚଳରେ ବାର୍ଷିକ ହାରା ହାରି 1570 ମିଲିମିଟର ର ବୃଷ୍ଟିପାତ ରେକର୍ଡ କରା ହୋଇଛି 2008 ମସିହା ର ଏକ ରିପୋର୍ଟ ଅନୁସାରେ ଏଥିରେ ପ୍ରାୟ 1695 କୋଟି ଟଙ୍କା ଖର୍ଚ୍ଚ ହୋଇଛି ମୂଳ ଖର୍ଚ୍ଚ ଠାରୁ 6 ଗୁଣା ଅଧିକ ଖର୍ଚ୍ଚ ହୋଇଛି ଜାଣିକି ଆର୍ଶ୍ଚଯ୍ୟ ହେବେ ଏତେ ଟଙ୍କା ଖର୍ଚ୍ଚ ହେଲା ପରେ ମଧ୍ୟ ଏହି ଡ୍ୟାମ ର କାମ ସମ୍ପୂର୍ଣ୍ଣ ହୋଇ ନାହିଁ ଯେଉଁ ଜଳ ସୋଚନ ଉପରେ କାମ ହେବା କଥା ଏଯାଏଁ ଲୋକଙ୍କୁ ଦିଆହୋଇ ନାହିଁ ଆଜିକୁ ପ୍ରାୟ 20 ବର୍ଷ ହେବ ଡ୍ୟାମ ରେ ଭାରି ଯାନ ଚଳାଚଳ ହେଉ ନାହିଁ |
ରେଙ୍ଗାଲି ଡ୍ୟାମ ର ବ୍ରିଜ ତଳେ ଏକ ଡ୍ୟାମ ତିଆରି ହେବ ବୋଲି ସରକାର ଅର୍ଡର୍ କରିଛନ୍ତି ନଭେମ୍ବର ରୁ ମାର୍ଚ୍ଚ ମାସ ଭିତରେ ଏହି ଜାଗାକୁ ଓଡ଼ିଶାର ସବୁ ଜିଲ୍ଲାରୁ ଲୋକମାନେ ଏଠାରୁ ଭୋଜି କରିବା ପାଇଁ ଆସିଥାନ୍ତି ଡ୍ୟାମ ଉପରେ ଛିଡା ହେଲେ ଦୂରରେ ଥିବା ସୁନ୍ଦର୍ ପାହାଡର ସନ୍ଦ୍ରଜ୍ୟକୁ ଉପଭୋଗ କରି ପାରିବେ ଆପଣ ମାନେ ରେଙ୍ଗାଲି ଡ୍ୟାମ କୁ ଯାଇଛନ୍ତି କି ନାହିଁ ଆମକୁ କମେଣ୍ଟ ରେ ଜଣାନ୍ତୁ ଏବଂ ପେଜ ଟି କୁ ସେୟାର ମଧ୍ୟ କରି ଦିଅନ୍ତୁ |