ଓଲିଉଡ଼ ଅଭିନେତ୍ରୀ ମାମା ମିଶ୍ରଙ୍କ ଜୀବନୀ ଓ ପରିବାର ,ତାଙ୍କ ଝିଅ ଏତେ ସୁନ୍ଦର ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ

ହେଲୋ ଫ୍ରେଣ୍ଡ୍ ଓଲିଉଡର ଜବରଦସ୍ତ ଅଭିନେତ୍ରୀ ମାମା ମିଶ୍ର ଙ୍କୁ ତ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ ପୂର୍ବରୁ ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିଲେ କିନ୍ତୁ ବାହାଘର ପରେ ସେ ଆଉ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ନଜର ଆସୁ ନାହାନ୍ତି 2003 ମସିହାରେ ସେ ସିଦ୍ଧାନ୍ତ ଙ୍କୁ ବିବାହ କରିଥିଲେ ସୁଟିଙ୍ଗ ସେଟ ରୁ ସିଦ୍ଧାନ୍ତ ଓ ମାମା ମିଶ୍ର ପରଷ୍ପର କୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଆଉ ବାହା ଘର ପରେ ମାମା ମିଶ୍ର ଓଲିଉଡ଼ ଇଣ୍ଡଷ୍ଟ୍ରି ରୁ ପୁରା ଦୂରେଇ ଯାଇଛନ୍ତି ବାହାଘର ପରେ ମାମା ମିଶ୍ର ଙ୍କର ଦୁଇ ଜଣ ପିଲା ହୋଇଛନ୍ତି ଜଣେ ପୁଅ ଓ ଜଣେ ଝିଅ ଘର ଓ ସଂସାର ସମ୍ଭାଳୁଥିବା ବେଳେ ସେ ଆଉ ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ପ୍ରତି ମନ ବଳାଇ ନାହାନ୍ତି କିନ୍ତୁ ସିଦ୍ଧାନ୍ତ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଅଭିନୟ ସେବେ ଠାରୁ ଜାରି ରଖିଛନ୍ତି |

90 ଦର୍ଶକରୁ ସିଦ୍ଧାନ୍ତ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତା ବନିପାରିଛିନ୍ତି ସୁନ୍ଦର୍ ଅଭିନୟ କାରଣରୁ ସାରା ଓଡ଼ିଶାର ଲୋକମାନେ ସିଦ୍ଧାନ୍ତ ଙ୍କୁ ବୋହୁତ ଭଲ ପାଇବା ଦେଇଛନ୍ତି ସିଦ୍ଧାନ୍ତ ଆଜି ପର୍ଯ୍ୟନ୍ତ ବି ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଅଭିନୟ ଜାରି ରଖିଛନ୍ତି ସେ ବୋହୁତ ସାରା ସିନେମା ସିରିଏଲ ଓ ଓଡ଼ିଆ ଲାଇଭ ଶୋ କରିଥିବାର ନଜର ଆସିଛନ୍ତି ତେବେ ସିଦ୍ଧାନ୍ତ ଏବେ ନିଜ ପରିବାର ସହିତ ବୋହୁତ ଖୁସିରେ ରହୁଥିବାର ନଜର ଆସିଛନ୍ତି ଆଉ ମାମା ମିଶ୍ର ସିଦ୍ଧାନ୍ତ ଙ୍କ କାରଣ ରୁ ନିଜର ଅଭିନୟ କ୍ୟାରିୟର କୁ ବର୍ବାଦ କରି ଦେଇଛନ୍ତି |

ତେବେ ବାହା ଘର ପରେ ସେ ନିଜ ପରିବାର ଓ ପିଲାମାନଙ୍କୁ ସମ୍ଭାଲୁଥିବାର କାରଣରୁ ଆଉ ଓଲିଉଡ଼ ଇଣ୍ଡଷ୍ଟ୍ରିକୁ ଫେରି ନାହାନ୍ତି ପିଲାଟି ବେଳରୁ ହିଁ ମାମା ମିଶ୍ର ଅଭିନୟ ପ୍ରତି ବୋହୁତ ରୁଚି ରଖିଥିଲେ ସେହି କାରଣରୁ ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ବୋହୁତ ଶୀଘ୍ର କାମ ପାଇଥିଲେ ମାତ୍ର 16 ବର୍ଷ ବୟସରୁ ହିଁ ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଅଭିନୟ କରିଥିଲେ 1995 ମସିହା ରୁ ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଅଭିନୟ କରି ଆସୁଛନ୍ତି ଆଉ 2000 ମସିହା ବେଳକୁ ତାଙ୍କର ଆଲବମ୍ ଗୁଡ଼ିକ ବୋହୁତ ହିଟ ହୋଇଥିଲା |

ଆଉ ଏହା ପରେ ସେ ସିନେମାରେ ଅଭିନୟ କରିବାରେ ସୁଯୋଗ ମଧ୍ୟ ପାଇଥିଲେ ଆଉ ଏହା ପରେ ସୁଟିଙ୍ଗ ସେଟ ରୁ ସିଦ୍ଧାନ୍ତ ଙ୍କ ସହିତ ଦେଖା ହୋଇଥିଲା ଆଉ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ପରେ ଦୁହିଁ ଙ୍କର ବାହାଘର ହୋଇଥିଲା ସିଦ୍ଧାନ୍ତ ଙ୍କ ସହିତ ବାହା ଘର ପରେ ସିଦ୍ଧାନ୍ତ ଙ୍କ କାରଣରୁ ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ଛାଡି ଦେଇଥିଲେ ଆଉ ଜଣେ ହାଉସ୍ ୱାଇଫ ବନି ରହି ଯାଇଥିଲେ |

ତେବେ ମାମା ମିଶ୍ର ଙ୍କୁ ବର୍ତ୍ତମାନ୍ 50 ବର୍ଷ ବୟସ ହୋଇ ଯାଇଛି ମାମା ମିଶ୍ର ଏବେ ନିଜ ପରିବାର କୁ ସମ୍ଭଳୁଥିବାର ନଜର ଆସିଛନ୍ତି ଆଉ ଓଲିଉଡ଼ ଇଣ୍ଡଷ୍ଟ୍ରି କୁ ଫେରିବେ ବୋଲି ସିଦ୍ଧାନ୍ତ କହିଛନ୍ତି ତେବେ ଆପଣମାନଙ୍କୁ ମାମା ମିଶ୍ର କେମିତି ଲାଗନ୍ତି ଓ ତାଙ୍କର ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ରେ ଜଣାନ୍ତୁ ଏବଂ ପେଜ ଟି କୁ ସେୟାର ମଧ୍ୟ କରି ଦିଅନ୍ତୁ

Leave a Reply

Your email address will not be published. Required fields are marked *