ଓଡ଼ିଶାରେ ଭୟଙ୍କର ଲଘୁଚାପ ନେଇପାରେ ବାତ୍ୟାର ରୂପ ୮ ଜିଲ୍ଲାକୁ ସତର୍କ ,ଦେଖନ୍ତୁ ଆପଣଙ୍କ ଜିଲ୍ଲା ମଧ୍ୟ ଅଛି

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ପାଣିପାଗକୁ ନେଇ ଆସିଲା ବହୁତ ବଡ଼ ଅପଡେଟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ ସୁଦୃଡ଼ ଲଘୁଚାପ କ୍ଷେତ୍ରରେ ସୃଷ୍ଟି ହେଲା ଯାହାକି ବର୍ତ୍ତମାନ ସମୟରେ ଲାଗି ରହିଛି ବର୍ଷା |ବର୍ତ୍ତମାନ ଓଡ଼ିଶାର ଲାଗି ରହିଛି ବର୍ଷା ବର୍ଷାର ପରିମାଣ ସମୟେ କ୍ରମେ ବଢ଼ିବାରେ ଲାଗିଛି ବହୁତ ସାରା ଜାଗାରେ ବନ୍ୟା ର ସ୍ଥିତି ମଧ୍ୟ ସମୁଖିନ୍ନ ହେବାକୁ ପଡ଼ିଲାଣି ଏପଟେ ହୀରାକୁଦ ଡ୍ୟାମରେ 12 ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି ଫଳରେ ତଳିଆ ଅଞ୍ଚଳକୁ ହାଇ ଆଲର୍ଟ ଜାରି କରାଯାଇଛି |

ଅନ୍ୟପଟେ ଆସନ୍ତା 24 ଘଣ୍ଟା ମଧ୍ୟରେ ଏହି ଲଘୁଚାପ ଓଡ଼ିଶାର 6 ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଏବଂ 9 ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି ଏହି ଲଘୁଚାପଟି ବାତ୍ୟାର ରୂପ ନେବ କି ନାହିଁ ଆସନ୍ତୁ ଜାଣିବା |ଆସୁଛି ବାତ୍ୟା ଏହି ବାତ୍ୟା ଫଳରେ ଦେଶରେ 12 ଟି ରାଜ୍ୟରେ ଭୀଷଣରୁ ଭୀଷଣ ବର୍ଷା ହୋଇପାରେ ଦେଶରେ କିଛିଦିନ ହେବ ଦୁର୍ବଳ ମୌସୁମୀ ଏବେ ତୀବ୍ର ହେବାର ଲାଗିଅଛି |

ବଙ୍ଗୋପସାଗର ରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ଏହି ଘୁର୍ଣ୍ଣି ବଳୟଟି ବାତ୍ୟାର ରୂପ ନେଇପାରେ ବାତ୍ୟା ରୂପ ନେଲା 12 ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ | ପାଣିପାଗ ବିଭାଗ କହିଛି ବଙ୍ଗୋପସାଗରରେ ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇଛି |

ଏହା ପଶ୍ଚିମ କେନ୍ଦ୍ରୀୟ ଉପକୂଳ ,ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ ପାଣିପାଗ ବିଭାଗ କହିବା ଅନୁସାରେ ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ହୋଇଛି ଏହା ପଶ୍ଚିମ କେନ୍ଦ୍ରୀୟ ଉପକୂଳ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ରହିଛି |

ଯାହାକି ସମୁଦ୍ର ପତନ ଠାରୁ 8.76 କିଲୋମିଟର ଉପରେ ରହିଛି ଏନେଇ ଆନ୍ଦ୍ରପ୍ରଦେଶ ,ତେଲେଙ୍ଗାନା ଏବଂ ଓଡ଼ିଶାର କିଛି ଜିଲ୍ଲାରେ ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ହାଇ ଆଲର୍ଟ ଜାରି କରାଯାଇଛି |

Leave a Reply

Your email address will not be published. Required fields are marked *