ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ଼ ଖବର ହୀରାକୁଦ ଖୋଲିଲା ଆଉ 13ଟି ଗେଟ ବାମ ପାର୍ଶ୍ୱରେ 8 ଟି ଏବଂ ଡାହାଣ ପାର୍ଶ୍ୱରେ 4 ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ ବର୍ତ୍ତମାନ 12 ଟି ଗେଟ ଦେଇ ନିଷ୍କାସିତ ହେଉଛି ପ୍ରତି ସେକେଣ୍ଡରୁ ଜଳ ଭଣ୍ଡାରରୁ 1,58,825 କ୍ୟୁସେଜ ଜଳ ନିଷ୍କାସିତ ହେଉଛି ସେପଟେ ହୀରାକୁଦକୁ ଉପର ମୁଣ୍ଡରୁ ଏକ ଲକ୍ଷ ଅଠାବନ ହଜାର କ୍ୟୁସେଜ ଜଳ ପ୍ରବେଶ କରୁଥିବା ସମୟରେ ସକାଳ 9ଟା ସମୟରେ ଜଳସ୍ତର 614 ଫୁଟ ରହିଛି ସୂଚନା ମୁତାବକ ରବିବାର ପ୍ରଥମ ବନ୍ୟା ଜଳ ନିଷ୍କାସିତ ହେଉଥିବା ବେଳେ ପାଞ୍ଚୋଟି ଗେଟ ଖୋଲା ଯାଇଥିଲା |
ସେହିପରି ଆଉ 3 ଟି ଗେଟ ଖୋଲି ଯାଉଥିବା ବେଳେ ମୋଟ 8 ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଥିଲା ସେହିପରି ଆଜି ପୁଣି 4 ଟି ଗେଟ ଖୋଲା ଯାଇଛି ଯାହା ଫଳରେ ମୋଟ 12 ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି ଅନ୍ୟପଟେ ଆସୁଛି ବାତ୍ୟା ଏହି ବାତ୍ୟା ପ୍ରଭାବରେ ଦେଶର 12 ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ |
ଦେଶର କିଛି ଦିନ ହେବା ଦୁର୍ବଳ ଥିବା ମୌସୁମୀ ଏବେ ତୀବ୍ର ହେବାକୁ ଯାଉଛି |ବଙ୍ଗୋପସାଗର ରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେଉନଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ଏହି ଘୁର୍ଣ୍ଣିବଳୟ ବାତ୍ୟାର ରୂପ ନେଇପାରେ |
ଯଦି ଏହା ବାତ୍ୟାର ରୂପ ନିଏ ତାହେଲେ ଏହାର ପ୍ରଭାବରେ ଦେଶର 12 ଟି ରାଜ୍ୟରେ ପ୍ରବଳ ବର୍ଷା ନେଇ ଅନୁମାନ କରିଛି ପାଣିପାଗ ବିଭାଗ | ତେବେ ଦର୍ଶକବନ୍ଧୁ ଏହା ଥିଲା ପାଣିପାଗକୁ ନେଇ କିଛି ଲାଟେଷ୍ଟ ଅପଡେଟ |