କଳିଯୁଗରେ ବଳଦେବ ରାଜା ହେବେ, ଶ୍ରୀ ଜଗନ୍ନାଥ କାହିଁକି ହେବେ ନାହିଁ, Malika Bachana ରେ ଲେଖା ଥିଲା ଏମିତି କଥା…

ହେଲୋ ଫ୍ରେଣ୍ଡ୍ ଅର୍ଚିତ ମହା ପୁରୁଷ ମାଳିକାରେ ଏହି କଥା ଲେଖିଛନ୍ତି ଭଗବାନ ରାଜା ହେବେ ନାହିଁ କଳି ଯୁଗରେ ସତ୍ୟ ଯୁଗରେ ଭଗବାନ ରାଜା ହୋଇଥିଲେ ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ରାଜା ଥିଲେ ଦ୍ୟପର ଯୁଗରେ କୃଷ୍ଣ ରାଜା ଥିଲେ କିନ୍ତୁ କଳି ଯୁଗରେ ପ୍ରଭୁ ରାଜା ହେବେ ନାହିଁ ବଳଦେବ ହିଁ ରାଜା ହେବେ କାହିଁକି ନା ବଳଦେବ ରାଜା ହେବେ
ତ୍ରେତୟା ଯୁଗରେ ରାମ ଲକ୍ଷଣ କୁ ଡାକି କହିଲେ ସିତାକୁ ଉଦ୍ଧାର ମୁଁ କଲି ସାତ ସମୁଦ୍ର ସେତୁ ବନ୍ଧ ବନ୍ଦୀ ରାବଣ କୁ ବିନାଶ କଲିତା ପୁତ୍ର ମେଘନାଦକୁ ତୁ ମାରିଲୁ ଆମେ ସୀତାକୁ ଉଦ୍ଧାର କରି ଆଣିଲେ ତୁ ନଥିଲେ ତୋ ଭଳି ଭାଇ ନଥିଲେ |

ଏଭଳି କାର୍ଯ୍ୟ ସହଜରେ ହୋଇ ନଥାନ୍ତା ତୁ ବଡ ଭାଇର କାମ କରିଛୁ ଲକ୍ଷଣ ସାନ ଭାଇ ହୋଇ ରାମ କହିଲେ ମୋର ଗୋଟିଏ ଶେଷ କଥା ମାନିବୁ ଧୋବା ଧୋବଣୀ ଯେମିତି କଳି କଜିଆ ଲାଗିଛନ୍ତି ସେହି କଥା ଆଜି ମୁଁ ଶୁଣିଲି ମୋର ଶେଷ ଇଚ୍ଛା ପୂରଣ କରି ଦେ ତୋ ଭାଉଜ ସୀତା କୁ ନେଇ ଜଙ୍ଗଲରେ ଛାଡି ଦେ ଲକ୍ଷଣ କହିଲେ ଭାଉଜ ମୋର ମା ସମାନ ତାଙ୍କୁ ନେଇ ପୁଣି ଜଙ୍ଗଲରେ ଛାଡ଼ିବି ଏହି କାମ ପୁଣି ମୋ ଦ୍ବାରା କରିବା ପାଇଁ ଚାହୁଁ ଛନ୍ତି ଏହି ପାପ ଓ ଅଧର୍ମ କର୍ମ ରାମ କହିଲେ ବାପା ମାରିବା ପାରେ ବଡ ଭାଇ ହିଁ ବାପ ସମାନ କଣ ତୁ ମୋ କଥା ରଖିବୁ ନାହିଁ ଲକ୍ଷଣ କହିଲେ ସବୁ ବେଳେ କଥା ରଖିଛି କାହିଁକି ରଖିବିନି ଇଚ୍ଛା ନଥିଲେ ବି ରଖିବି ଲକ୍ଷଣ ନେଇ ସିତାଙ୍କୁ ଛାଡି ଦେଲେ |

ବାଲ୍ମୀକି ଆଶ୍ରମରେ ଲକ୍ଷଣ ଫେରିବା ପରେ ରାମ କହିଲେ ତୁ ମତେ ଆଜି ବୋହୁତ ଖୁସୀ କରେଇ ଦେଇଛୁ ମୋର ଶେଷ ଇଛା ପୂରଣ କରି ଦେଇଛୁ ମୋ ଦ୍ବାରା ଏହା ହୋଇ ନଥାନ୍ତା ଲକ୍ଷଣ କହିଲେ ଭାଇ ମୋ ଦ୍ବାରା ଗୋଟିଏ ପାପ କରେଇ ଦେଲ ମା ସମାନ ଭାଉଜ କୁ ଜଙ୍ଗଲରେ ଛାଡି ଦେଲି ଇଚ୍ଛା ନଥାଇ ମଧ୍ୟ ଏହି ପାପ ମୁଁ କଲି କାରଣ ମୁଁ ସାନ ଯଦି ବଡ ହୋଇଥାନ୍ତି ତେବେ ଆପଣଙ୍କର ଏହି କଥା ଯେବେ ମାନି ନଥାନ୍ତି ତାହା ପରେ ରାମ କହିଲେ ଲକ୍ଷଣ ଏହି ଯୁଗରେ ତୁ ବଡ ଭାଇ ହୋଇ ପାରିବୁ ନାହିଁ ତ୍ରେତୟା ପରେ ଯେତେ ବେଳେ ଦ୍ୟାପର୍ ଯୁଗ ଆସିବ ସେତେ ବେଳେ ମୁଁ ତତେ ବଡ ଭାଇ କରି ଦେବୀ ମୁଁ ସାନ ହେବି ଆଉ ସେତେ ବେଳେ ତୁ ଯାହା କହିବୁ ମୁଁ ମାନିବି |

ଦ୍ୟାପର ଲକ୍ଷଣ ହେବେ ବଡ ଭାଇ ବଳରାମ ଏବଂ ରାମ ହୋଇଗଲେ ସାନ ଭାଇ କୃଷ୍ଣ ବଳରାମ କହିଲେ ଆମ ଦୁଇ ଭାଇ ଭିତରେ ଗୋଟିଏ ଭଉଣୀ ସୁଭଦ୍ରା ତାର ବାହାଘର ବୟସ ହୋଇ ଗଲାଣି କିଛି ଚିନ୍ତା କରିଛୁ କୋଉଠି ବାହା କରେଇବା କୃଷ୍ଣ କହିଲେ ଆପଣ ବାପା ସମାନ ବଡ ଭାଇ ଆପଣ ଥାଉ ଥାଉ ମୁଁ କଣ ଚିନ୍ତା କରିବି ଯାହା କହିବ ମାନିବି ସତ୍ୟ କରି ବଚନ ଦେଇଛି ବଳରାମ କହିଲେ ମୋର ଶିଶ୍ୟ ଦୁର୍ଯୋଧନ ସହିତ ତାର ବାହାଘର କରେଇ ଦେବା ପ୍ରସ୍ତାପ ପଠେଇ ଦେବା କୃଷ୍ଣ କହିଲେ ପ୍ରସ୍ତାବ ପଟେଇ ଦିଅ ହସ୍ତିନା ପୁରକୁ ଏହି କଥା ଶୁଣି ସୁଭଦ୍ରା କଇଁ କଇଁ କାନ୍ଦିଲେ ଭାଉଜ ରୁକ୍ମଣୀ ପଚାରିଲେ କାହିଁକି କାନ୍ଦୁଛ କଣ ହୋଉଛି ସୁଭଦ୍ରା କହିଲେ ଆତ୍ମହତ୍ୟା କରିବି ଆଜି ବି ମୋ ବାହାଘର ଦୁଇ ଭାଇ ଠିକ୍ କରି ଦେଇଛନ୍ତି |

ଦୁର୍ଯ୍ୟଧନ ସହିତ କିନ୍ତୁ ମୁଁ ଅର୍ଜୁନ ଛଡ଼ା ସ୍ୱପ୍ନରେ ମଧ୍ୟ ଆଉ କାହାକୁ ସ୍ବାମୀ ଭାବରେ ଚିନ୍ତା କରି ନାହିଁ ତାଙ୍କ ଛଡ଼ା ଆଉ କାହାକୁ ବାହା ହେବିନି ବରଂ ଆତ୍ମହତ୍ୟା କରିଦେବି ତାହା ପରେ କୃଷ୍ଣ ଆସିଲେ ଆଉ ସୁଭଦ୍ରା କହିଲେ ମୁଁ ଆଜି ଆତ୍ମହତ୍ୟା କରିବି ଆପଣ କହିଥିଲେ ଅର୍ଜୁନଙ୍କୁ କହିଥିଲେ ମତେ ତାଙ୍କ ସହିତ ବିବାହ କରିବା ପାଇଁ କିନ୍ତୁ ଏବେ କଣ କୋହୁଛ ଦୁର୍ଯ୍ୟଧନ ସହିତ ବାହା କରିବା ପାଇଁ ତାହା ପରେ ରୁକ୍ମଣୀ କହିଲେ କଣ ତମ ଭଉଣୀ ମାରିବ କୃଷ୍ଣ କହିଲେ ତମର ଯେତେ ବେଳେ ଶିଶୁପାଳ ସହିତ ବାହାଘର ଠିକ୍ ହୋଇଥିଲା ତମେ କଣ ଆ-ତ୍ମ-ହ-ତ୍ୟା କରିଥିଲ ତମେ ଯାହା କରିଥିଲ ସୁଭଦ୍ରାକୁ କୁହ ସେ ସେୟିଆ କରିବ |

କିନ୍ତୁ ଅର୍ଜୁନ ରଥ ଚଲେଇବନି ସୁଭଦ୍ରା ରଥ ଚଲେଇଲେ ଅର୍ଜୁନ ବସି ପଳେଇଲେ ବଳରାମ କହିଲେ ଆମ ଭଉଣୀ ଆମ ମୁଁହରେ ଚୂନ କାଳି ବୋଲି ଦେଇ ଯାଇଛି ଯେଉଁ ସାପକୁ ତୁ କ୍ଷୀର ଦେଇ ପୋଷିଥିଲୁ ସେହି ଅର୍ଜୁନ ଚୋଟ ମାରିକି ଯାଇଛି କଣ କରିବା କୃଷ୍ଣ କହିଲେ ଯାହା କହିବ ମାନିବି ବଳରାମ କହିଲେ ତାକୁ ମାରିବା ଭଗବାନ ଶ୍ରୀକୃଷ୍ଣ ବଳରାମ ରଥରେ ବସି ସେମାନଙ୍କୁ ଗୋଡାଇଲେ ପାଖରେ ପହଞ୍ଚିଲା ପରେ ବଳରାମ ଲଙ୍ଗଳ ଉଠାଇଲେ କୃଷ୍ଣ କହିଲେ ଭାଇ ରୁହ ଦେଖିବା ରଥ କିଏ ଚଲୋଉଛି ଅର୍ଜୁନ ଆଗରେ ବସିଛି କି ଟିକେ ଭଲକି ଦେଖ ସୁଭଦ୍ରା ରଥ ଚାଲୋଉଛି ଅର୍ଜୁନ ପଛରେ ବସିଛି ଅର୍ଜୁନ ର କି ଦୋଷ ଆମ ଭଉଣୀ ଟା ର କିଛି ଠିକ୍ ଠାକ୍ ନାହିଁ ସେ ଭଗବାନଙ୍କ ଭଉଣୀ ହୋଇ ଏହି ଭଳି କଦର୍ଯ୍ୟ କାମ କରିଛି |

ଏହି କଥା ଶୁଣିଲେ ମୁଁ ରହିବ ଟି ବଳରାମ କହିଲେ କଣ କରିବା କୃଷ୍ଣ କହିଲେ ସେ ଯୁଆଡେ ଯାଉଛନ୍ତି ଯାଆନ୍ତୁ ଚାଲ ଆମେ ଖାଇ ପିଇ ଶୋଇବା କୃଷ୍ଣ ବଳରାମ ଯେତେ ବେଳେ ଦ୍ୟାରିକା ଫେରିଲେ ରୁକ୍ମଣୀ ଦୁଆର ମୁହଁରେ ଠିଆ ହୋଇଥିଲେ ଓ କହିଲେ ସୁଭଦ୍ରା ରଥ ଚାଲାଉ ଥିଲେ କି ବଳରାମ ପଚାରିଲେ ତମେ କେମିତି ଜାଣିଲ ବଳରାମ କହିଲେ କୃଷ୍ଣ ଙ୍କୁ ତୁ ସବୁ କରୁଛୁ ସବୁ ନ୍ୟାୟ କରୁଛୁ ସବୁ ଲୋକ ତୋ କଥାରେ ଉଠ ବସ ହୋଉଛନ୍ତି ଦ୍ୟାପାର ଯୁଗରେ ରାଜା ମୁଁ ବଡ ଭାଇ ହୋଇ କି କଣ ରାଜା ହୋଇକି ଅଛି କୃଷ୍ଣ କହିଲେ ଗୋଟିଏ ଯୁଗରେ କହିଲ ବଡ ଭାଇ ହେବା ପାଇଁ ଦ୍ୟାପର୍ ଯୁଗରେ ବଡ ଭାଇ ହେଲ ପୁଣି ଦ୍ୟାପର୍ ଯୁଗରେ କୋଉଛ ରାଜା ହେବା କଥା ଠିକ୍ ଅଛି କଳି ଯୁଗ ଯେତେ ବେଳେ ଆସିବ ସେତେ ବେଳେ ମୁଁ ଆଉ ରାଜା ହେବି ନାହିଁ ବଳଦେବ ରାଜା ହେବେ କାହୁଁ ବରିଚାରେ ବସିବ ସୁଧର୍ମା ସବା ଜାଜା ନଗ୍ର ଠାରେ ତେଣୁ ସେଥି ପାଇଁ କଳି ଯୁଗରେ ବଦଦେବ ରାଜା ହେବେ |

Leave a Reply

Your email address will not be published. Required fields are marked *