ନମସ୍କାର ଦର୍ଶକବନ୍ଧୁ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନିଜର ଅନ୍ତିମ ଦିନିକିଆ 2019 ମସିହା ବିଶ୍ୱକପ ଖେଳିଥିଲେ ଏହି ମ୍ୟାଚ ଖେଳିବା ପରେ ଆଉ ଧୋନୀ ଭାରତୀୟ ମୈଦାନକୁ ଫେରି ନାହାନ୍ତି ଏବେ ଏକ ଖୁସି ଖବର ସାମ୍ନାକୁ ଆସିଛି ଶୁଣିବାକୁ ମିଳିଛି |
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧୋନିଙ୍କୁ 2023 ବିଶ୍ୱକପ ଖେଳିବା ପାଇଁ ଅନୁରୋଧ କରିଥିଲେ ଆପଣମାନଙ୍କୁ କୁହାଯାଉଛି ଯେ ଧୋନି ଦିନିକିଆ ବିଶ୍ୱକପ ଅକ୍ଟୋବର ମାସରେ ଅନୁଷ୍ଠିତ ହେବ ଯାହା ପାଇଁ ICC କାର୍ଯ୍ୟ ସୂଚୀ ଘୋଷଣା କରିସାରିଛି |
କିନ୍ତୁ ଏହି ଦିନିକିଆ ବିଶ୍ୱକପରେ ଦର୍ଶକମାନେ ଅନ୍ତିମ ଥର ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କୁ ଦେଖିବା ପାଇଁ ଏବେ ସୋସିଆଲ ମେଡିଆରେ ହାହାକାର ଦେଖିବାକୁ ମିଳିଛି |