ହେଲୋ ଫ୍ରେଣ୍ଡ୍ ଭଗବାନ ବିଷ୍ଣୁଙ୍କ ଚରଣ ନିକଟରେ କାହିଁକି ବସିଥାନ୍ତି ମା ଲକ୍ଷ୍ମୀ ଆସନ୍ତୁ ଜାଣିବା ଏହାର କାରଣ ଧନର ଦେବୀ ହେଉଛନ୍ତି ମାତା ଲକ୍ଷ୍ମୀ ତାଙ୍କ କୃପାରୁ ଲୋକଙ୍କ ଜୀବନରେ ଧନ ଧନ୍ୟ ପ୍ରାପ୍ତି ହୋଇଥାଏ ମାତା ହେଉଛନ୍ତି ଭଗବାନ ବିଷ୍ଣୁଙ୍କ ପ୍ରିୟ ସେଥି ପାଇଁ ମା ସର୍ବଦା ବିଷ୍ଣୁ ଭଗବାନଙ୍କ ସହିତ ବୈକୁଣ୍ଠ ଧାମରେ ବିରାଜ ମାନ ହୋଇଥାନ୍ତି ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ଉଭୟ ପରିପୂରକ ଗୋଟିଏ ପଟେ ବିଷ୍ଣୁଙ୍କ ସୃଷ୍ଟିର ପାଳନ କର୍ତ୍ତା କୁହାଯାଇଥିବା ବେଳେ ଅନ୍ୟ ପଟେ ମା ଲକ୍ଷ୍ମୀ ହେଉଛନ୍ତି ସୃଷ୍ଟିର ସଞ୍ଚାରକ |
ଯେଉଁ ଲୋକଙ୍କ ଉପରେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର କୃପା ପଡିଥାଏ ସେ ସଂସାରରେ ସମସ୍ତ ସୁଖ ପ୍ରାପ୍ତ କରିଥାଏ ଅନେକ ଫଟୋରେ ଦେଖିବାକୁ ମିଳିଥାଏ କି ମା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ଚରଣ ନିକଟରେ ବସିଥାନ୍ତି କିନ୍ତୁ ଆପଣ କେବେ ଭାବି ଛନ୍ତି କି ଧନର ଦେବୀ ମା ହେବା ସତ୍ତ୍ୱେ ମା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ଚରଣ ନିକଟରେ କାହିଁକି ବସିଥାନ୍ତି ଆସନ୍ତୁ ଜାଣିବା |
ପୌରାଣିକ ମାନ୍ୟତା ଅନୁସାରେ ଥରେ ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଙ୍କୁ ଦର୍ଶନ କରିବା ପାଇଁ ପହଞ୍ଚିଲେ ଦେବଶ୍ରୀ ନାରଦ ଭଗବାନ ବିଷ୍ଣୁ ନିଦ୍ରାରେ ଥିବା ଯୋଗୁ ପ୍ରତୀକ୍ଷା କରିବା ଉଚିତ୍ ମାନେ କଲେ ନାରଦ ସେତେ ବେଳେ ନାରଦ ଦେଖିଲେ ବିଷ୍ଣୁଙ୍କ ଚରଣ ନିକଟରେ ବସିଛନ୍ତି ମାତା ଲକ୍ଷ୍ମୀ ଏହାକୁ ଦେଖି ନାରଦଙ୍କ ମନରେ ପ୍ରଶ୍ନ ଆସିଲା ମା ଲକ୍ଷ୍ମୀ ସର୍ବଦା କାହିଁକି ବିଷ୍ଣୁଙ୍କ ଚରଣ ରେ ବସିଥାନ୍ତି |
ଏହା ପରେ ନାରଦ ମୁନି ନିଜକୁ ସମ୍ଭାଳି ନପାରି ମାଆ ଲକ୍ଷ୍ମୀଙ୍କୁ ଏହି ବିଷୟରେ ପଚାରିଲେ ନାରଦଙ୍କ ପ୍ରଶ୍ନର ଉତ୍ତର ରେ ମା ଲକ୍ଷ୍ମୀ କହିଲେ କି ସ୍ତ୍ରୀ ହାତରେ ଦେବଗୁରୁ ବୃହସ୍ପତି ବାସ କରନ୍ତି ଏବଂ ପୁରୁଷ ଙ୍କ ଚରଣରେ ଦୈତ୍ୟ ଗୁରୁ ଶୁକ୍ରାଚର୍ଯ୍ୟ ସେହି ପରି ମା ଲକ୍ଷ୍ମୀ ଯେତେ ବେଳେ ବିଷ୍ଣୁଙ୍କ ଚରଣ ନିକଟରେ ବସନ୍ତି ଏହା ଦ୍ବାରା ଶୁଭଦା ସଞ୍ଚାର ହୁଏ ଏବଂ ଧନର ଆଗମନ ହୁଏ ସେଥି ପାଇଁ ମା ଲକ୍ଷ୍ମୀ ବିଷ୍ଣୁଙ୍କ ଚରଣ ନିକଟରେ ବସିବା ସହିତ ତାଙ୍କ ଚରଣ ମଧ୍ୟ ଦବାଇ ଥାଆନ୍ତି |
ଯେତେ ବେଳେ ସ୍ତ୍ରୀ ପୁରୁଷଙ୍କ ଚରଣ ପର୍ଶ୍ କରନ୍ତି ସେତେ ବେଳେ ଦେବତା ଏବଂ ଦାନବଙ୍କର ମିଳନ ହୋଇଥାଏ ଏହା ଦ୍ବାରା ଧନ ଲାଭ ହୋଇଥାଏ ସେଥି ପାଇଁ ଭଗବାନ ବିଷ୍ଣୁଙ୍କ ଚରଣ ନିକଟରେ ବସିଥାନ୍ତି ମା ଲକ୍ଷ୍ମୀ