ବାଛନ୍ତୁ ଗୋଟିଏ ଚିତ୍ର ଓ ଜାଣନ୍ତୁ ଆପଣଙ୍କ ମନରେ କଣ ରହିଛି ,ଆଗାମୀ ଭବିଷ୍ୟତ ଆପଣଙ୍କ କିପରି ରହିବ

ନମସ୍କାର ଦର୍ଶକବନ୍ଧୁ ଆପଣଙ୍କୁ ତିନୋଟି ରଙ୍ଗର ଚିତ୍ର ଦିଆଯାଇଛି ଏବଂ ତା ମଧ୍ୟରୁ ଗୋଟିଏ ବାଛନ୍ତୁ ଏବଂ ଜାଣନ୍ତୁ ଆପଣଙ୍କ ମନରେ କଣ ଅଛି | ତିନୋଟି ରଙ୍ଗର ଚିତ୍ର ଦିଆଯାଇଛି 1 ନମ୍ବର ଠେକୁଆ ,2 ନମ୍ବର ମୂଷା ଏବଂ ତିନି ନମ୍ବର ହେଉଛି ହଳଦୀ ବସନ୍ତ ଚଡେଇ ଧଳା ଠେକୁଆ ଶିବଙ୍କ ସଙ୍କେତ ବିଚାର କରାଯାଏ ନେଉଳ କୁ ଅତି ଶୁଭ ବିଚାର କରାଯାଏ ଆପଣ ଯଦି କଉଠିକି ଯାଉଛନ୍ତି ଏବଂ ଆପଣଙ୍କ ଆଗରେ ଯଦି ନେଉଳ ଟିଏ ଅତିକ୍ରମ କରିଗଲା ଜାଣନ୍ତୁ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ ଅଟେ ଏବଂ ହଳଦୀ ବସନ୍ତ ଚଡ଼େଇ ଯାହାକି ସହଜରେ ଦେଖାଯାଏ ନାହିଁ ଯଦି ଦେଖାଯାଏ ନାହିଁ ଜାଣିବେ ଆପଣ ଆଗକୁ ଆସୁଥିବା କାମରେ ସଫଳତା ହେବେ ଏହି ତିନୋଟି ଜୀବ ମଧ୍ୟରୁ ଆପଣ କେଉଁ ଜୀବଟିକୁ ପସନ୍ଦ କରୁଛନ୍ତି ତାହା ଆପଣ ବାଛନ୍ତୁ |

ପ୍ରଥମ ଚିତ୍ର ଠେକୁଆ – ଠେକୁଆକୁ ଶୁଭ ବିଚାର କରାଯାଏ କିନ୍ତୁ ଠେକୁଆ ପ୍ରାୟତଃ ସୁସ୍ଥ ଜୀବ ବୋଲି କୁହାଯାଏ ସେଥିପାଇଁ ଠେକୁଆକୁ ପ୍ରାୟ ଘରେ ପାଳିବା ଶୁଭ ବିଚାର କରାଯାଏ ନାହିଁ କାରଣ ଏହା ଦ୍ୱାରା ମଧ୍ୟ ଆପଣଙ୍କ ଶରୀର ଅସୁସ୍ଥତା ଆସିଥାଏ ତେବେ ଠେକୁଆକୁ ଯଦି ଆପଣ ପସନ୍ଦ କରୁଛନ୍ତି ତେବେ ଜାଣନ୍ତୁ ଆପଣ ଯେଉଁ ପ୍ରଶ୍ନ କରି ଅଛନ୍ତି ତାହା ମାଧ୍ୟମ ଧରଣର ଅଟେ ସେଥିପାଇଁ ଆପଣ ଏତେବି ଚିନ୍ତିତ ନୁହନ୍ତି ପ୍ରଶ୍ନ ଆପଣଙ୍କ ମନରେ ରହୁଅଛି ଆପଣ ଆପଣଙ୍କ ଆଶା ପୂରଣ କରିବା ପାଇଁ ସତ ଚେଷ୍ଟା କରୁଛନ୍ତି କିନ୍ତୁ ସହଜରେ ଏହା ଫଳପ୍ରାପ୍ତି ହୋଉ ନାହିଁ ଆପଣ ଏବେ ଯେଉଁ ସବୁ କାର୍ଯ୍ୟରେ ଅଧିକ କଷ୍ଟ ସହୁଛନ୍ତି ଦିନ ଆସିବ ଆପଣ ସେଥିରେ ସଫଳତା ନିଶ୍ଚିତ କରିବେ ସ୍ତ୍ରୀ ମାନଙ୍କ ଠାରୁ ସାବଧାନ ହୋଇ ରୁହନ୍ତୁ ବେଶୀ ବନ୍ଧୁଭାବ ଯୋଡ଼ନ୍ତୁ ନାହିଁ |

ଯଦି ଆପଣ ଦୁଇ ନମ୍ବର ଚିତ୍ର ବା ନେଉଳ ଚିତ୍ରଟିକୁ ବାଛିଛନ୍ତି ତେବେ ଜାଣି ରଖନ୍ତୁ ଯେ ନେଉଳକୁ ସବୁ ପ୍ରକାର ବା ସବୁ ଦୃଷ୍ଟିରୁ ଶୁଭ ବିବେଚନା କରାଯାଏ ଆପଣଙ୍କ ଘରକୁ ନେଉଳ ଟିଏ ଆସିବା ବା ଆପଣ ନେଉଳଟିକୁ କୌଣସି ସମୟରେ ଦେଖିବା ଏହା କାର୍ଯ୍ୟର ସିଦ୍ଧ ର ପ୍ରତୀକ ଅଟେ ନେଉଳ ଆଖ ପାଖରେ ରହିବ ଦ୍ୱାରା କୌଣସି ବିଷାକ୍ତ ଜୀବ ମଧ୍ୟ ରୁହନ୍ତି ନାହିଁ ତ ନେଉଳକୁ ସବୁ ଦୃଷ୍ଟିରୁ ଶୁଭ ବିଚାର କରାଯାଏ ଯଦି ଆପଣ ନେଉଳ ପରି ଉନ୍ନତ ପଶୁଟିକୁ ବାଛିଛନ୍ତି ଆପଣଙ୍କ ଜୀବନରେ ବହୁତ କଷ୍ଟ ସମୟ ଏବେ ପର୍ଯ୍ୟନ୍ତ ଚାଲିଥିଲା ଦୃଷ୍ଟ ଗ୍ରହ ମାନେ ଆପଣଙ୍କ ଜାତକରେ ଥାଇ ଆପଣଙ୍କୁ ବହୁତ କଷ୍ଟ ଭୋଗଉଥିଲେ ଆପଣ ଆୟ ଠାରୁ ଵ୍ୟୟ ବିଶେଷ ଭାବରେ କରିଛନ୍ତି ତେଣୁ ସେଥିପାଇଁ ଆପଣ ଚିନ୍ତିତ ରହିଛନ୍ତି ଏଣୁ ଆପଣ ଏବେ ଶାନ୍ତିରେ ବିଶ୍ରାମ କରିବେ ଧନ ମିଳିବ କିନ୍ତୁ ସାମାନ୍ୟ ବିଳମ୍ବ ହୋଇପାରେ |

ଯଦି ଆପଣ ହଳଦୀ ରଙ୍ଗର ଚଡେଇଟିକୁ ବାଛିଛନ୍ତି ଯାହାକି ଆମକୁ ସବୁବେଳେ ଦେଖାଦିଏ ନାହିଁ ଯଦି ଆପଣ ହଳଦୀ ରଙ୍ଗର ଚଡ଼େଇଟିକୁ ଦେଖୁଛନ୍ତି ଆପଣ ଦେଖିବେ ଶାସ୍ତ୍ର ମାନଙ୍କ ଠାରୁ କୁହାଯାଉଥିବା କଥା ସତ କି ମିଛ ଆପଣ ନିଜେ ପରୀକ୍ଷା କରି ଜାଣନ୍ତୁ ଯେବେବି ଆପଣ ହଳଦୀ ବସନ୍ତ ଚଡ଼େଇଟିକୁ ଦେଖିବେ ତା ପର ସମୟଟିକୁ ଆପଣ ଦେଖିବେ ଏଭଳି ଚଡ଼େଇ ଦେଖାଦେବା ଆମ ଭବିଷ୍ୟତ ପାଇଁ ବହୁତ ଶୁଭ ଅଟେ ବର୍ତ୍ତମାନ ଶୁଭ ସମୟ ଆପଣଙ୍କ ଆସିବାକୁ ଯାଉଛି କାହାର ଆଃ[ଆଵାପନ ଅନିଷ୍ଟ ଚିନ୍ତା କରନ୍ତୁ ଆପଣଙ୍କ ଶୁଭ ସମୟର ଆଗମନ ହେବାକୁ ଯାଉଅଛି |

Leave a Reply

Your email address will not be published. Required fields are marked *