ସତହେଉଛି Malika ର ଭବିଷ୍ୟବାଣୀ, କୋଣାର୍କରୁ ବାହାରିଲେ କଳ୍କୀ, ହୋଇଯାଆନ୍ତୁ ସାବଧାନ ଏଥର ଧର୍ମର ଜୟ ସୁନିଶ୍ଚିତ

ହେଲୋ ଫ୍ରେଣ୍ଡ୍ ଯେଉଁ ସମୟରେ କଳି ଯୁଗ ଭୟଙ୍କର ରୁପ ଧାରଣ କରିବ ତାହା ପରେ ଭଗବାନ କଳ୍କୀ ରୂପ ନେଇ ପୃଥିବୀ ପୃଷ୍ଠକୁ ଆସିବେ ଆସନ୍ତୁ ଜାଣିବା ଭଗବାନ କଳ୍କୀ ଜନ୍ମ ନେଇ ସାରିଛନ୍ତି କେଉଁଠୀ ଜନ୍ମ ନେଇଛନ୍ତି ଆସନ୍ତୁ ଜାଣିବା ଓ ଏହା ମଧ୍ୟ ଜାଣିବା କୋଣାର୍କ ମନ୍ଦିର ଖୋଲିରେ ପ୍ରଳୟ କାହିଁକି ହେବ |

ଯେତେ ବେଳେ ଭଗବାନ କଳ୍କୀ ଆସିବେ ସେ ନିଶ୍ଚିତ ଭାବରେ ସେହି କୋଣାର୍କ ମନ୍ଦିର ରେ ଯେଉଁ କର୍ଣ୍ଣଙ୍କର କବଚ ଆଉ କୁଣ୍ଡଳ ରହିଛି ତାହାକୁ ଧାରଣ କରିବେ ତାହା ସହିତ ମହାନ୍ ଶକ୍ତିଶାଳୀ ଶ୍ରୀକୃଷ୍ଣ ଙ୍କର ହୃଦୟ ରହିଛି କେହି ଅଲଗା ଲୋକ ଧାରଣ କରିବା ଅସମ୍ଭବ ସେହି ବ୍ରହ୍ମ ପଦାର୍ଥକୁ କେହିବି ଖାଲି ଆଖିରେ ଦେଖି ପାରିବେ ନାହିଁ ଧାରଣ କରିବା ତ ବୋହୁତ ଦୂରର କଥା ଯେତେ ବେଳେ ବ୍ରହ୍ମ ପରିବର୍ତ୍ତନ କରାଯାଏ ସମ୍ପୂର୍ଣ୍ଣ ପୁରୀ ଜିଲ୍ଲାର କରେଣ୍ଟ କୁ କଟା ଯାଇଥାଏ |

କାରଣ ସେ ବ୍ରହ୍ମ ରେ ଏତେ ଶକ୍ତି ଅଛି ଯଦିଓ ଭୁଲ ବଶତ ବିଦୁତ ଶକ୍ତିର ସଂସ୍ପର୍ଶରେ ସେ ହୃଦୟ ଟି ଆସେ ତେବେ ମହା ପ୍ରଳୟଙ୍କରୀ ବିନାଶ ହେବ ସେଥି ପାଇଁ କରେଣ୍ଟ କାଟି ବ୍ରହ୍ମ କୁ ପରିବର୍ତ୍ତନ କରାଯାଇଥାଏ ସେହି ବ୍ରହ୍ମ କୁ ଧାରଣ କରିବାର ଶକ୍ତି କେବଳ ଭଗବାନ କଳ୍କୀ ଙ୍କ ପାଖରେ ଅଛି ମହା ଭାରତ ଯୁଦ୍ଧ ସମୟରେ ରାମାୟଣ ଯୁଦ୍ଧ ସମୟରେ ଯେଉଁ ଚିରଞ୍ଜିବୀ ଅଛନ୍ତି ବିଭୀଷଣ ଅସ୍ଵସ୍ଥମା ହନୁମାନ ଏମାନେ ସମସ୍ତେ କଳ୍କୀ ମହାପ୍ରଭୁଙ୍କର ସାଥିରେ ରହି ସଂହାର କାର୍ଯ୍ୟକୁ ସମାପନ କରିବେ ଶେଷରେ ସୁଦର୍ଶନ ଚକ୍ର ମଧ୍ୟ ବୁଲିବ |

ଯେତେ ବେଳେ ଭଗବାନ କଳ୍କୀ ଏହି ଧାରା ପୃଷ୍ଟକୁ ଅବତାର ଗ୍ରହଣ କରି ଚାଲି ଆସିବେ ଏବଂ ଗୋଟିଏ ମାନବ ରୂପରେ ସେ ନିଜେ ପ୍ରତିଷ୍ଠିତ ହେବେ ସେହି ସମୟରେ ସୁଦର୍ଶନ ଚକ୍ର ଆପେ ଆପେ ଆସି ଭଗବାନ କଳ୍କୀଙ୍କ ହାତରେ ରହିବ ତାହାପରେ ଭଗବାନ କଳ୍କୀ କଳି ପୁରୁଷର ବିନାଶ କରିବା ପାଇଁ ପ୍ରସ୍ତୁତ ହେବେ ଭଗବାନ କଳ୍କୀ କେଉଁଠୀ ନା କେଉଁଠୀ ଜନ୍ମ ନେଇ ସାରିଛନ୍ତି |

ଭଗବାନ ସାଧାରଣ ରୂପରେ ଜନ୍ମ ନେଇ ସାରିଛନ୍ତି କଳ୍କୀ ଠିକ୍ ସମୟରେ ବାହାରିବେ ବୋଲି ଜଣା ଯାଏ ଏହା ଠାରୁ ରକ୍ଷା ପାଇବାର ରାସ୍ତା ସତ୍ୟ ପଥରେ ଚାଲିବା ଭଗବାନଙ୍କର ନାମ ନେବା ଆସି ଭଗବାନ ଙ୍କର ମହିମା କୁ ପ୍ରସାର କରିବା

Leave a Reply

Your email address will not be published. Required fields are marked *