ହେଲୋ ଫ୍ରେଣ୍ଡ୍ ଶ୍ରୀମନ୍ଦିରରେ ଏକା ରାତି କାଟିଲେ ସେବାୟତ ରାତି ଅଧରେ କଣ ହୁଏ ଶ୍ରୀ ମନ୍ଦିର ଭିତରେ ସାକ୍ଷାତ ଲକ୍ଷ୍ମୀ ନାରାୟଣ ଦେଲେ ଦର୍ଶନ ଆଖିରେ ଦେଖି ଧନ୍ୟ ହୋଇଗଲେ ବୃଦ୍ଧ ସେବାୟତ ଏହି କଥା ବୋହୁତ ଦିନ ତଳର କଳା ଅନ୍ଧାର ରାତିକୁ ଆକାଶରେ ଢ଼ାଙ୍କି ହୋଇଛି ରହିଛି ମେଘ ସେତେ ଯେମିତି ସେ ଦିନର ରାତି କିଛି ଅଲଗା ଥିଲା ସମୟ ହୋଇ ଯାଇଥାଏ ମହାବାହୁ ଙ୍କ ପହଡ଼ ପଡ଼ିବାର ସବୁ ଦିନ ଭଳି ସେ ଦିନ ବି ସବୁ ସେବାୟତ କାଳିଆର ନୀତି ସାରି ମନ୍ଦିର ପହଡ଼ ପକାଇ ଗୁମୁଟ ଗୃହରୁ ଚାଲି ଯାଆନ୍ତୁ ହେଲେ ଶ୍ରୀମନ୍ଦିର ଭିତରେ ଏକା ରହିଥାନ୍ତି |
ଜଣେ ବୃଦ୍ଧ ସେବାୟତ ବୁଢ଼ା ହୋଇ ଯାଇଥିଲେ ଥକା ଲାଗିବାରୁ ମନ୍ଦିରର ଗୋଟିଏ କଣରେ ସେବାୟତ ଙ୍କର ଟିକିଏ ଆଖି ଲାଗି ଯାଏ ହେଲେ ଆଖି ଖୋଲିଲା ବେଳକୁ ମନ୍ଦିର ଭିତର ଶୁନଶାନ ସେହି ଚକା ଆଖି ଛଡ଼ା ନା ଆଉ କେହି ଶୁଣିବା ପାଇଁ ଅଛି ନା ଯିବାକୁ ବାଟ ଅଛି କାହିଁକି ନା ସେବାୟତ ମାନେ ମନ୍ଦିର ଦ୍ଵାର ବନ୍ଦ କରି ଯିଏ ଯାଆ ନିଜ ଘରକୁ ଚାଲି ଗଲେଣି ଏତିକି ଭିତରେ ସେବାୟତଙ୍କ ନଜର ପଡେ ତିନି ଠାକୁରଙ୍କର ରତ୍ନ ସିଂହାସନ କୁ ଆଉ ସେ ଦୃଶ୍ୟ ଦେଖି ତାଙ୍କ ଶରୀର ଶିହରୀ ଉଠେ ସେ ଦୃଶ୍ୟର କଳ୍ପନା କରିବା ଶବ୍ଦରେ ସମ୍ଭବ ନୁହେଁ କୋଟି ବ୍ରହ୍ମାଣ୍ଡସ୍ୱର ଯାହାଙ୍କ ବିନା ନିର୍ଦ୍ଦେଶରେ ସୁରୁଜ ବି ୟୁଏନି ସେହି ପରମ ଆତ୍ମା ସ୍ୱୟଂ ଲକ୍ଷ୍ମୀ ନାରାୟଣ ଆବ୍ରିଭାବ ହୋଇଛନ୍ତି |
ପ୍ରଥମ କିଛି କ୍ଷଣ ସ୍ତବ୍ଧ ହୋଇ ଯାଆନ୍ତି ବୃଦ୍ଧ ସେବାୟତ ଜଣଙ୍କ ଆଖିରୁ ଥପ ଥପ ହୋଇ ଝରିପଡେ ଲୁହ ଆଁ କରି ହାତ ଯୋଡ଼ି ଅନାଇଁ ରହିଥାନ୍ତି ରତ୍ନ ସିଂହାସନ କୁ ଶେଷରେ ଧିର ଧିର ସ୍ଵରରେ କୁହନ୍ତି ହେ ପ୍ରଭୁ ହଜାର ହଜାର ତପସ୍ୟା କରିବି ଆପଣଙ୍କ ଦିବ୍ୟ ଦର୍ଶନ ମିଲେନି ହେଲେ ଆଜି ଏହି ହତଭାଗା ବୁଢ଼ା ସେବାୟତ କୁ ନିଜର ଦର୍ଶନ ଦେଉଛନ୍ତି ମୁଁ ଧନ୍ୟ ହୋଇଗଲି ପ୍ରଭୁ ମୁଁ ଧନ୍ୟ ହୋଇଗଲି ବାସ ଏତିକି କହି ଧୀରେ ଧୀରେ ପଛାଇ ପଛାଇ ଯାଉଥିଲେ ସେବାୟତ ଜଣଙ୍କ କିନ୍ତୁ ଅଚାନକ ଯାହା ଘଟିଲା ତାହା ଜାଣିଲେ ଆପଣଙ୍କର ରୁମ୍ ଟାଙ୍କୁରି ଉଠିବ ହଠାତ୍ ଶୁନ୍ୟରୁ ହୁଏ ଶୂନ୍ୟ ବାଣୀ ଚକା ଆଖି ସେବାୟତ ଙ୍କୁ ଦେଲେ ଏକ ନିର୍ଦ୍ଦେଶ ଆଜିର ରାତିରେ ମନ୍ଦିର ଭିତରେ ଯାହାବି ଘଟିଛି ତୁମେ ଯାହାବି ଦେଖିଛ ସେ ସବୁ ଗୋପନ ରଖିବ ନଚେତ୍ ତୁମର ପ୍ରାଣ ଚାଲି ଯିବ |
ଏତିକି ଶୁଣି ବୃଦ୍ଧ ଜଣଙ୍କ କୁହନ୍ତି ହେ ପ୍ରଭୁ ଆପଣଙ୍କ ଲୀଳା ତ୍ ସଭିଙ୍କୁ ଜଣା ମୋ ଭଳି ଜଣେ ହତଭାଗା ସାଧାରଣ ଜଣେ ବୃଦ୍ଧ ସେବାୟତ କୁ ଆପଣ ଦର୍ଶନ ଦେଇ ମତେ ଧନ୍ୟ କରିଦେଲ ଏହି କଥା ସବୁ ଦିନ ପାଇଁ ଗୋପନ ରହିବ ସ୍ଵୟଂ ଲକ୍ଷ୍ମୀ ନାରାୟଣ ଛାଇ ସମ୍ପୂର୍ଣ୍ଣ ବିରାଜିତ ଭଗବାନଙ୍କ ମୁଖରେ ରହିଥାଏ ରତ୍ନ ସିଂହାସନ ଆଡକୁ ଏବଂ ପିଠି ବୃଦ୍ଧଙ୍କ ଆଡକୁ ଏତିକି ଭିତରେ ରାତି ପହି ଯାଏ ସେହି 3 ଓ 4 ଘଣ୍ଟାର ସମୟ ଯେମିତି 10 ମିନିଟ ଭଳି ଲାଗିଲା ବ୍ରହ୍ମ ମୁହୂର୍ତ୍ତର ସମୟ ଅନ୍ୟ ସେବାୟତ ମାନେ ମନ୍ଦିର ଦ୍ଵାର ଖୋଲନ୍ତି ହଜାର ହଜାର ଭକ୍ତ ବି ପ୍ରଭୁଙ୍କ ସକାଳ ଆଳତି ଦେଖିବାକୁ ଅନାଇ ବସିଥାନ୍ତି |
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଧୋନୀରେ ଥରି ଉଠୁ ଥାଏ ପୁରା ବଡ ଦାଣ୍ଡ ଏତିକି ଭିତରେ ପ୍ରଭୁ ବି ଅନ୍ତ୍ରଧ୍ୟାନ ହୋଇ ଯାଆନ୍ତି ଅନୁ ସେବାୟତ ମାନେ ବୃଦ୍ଧ ସେବାୟତ ଙ୍କୁ ଭିତରେ ଦେଖି ଚକିତ ସେମାନେ ବାରମ୍ବାର ବୃଦ୍ଧ ସେବାୟତ ଙ୍କୁ ପଚାରି ଥାଆନ୍ତି କଣ ହୋଇ ଥିଲା କାଲି ରାତିରେ କେମିତି ରହି ଗଲ ତୁମେ ହେଲେ ବୃଦ୍ଧ ସେବାୟତ ଙ୍କ ପାଖରେ ଉତ୍ତର ନଥାଏ ବାସ ଆଖିରେ ଆଖିଏ ଲୁହ ସେଦିନ ରାତିରେ ଭଗବାନ ଙ୍କ ଦର୍ଶନ ପାଇଁ ସେ ଯେତିକି ଧନ୍ୟ ମାନେ କରୁଥିଲେ ସେତିକି ଆର୍ଶ୍ଚଯ୍ୟ ବି ବୋହୁତ ଭାବି ଭାବି ବୃଦ୍ଧ ଜଣଙ୍କ ଆସି ପହଞ୍ଚନ୍ତି ବଡ ଦାଣ୍ଡରେ ଅନେକ ଲୋକ ଅନେକ କଥା ପଚାରନ୍ତି |
ଶେଷରେ ବୃଦ୍ଧ ଜଣଙ୍କ ନିଳ ଚକ୍ରକୁ ଅନାଇ ଗୋଟିଏ କଥା ମନସ୍ଥ କଲେ ସେମିତି ରେ ତ ଏହି ଜୀବନ ଅଳ୍ପ ଦିନରେ ଚାଲି ଜୀବ ପ୍ରଭୁଙ୍କ ଦର୍ଶନ ମିଳିଗଲା ଆଉ ବଞ୍ଚିବାର ଲୋଭ ନାହିଁ ବାସ ଏମିତି ଭାବୁ ଭାବୁ ଅନର୍ଗଳ ଗତ କାଲିର ସବୁ ରହସ୍ୟ କହିଦେଇ ଗଲେ ସେବାୟତ ବାସ ପାଟିରୁ ସାରିଛି କି ନାହିଁ ଏମିତିକୁ ନୀଳ ଚକ୍ରକୁ ଦେଖି ଦେଖି ଟଳି ପଡ଼ିଲେ ବୃଦ୍ଧ ଜଣଙ୍କ କ୍ଷଣିକରେ ଉଡିଗଲା ସେବାୟତଙ୍କ ପ୍ରାଣ ବାୟୁ ଆଜିବି ସେହି ବୃଦ୍ଧ ଙ୍କ ପ୍ରତି ମୂର୍ତ୍ତି ଅଛି ତାଙ୍କ ସାହିରେ ସବୁ ଶୁଣି ଯେତିକି ଆର୍ଶ୍ଚଯ୍ୟ ଲାଗୁଛି ସେତିକି ଖୁସୀ ବି ସତରେ ସେହି ଚକା ଆଖି ର ମହିମା କେତେଯେ ଅଧିକ