ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ବଡ଼ ସାମ୍ନାକୁ ଆସିଛି ସୂଚନା ଅନୁଯାଇ ପୁଣି ଲାଗି ରହିବ ବର୍ଷା ଦୁଇଟି ବଡ଼ ଲଘୁଚାପ ଆସୁଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ଏନେଇ କେଉଁ କେଉଁ ସବୁ ଜିଲ୍ଲାକୁ କେତେ ପ୍ରତିଶତ ବର୍ଷା ହେବ କେଉଁ ଜିଲ୍ଲାକୁ ଏହାର ପ୍ରଭାବ ଅଧିକ ରହିବ ଆସନ୍ତୁ ଜାଣିବା ଏନେଇ ସମ୍ପୂର୍ଣ୍ଣ ଅପଡେଟ |ସୂଚନା ଅନୁସାରେ ଆସୁଛି ଦୁଇଟି ବଡ଼ ଲଘୁଚାପ ଲାଗି ରହିବ |ବର୍ଷାର ବିସ୍ତୃତି ଆଜି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ଫଳରେ |
ପରବର୍ତ୍ତୀ 24 ଘଣ୍ଟାରେ ଏହା ଲଘୁଚାପ ରୂପରେ ପରିଣତ ହେବ ଏହା ପରେ 25 ତାରିକରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର |ମାଲକାନଗିରି ,ନୂଆପଡ଼ା ,କନ୍ଧମାଳ ,ଗଜପତି ,ନୟାଗଡ଼ ,କୋରାପୁଟ ,କଳାହାଣ୍ଡି ଜିଲ୍ଲାରେ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଜାରି କରିଛି |
ସେହିପରି ଆଭ୍ୟନ୍ତରୀଣ ଓଡିଶା ବରଗଡ଼ ,ସୁନ୍ଦରଗଡ଼ ,ବଲାଙ୍ଗୀରି ,ସୋନପୁର ଏବଂ ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଆଗାମୀ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ 15 ଟି ଜିଲ୍ଲାକୁ ଏଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର 25 ତାରିକ ବେଳକୁ 22 ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି |
ପାଣିପାଗ ବିଭାଗ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି 14.2 ଲିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ସ୍ୱଭାବିକ ବର୍ଷା 9.9 ମିଲିମିଟର ତୁଳନାରେ 44 ପ୍ରତିଶତ ଅଧିକ ରହିଛି24 ଘଂଟାରେ ମୟୁରଭଞ୍ଜ ନୱାରରେ 105.4 ମିଲିମିଟର ର ବର୍ଷା ରେକର୍ଡ ହେଉଥିବା ବେଳେ ସେହିପରି 24 ଘଣ୍ଟା ମଧ୍ୟରେ ନାୱାର ରେ 105.4 ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ସେହିପରି 8 ଟି ଜିଲ୍ଲାକୁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି |