କାହାର ନାମ ଚିନ୍ତା କରି ବାଛନ୍ତୁ ଗୋଟିଏ ମନ୍ଦାର ଫୁଲ ଓ ଜାଣନ୍ତୁ ଆପଣଙ୍କ ଭବିଷ୍ୟତ ସହିତ କିଛି ସତ୍ୟତା ବିଷୟରେ

ନମସ୍କାର ଦର୍ଶକବନ୍ଧୁ ଆପଣ ଜାଣିଛନ୍ତି ଆପଣଙ୍କ ଭାଗ୍ୟରେ କଣ ଲେଖିଛନ୍ତି ଭଗବାନ ଆପଣ ଦୁଇଟି ମନ୍ଦାର ଫୁଲ ଦେଖୁଛନ୍ତି ଏଥି ମଧ୍ୟରୁ ବାଛନ୍ତୁ ଗୋଟିଏ ରଙ୍ଗର ମନ୍ଦାର ଫୁଲ ତାହା ସହିତ ଗୋଟିଏ ସଂଖ୍ୟା ମଧ୍ୟ ରହିଛି 1 ଏବଂ 2 ଆପଣ ଏହି ଦୁଇଟି ଫୁଲ ମଧ୍ୟରୁ ଗୋଟିଏ ଫୁଲ ବାଛିପାରିବେ ଆପଣଙ୍କୁ ଯେଉଁ ସଂଖ୍ୟାଟି ଭଲ ଲାଗିଥିବ କିମ୍ବା ଆପଣଙ୍କୁ ଏହି ଦୁଇଟି ମନ୍ଦାର ଫୁଲ ମଧ୍ୟରୁ ଯେଉଁ ମନ୍ଦାର ଫୁଲଟି ପସନ୍ଦ ଆସିଥିବ ସେହି ମନ୍ଦାର ଫୁଲଟିକୁ ବାଛନ୍ତୁ ଦେଖନ୍ତୁ ଆପଣଙ୍କ ଭାଗ୍ୟ ଚକ୍ର କଣ କହୁଛି |ଆପଣଙ୍କ ଦାମ୍ପତ୍ୟ ଜୀବନ ଯଦି କଳହ ରହୁଛି ,ସ୍ୱାସ୍ଥ୍ୟ ଠିକ ରହୁ ନାହିଁ ବା ଆପଣଙ୍କ କୌଣସି ପ୍ରକାର ସମସ୍ୟା ରହୁଅଛି ତ ଏହି ବିଷୟଟି ଆପଣଙ୍କ ପାଇଁ | ଆପଣଙ୍କୁ କୁହାଯାଉଛି ଯେ ଆପଣ ଦୁଇଟି ମନ୍ଦାର ଫୁଲ ଦିଆଯାଉଛି ଏହି ଦୁଇଟି ମନ୍ଦାର ଫୁଲ ମଧ୍ୟରୁ ଆପଣ ଯେକୌଣସି ଗୋଟିଏକୁ ବାଛିବେ ଏବଂ ଆପଣଙ୍କ ଭବିଷ୍ୟତ ବିଷୟରେ କୁହାଯାଉଥିବା ସତ୍ୟତା ବିଷୟରେ ଜାଣିବା |

ପ୍ରଥମେ ଆପଣ ଜାଣନ୍ତୁ ଆପଣ ଯଦି ହଳଦିଆ ରଙ୍ଗର ଫୁଲଟିକୁ ବାଛିଛନ୍ତି ବା 1 ନମ୍ବର ଟି ବାଛିଛନ୍ତି ତ ତାହା କଣ କହୁଛି ଆପଣଙ୍କ ଭାଗ୍ୟ ବିଷୟରେ ଦେଖନ୍ତୁ ଆପଣ ବର୍ତ୍ତମାନ ବ୍ୟତ୍ରମ୍ୟଣ ହୋଇ ପ୍ରଶ୍ନର ଆଶ୍ରୟ ନେଇଛନ୍ତି ଯାହା ହେଉ ଆପଣଙ୍କ ପାଇଁ ବର୍ତ୍ତମାନ ବହୁତ ଶୁଭ ସମୟ ଆସିଗଲାଣି ପ୍ରାୟତଃ ଆପଣଙ୍କ ଲାଗି ଦୁଃଖର ସମୟ ଅଧିକ ହୋଇଗଲାଣି ଆପଣଙ୍କ ସମସ୍ତ ବ୍ୟାକୁଳତା ଦୂର ହେବ ଏ ସବୁ ଆପଣଙ୍କ ଜାତକର ମନ୍ଦ ଦୋଷ ପ୍ରଭାବରେ ହେଉଥିଲା ଏଥିପାଇଁ ଆପଣ ବହୁତ ମନ୍ଦଫଳ ଭୋଗୀ ସାରିଲାଣି ଉଧାର ଋଣ ଯାହା ଆପଣ କରୁଥିଲେ ତାହା ସୁଝିବା ବହୁତ କଷ୍ଟ ହେଉଥିଲା ସବୁକିଛି ଠିକ ହୋଇଯିବ ଆଗାମୀ ସମୟ ଆପଣଙ୍କ ପାଇଁ ଭଲ ଆସି ଯାଇଛି |ଏବେ ଆପଣ ଯାହାବି ଚିନ୍ତା କରିବେ ସଫଳତା ଲାଭ କରିବେ ଏବଂ ଆପଣଙ୍କ ଇଷ୍ଟ ଦେବତା ହେଉଛନ୍ତି ପ୍ରଭୁ ବଜରଙ୍ଗବାଲି |

ଯଦି ଆପଣ ନାଲି ରଙ୍ଗର ମନ୍ଦାର ଫୁଲଟିକୁ ବାଛିଛନ୍ତି ତ ଏହା କଣ କହୁଛି ଆପଣଙ୍କ ବିଷୟରେ ବର୍ତ୍ତମାନ ଆପଣ ଯେଉଁ ବ୍ୟୟ ଭାର ଭୋଗ କରୁଛନ୍ତି ତାହା ସମୟ ଅନୁକ୍ରମେ ଖୋଲିଯିବ ଧର୍ମ ଭାବ ଜାଗ୍ରତ ହେବ ଅର୍ଥ ବା ଆର୍ଥିକ ସମସ୍ୟାର ଉନ୍ନତି ଆସିବ ବର୍ତ୍ତମାନ କେତୁଙ୍କ ପ୍ରଭାବ ଦୃଷ୍ଟିରୁ ଆପଣଙ୍କ ମନ ମଧ୍ୟରେ ପ୍ରବଳ ଆତଙ୍କ ଦେଖା ଦେଇଛି ମାନସିକ ଅଶାନ୍ତି ଆପଣଙ୍କ ଦେଖା ଯାଉଛି ଆପଣ ଯେଉଁ ସବୁ କାର୍ଯ୍ୟକରୁଥିଲେ ସେଥିରେ ସଫଳତା ପାଇଁ ପାରୁନଥିଲେ ପରିଶ୍ରମ ଅନୁସାରେ ଆପଣଙ୍କୁ ଲାଭ ମିଳୁନଥିଲା କିନ୍ତୁ ଆପଣ ଆଗକୁ ଆଉ ଏପରି କିଛି ରହିବ ନାହିଁ ସମୟ ବହୁତ ଆପଣଙ୍କ ଭଲ ଆସିଯିବ ଏଣିକି ଆପଣ ଶାନ୍ତିରେ ବିଶ୍ରାମ କରିବେ ଧନ ମିଳିବ ହେଲେ ସାମାନ୍ୟ ବିଳମ୍ବ ହୋଇପାରେ ବର୍ତ୍ତମାନ ଆପଣ ଯେଉଁ କାର୍ଯ୍ୟ ଗୁଡ଼ିକ କରୁଥିଲେ ଆପଣ ସେହି ସମୟରେ ଦେଖି ଚାହିଁ କରନ୍ତୁ |

Leave a Reply

Your email address will not be published. Required fields are marked *