Hanuman ମନ୍ଦିରରେ ଚଢ଼େଇଦିଅନ୍ତୁ ଏହି ୧ ଜିନିଷ,ଦେଖିବେ ବଜରଙ୍ଗ ବାଲିଙ୍କ କୃପାରୁ ଟଙ୍କାର ଗଦିରେ ଶୋଇବେ ଆପଣ

ହେଲୋ ଫ୍ରେଣ୍ଡ୍ କରଜ ଯେତେ ବି ବଡ ହେଉନା କାହିଁକି ଜଲ୍ଦୀ ହିଁ କରଜରୁ ମୁକ୍ତି ପାଇଯିବେ ଯଦି ଆପଣ ଏହି ଉପାୟ ମାନଙ୍କ ମଧ୍ୟରେ କୌଣସି ଗୋଟିଏ ବୁ ଉପାୟ କରିଦେବେ ତ ନିଶ୍ଚିତ ଆପଣ ଋଣ ମୁକ୍ତ ହୋଇଯିବେ କରଜ ଓ ଋଣ ର ଭାର ଜୀବନକୁ ସମସ୍ୟା ରେ ପକାଇ ଦିଏ କରଜ ମୁକ୍ତ ଜୀବନ ହିଁ ସବୁଠାରୁ ଖୁସୀ ପୂର୍ଣ୍ଣ ଜୀବନ ହୋଇଥାଏ କରଜ ନେବା ଯେତିକି ସହଜ ହୋଇଥାଏ କେତେ ଥର ତାହାକୁ ସୁଝୁବାରେ ତାହାଠୁ ଅଧିକ କଷ୍ଟ ହୋଇ ଯାଇଥାଏ ଏବଂ ପୁରା ଜୀବନ କରଜ କୁ ସୁଝି ସୁଝି ଶେଷ ହୋଇଥାଏ କୌଣସି ବି ବ୍ୟକ୍ତି ପାଇଁ କରଜ ବୋହୁତ ବଡ ସମସ୍ୟା ହୋଇଥାଏ କରଜ ରେ ବୁଡି ରହିଥିବା ଲୋକ ସର୍ବଦା ଚିନ୍ତାରେ ରହିଥାଏ |

କରଜ ହେବା ଦ୍ବାରା ତାର ପୁରା ପରିବାର କଷ୍ଟର ସାମ୍ନା କରିଥାଏ କରଜ କାରଣରୁ ମାନହାନି ଓ ପାରିବାରିକ କଳହ ମଧ୍ୟ ହୋଇଥାଏ କରଜରେ ବୁଡ଼ି ରହିଥିବା ଲୋକ ନିଜ ପାଇଁ ଓ ନିଜ ପରିବାର ପାଇଁ ସମସ୍ୟା ବନି ଯାଇଥାଏ ସର୍ବଦା ଧ୍ୟାନ ରଖନ୍ତି ମଙ୍ଗଳବାର କିମ୍ବା ଶନିବାର ଦିନ କରଜ ନିଅନ୍ତୁ ନାହିଁ କାହିକିଁ ନା ନିଆଯାଇଥିବା କରଜ ରୁ ମୁକ୍ତି ପାଇବାରେ ଅନେକ ସମସ୍ୟା ଆସି ପାରେ ଶନିବାର ରେ ନୁଆ ଯାଇଥିବା କରଜ କେବେ ବି ସମାପ୍ତ ହୋଇ ନଥାଏ ଚର ଲଗ୍ନ ଅର୍ଥାତ ମେଷ କର୍କଟ ତୁଳା ଏବଂ ମକର ରାଶିର ଲୋକଙ୍କ ଠାରୁ କରଜ ନେବା ଦ୍ବାରା ଶୀଘ୍ର ପାଇ ଯାଇଥାନ୍ତି କିନ୍ତୁ ଚର ଲଗ୍ନ ର ଲୋକଙ୍କ କରଜ ଦିଅନ୍ତୁ ନାହିଁ |

କରଜ ନେବା ସମୟରେ ଚର ଲଗ୍ନରେ ପଞ୍ଚମ ଓ ନବମ ସ୍ଥାନରେ ଶୁଭ ଗ୍ରହ ଏବଂ ଅଷ୍ଟମ ସ୍ଥାନରେ କୌଣସି ବି ଗ୍ରହ ନରହିବା ଭଲ ନହେଲେ କରଜ ବଢି ବଢି ଚାଲିଥାଏ 8 ଅଙ୍କ କୁ ଶନିଙ୍କ ଅଙ୍କ ମନାଯାଏ ତେବେ 8 17 ଏବଂ 26 ତାରିଖ ରେ କେବେବି କରଜ ନିଅନ୍ତୁ ନାହିଁ ଯଦି କରଜ ନେବାର ଅଛି ତେବେ ସୋମବାର ବୁଧବାର ଓ ଶୁକ୍ରବାର ଦିନ ହିଁ ନିଅନ୍ତୁ ଏହି ଦିନରେ କରଜ ବେଳେ ଶୀଘ୍ର ସୁଜି ହୋଇ ଯାଇଥାଏ ଆସନ୍ତି ଜାଣିବା କରଜ ମୁକ୍ତି ପାଇଁ ସହଜ ଉପାୟ ବିଷୟରେ

ପାନକୁ ହିନ୍ଦୁ ଧର୍ମରେ ସମସ୍ତ କାର୍ଯ୍ୟରେ ଶୁଭ ମାନାଯାଏ ସ୍କନ୍ଧ ପୁରାଣ ଅନୁସାରେ ସମୁଦ୍ର ମନ୍ଥନ ସମୟରେ ପ୍ରଥମ ଥର ପାନର ପତ୍ରର ଉପଯୋଗ କରାଯାଇଥିଲା ସେବେଠାରୁ ଏହି ପତ୍ର ପ୍ରତ୍ୟେକ ଶୁଭ କାର୍ଯ୍ୟରେ ବ୍ୟବହାର ହେବାକୁ ଲାଗିଲା ଯଦି ଆପଣ କରଜ ରେ ବୁଡି ରହିଛନ୍ତି ତେବେ

ପ୍ରଥମ ଉପାୟ – ଗୋଟିଏ ସଫା ପାନ୍ ପତ୍ର ନିଅନ୍ତି ଓ ତାର ଡେମ୍ଫ ଛିଣ୍ଡାଇ ଦିଅନ୍ତୁ ଓ ତା ଉପରେ ଦୁଇଟି ଲବଙ୍ଗ ଓ ଗୋଟିଏ ଗୁଜୁରାତି ରଖନ୍ତୁ ଏବଂ ଏହି ପତ୍ରକୁ ମୋଡ଼ିକି ପାନ ବିଡା ତିଆରି କରନ୍ତୁ ଏବଂ ମଙ୍ଗଳବାର ର ସନ୍ଧ୍ୟା ସମୟରେ ସ୍ନାନ କରି ଶୋଛ ବସ୍ତ୍ର ଧାରଣ କରି ହନୁମାନ ମନ୍ଦିର କୁ ଯାଆନ୍ତୁ ଏବଂ ହନୁମାନଙ୍କୁ ଏହି ପାନର ବୁଡା ଅର୍ପଣ କରି ଦିଅନ୍ତୁ ତିନି ମାସ ପର୍ଯ୍ୟନ୍ତ ଲଗାତାର ପ୍ରତ୍ୟେକ ମଙ୍ଗଳବାର କୁ ଏହି ପ୍ରୟାଗ କରନ୍ତୁ ଯଦି କୌଣସି ମଙ୍ଗଳବାର ଆପଣ ଯାଇ ପାରନ୍ତି ନାହିଁ ତେବେ ଆପଣଙ୍କ ବଦଳରେ ଏହାକୁ ଆଉ କେହି ମଧ୍ୟ କରି ପାରିବେ ଏହି ଦିନ ତାମସିକ ଭୋଜନ କରନ୍ତୁ ନାହିଁ ସ୍ଵସ୍ତିକ ଆହାର ଗ୍ରହଣ କରନ୍ତୁ ଜଲ୍ଦୀ ହିଁ କରଜ ସୁଝିବାର ରାସ୍ତା ମିଳିଥାଏ ବୋହୁତ ଶୀଘ୍ର କରଜ ଶୁଝି ହୋଇଯାଇଥାଏ

ଦ୍ୱିତୀୟ ଉପାୟ – ଗୋଟିଏ ତାଜା ପାନ ପତ୍ର ନେଇ ତାର ଡେମ୍ଫ ଛିଣ୍ଡାଇ ଦିଅନ୍ତୁ ଓ ତାର ଚିକଣ ସାଇଟ୍ କୁ ତଳକୁ କରି ଦିଅନ୍ତୁ ଓ ଖଦଡ଼ ସାଇଡ ରେ ଦୁଇଟି ଲବଙ୍ଗ ରଖନ୍ତୁ ଓ ସାବଧାନରେ ଦୁଇ ହାତରେ ପାନକୁ ଉଠାଇ ବହି ଯାଉଥିବା ନଦୀରେ ଏହି ପାନକୁ ଭସେଇ ଦିଅନ୍ତୁ ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତୁ କି ଯାହା ଆପଣଙ୍କର କାମରେ ବାଧା ଆସୁଛି ଓ ସମସ୍ୟା ଆସିଛି ତାହା ଏହି ପାନର ପତ୍ର ରେ ଭାସି ଯାଉ ବୋହୁତ ଜଲ୍ଦୀ ହିଁ ଆପଣଙ୍କର ସମସ୍ୟା ଦୂର ହୋଇଯିବ କାର୍ଯ୍ୟରେ ସଫଳତା ମିଳିବ

ତୃତୀୟ ଉପାୟ – ଯାହାକୁ ନବରାତ୍ରି ରେ କରି ପାରିବେ ନବରାତ୍ରି ରେ ପ୍ରତି ଦିନ ପାନର ପତ୍ର ଉପରେ ହରିଂ ଲେଖିକି ମାତା ଦୁର୍ଗାଙ୍କୁ ଅର୍ପଣ କରନ୍ତୁ ଓ ନବମୀ ଦିନ ସେହି ପାନ୍ ପତ୍ର କୁ ଆପଣଙ୍କର ଧନ ରଖୁ ଥିବା ସ୍ଥାନରେ ରଖି ଦିଅନ୍ତୁ

ଚତୁର୍ଥ ଉପାୟ – ଋଣ ମୁକ୍ତି ପାଇଁ ମଙ୍ଗଳବାର ରେ ରାତି 11 ରୁ ରାତି 1 ଭିତରେ ଗାଧେଇ ଘରେ ଥିବା ହନୁମାନ ପାଖରେ ଦୀପ ଜାଳି ହନୁମାନଙ୍କୁ ନାଲି ଫୁଲ ଦେଇ ହନୁମାନ ଚାଳିଶା 11 ଥର ପାଠ କରନ୍ତୁ ଏହି ପ୍ରୟୋଗ ନିଯମିତ ରୂପରେ ଆପଣଙ୍କୁ 11 ଟି ମଙ୍ଗଳବାର ପର୍ଯ୍ୟନ୍ତ କରନ୍ତୁ ଯାହା ଦ୍ଵାରା କରଜ ରୁ ମୁକ୍ତି ମିଳିବ

Leave a Reply

Your email address will not be published. Required fields are marked *