ହେଲୋ ଫ୍ରେଣ୍ଡ୍ କାନ୍ଧ ଠାରୁ ନଥିଲା ହାତ ଆଉ ଏବେ ଲାଗିଲା ଦୁଇଟି ସତ ସତିକା ହାତ କଥାଟି ଆପଣଙ୍କୁ ଅର୍ଶ୍ଚଯ୍ୟ ଲାଗୁଥିଲେ ବି ଏହା ସତ ପ୍ରାୟ 16 ଘଣ୍ଟା ଧରି ଅତି ନିଖୁଣତାର ସହିତ ମୁମ୍ବାଇର ଗ୍ଲୋବାଲ ହସ୍ପିଟାଲ୍ ର ଶୋତ୍ରନ୍ତ୍ର ଡାକ୍ତରୀ ଟିମ୍ ଏହି ସର୍ଜରୀ କରିଛନ୍ତି ରାଜସ୍ଥାନର ଆଜମେରର 33 ବର୍ଷୀୟ ଯୁବକ ପ୍ରେମାରାମ ସେ ଆରମ୍ଭ କରିବା ପାଇଁ ଯାଉଛନ୍ତି |
ନୁଆ ଜୀବନ ପ୍ରାୟ ଦଶନ୍ଧି ହେବ ପ୍ରେମା ରାମଙ୍କ ହାତ ନଥିଲା ଅସାବଧାନତା ବସତ ତାଙ୍କ ହାତ ବିଦୁତଃ ସଂସ୍ପର୍ଶରେ ଆସି ଜଳି ଯାଇଥିଲା ଆଉ ଡକ୍ଟର ତାଙ୍କ ଜୀବନ ବଞ୍ଚାଇବା ପାଇଁ କନ୍ଧ ଠାରୁ ସମ୍ପୂର୍ଣ୍ଣ ହାତକୁ କାଟି ଅଲଗା କରି ଦେଇଥିଲେ ହାତ କଟି ଯିବା ପରେ ତାଙ୍କ ଜୀବନରେ ଅନ୍ଧକାର ଛାଇ ଯାଇଥିଲା ଦୈନ୍ୟ ଦିନ ନିତ୍ୟକ୍ରମ୍ କରିବା ପାଇଁ ମଧ୍ୟ ସେ ପର ଉପରେ ଭରସା କରୁଥିଲେ |
ଅନ୍ୟର ବିନା ସହଯୋଗରେ ସେ କୌଣସି କାମ କରି ପାରୁନଥିଲେ ପ୍ରାୟ 10 ବର୍ଷ ଧରି ଏହି ଭଳି ଅଭିଶପ୍ତ ଜୀବନ ବିତାଇବା ପରେ ଏବେ ବିଜ୍ଞାନ ତାଙ୍କୁ ଦେଇଛି ନୁଆ ଜୀବନ ମୁମ୍ବାଇର ଗ୍ଲୋବାଲ ହସ୍ପିଟାଲ୍ ରେ ତାଙ୍କର ଏକ ବିରଳ ଅସ୍ତଉପଚାର କରାଯାଇଛି |
ଏହି ଅସ୍ତଉପଚାର ସାରା ଦେଶରେ ଚିକିତ୍ସା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ବୋଲି କହିଲେ ଅତିକ୍ତି ହେବ ନାହିଁ ପ୍ରାୟ 16 ଘଣ୍ଟା ଧରି ଅତି ନିଖୁଣତାର ସହିତ ମୁମ୍ବାଇର ଗ୍ଲୋବାଲ ହସ୍ପିଟାଲ୍ ର ଶୋତ୍ରନ୍ତ୍ର ଡାକ୍ତରୀ ଟିମ୍ ଏହି ସର୍ଜରୀ କରିଛନ୍ତି ଆଉ ଏଥିରେ ତାଙ୍କୁ ମିଳିଛି ଏହି ବିରାଟ ସଫଳତା