Voter ID Card ନେଇ ଖୁସି ଖବର ଦେଲେ ସରକାର ,ଭୋଟର ଆଇଡି କାର୍ଡ ଥିଲେ ପାଇପାରିବେ ଲାଭ

ନମସ୍କାର ଦର୍ଶକବନ୍ଧୁ ଭୋଟର ଆଇଡି କାର୍ଡ ନେଇ ଆସିଲା ଏକ ବହୁତ ବଡ଼ ଅପଡେଟ ଯଦି ଆପଣଙ୍କ ଭୋଟର ଆଇଡି କାର୍ଡ ନାହିଁ ଯଦି ଆପଣଙ୍କ ଭୋଟର ଆଇଡି କାର୍ଡ ଅଛି ଆପଣ ସେଥିରେ କୌଣସି ସଂଶୋଧନ କରିବାର ଅଛି କିମ୍ବା ଆପାଣଙ୍କ କାହାର ନାମ ଭୋଟର ଆଇଡି କାର୍ଡରୁ କାଟିବାର ଅଛି ଯାହାର ମୃତ୍ୟୁ ହୋଇଯାଇଛି ତାହେଲେ ଆପଣଙ୍କୁ ଏଠି କୌଣସି ଅନଲାଇନ ସେଣ୍ଟର ଯିବା ଆବଶ୍ୟକ ନାହିଁ ଘରେ ବି ଆପଣ ଆବେଦନ କରିବାର ଆବଶ୍ୟକ ନାହିଁ ଏସବୁ ଆପଣ ନକରି ନୂଆ ଆବେଦନ କରିପାରିବେ |

ଭୋଟର ଆଇଡି କାର୍ଡରେ କରେକ୍ସନ ମଧ୍ୟ କରିପାରିବେ କାହା ନାହିଁ କାଟିବା ପାଇଁ ଚାହୁଁଛନ୍ତି |ଆପଣ ଚାହିଁଲେ କାଟି ମଧ୍ୟ ପାରିବେ ତାହେଲେ କେମିତି କଣ କରିବେ ଆପଣଙ୍କ ମନରେ ପ୍ରଶ୍ନ ଥିବ | ତ ଏବେ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ନୂତନ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଘରେ ଘରେ ବୁଲି ସର୍ଭେ କାମ ଆରମ୍ଭ ହୋଇସାରିଲାଣି ଏକ ମାସ ଧରି ଏ ସର୍ଭେ କାମ ଚାଲୁ ରହିବ ଅଗଷ୍ଟ 21 ତାରିକ ପର୍ଯ୍ୟନ୍ତ ଏହି ସର୍ଭେ କାମ ଚାଲୁ ରହିବ |

ରାଜ୍ୟରେ ମୋଟ 35,607 ଜଣ ଭୁସ୍ତରୀୟ ଅଧିକାରୀ ମାନେ ସମସ୍ତ 30 ଟି ଜିଲ୍ଲାର 47 ଟି ବିଧାନ ସଭା ମଣ୍ଡଳୀର ଘର ଘର ବୁଲି ଭୋଟରଙ୍କ ତଥ୍ୟ ସଂଗ୍ରହ କରିବେ |ଆଉ ଯେଉଁମାନଙ୍କ ନାମ ଭୋଟର ତାଲିକାରୁ ବାଦ ପଡ଼ିଛି କିନ୍ତୁ ସେମାନଙ୍କୁ 18 ବର୍ଷ ହୋଇସାରିଛି ସେମାନେ ଘରେ ଘରେ ବୁଲି ନୂଆ ନାମ ମଧ୍ୟ ଆବେଦନ କରିପାରିବେ |

ଆପଣଙ୍କୁ ଯାଇକି ଆଉ କୋଉଠି ଆବଶ୍ୟକ ନାହିଁ ସିଏ ଅନଲାଇନରେ ବି ଆପଲାଏ କରିବାର ଆବଶ୍ୟକ ନାହିଁ ଯଦି ଆପଣଙ୍କ ଭୋଟର ଆଇଡି କାର୍ଡରେ କୌଣସି ଜିନିଷ ଭୁଲବି ଅଛି |ତାହେଲେ ସେମାନେ ମଧ୍ୟ ତାକୁ ସଂଶୋଧନ କରିବେ କିନ୍ତୁ ଆପଣଙ୍କ ଘରେ ବି ଯିଏ ମୃତ୍ୟୁ ବରଣ କରି ସାରିଛନ୍ତି ତାଙ୍କର ବି ଭୋଟର ଆଇଡି କାର୍ଡ ଅଛି ସେମାନଙ୍କର ନାମ ମଧ୍ୟ ସେମାନେ କାଟିବେ|

ଏହି ସବୁ କରିବାକୁ ଆପଣଙ୍କୁ ଅନଲାଇନରେ ଏହା ସବୁ ଆପଣଙ୍କୁ କରିବାକୁ ପଡୁଥିଲା ବର୍ତ୍ତମାନ ଅଗଷ୍ଟ 21 ତାରିକ ପର୍ଯ୍ୟନ୍ତ ଏହି ସର୍ଭେ ଚାଲିବ ଆଉ ଏହି ସର୍ଭେ ଦ୍ୱାରା ଲୋକମାନେ ଆପଣଙ୍କ ଘରେ ଘରେ ବୁଲି ଏହି ସବୁ କାମ କରିବେ |

Leave a Reply

Your email address will not be published. Required fields are marked *