ଶ୍ରୀକ୍ଷେତ୍ରରେ ମହାପ୍ରସାଦରେ କାହିଁକି ପଡେନି ଆଳୁ, ଏହା ପଛର Rahasya ଜାଣିଲେ ଆପଣ ଯୋଡ଼ିଦେବେ ହାତ, କହିବେ ପ୍ରଭୁଙ୍କ ଏପରି ଲୀଳା

ହେଲୋ ଫ୍ରେଣ୍ଡ୍ ମହାପ୍ରସାଦ ର ମହା ରହସ୍ୟ ଶ୍ରୀମନ୍ଦିର ରୋଷେଇ ଘରର ଅଜଣା କଥା କେମିତି ରୋଷେଇ ହୁଏ ଅଭଡ଼ା କାହିଁକି ଅଭଡ଼ା ରେ ପଡେ ନାହିଁ ବିଲାତି ବାଇଗଣ ଆଳୁ ଶ୍ରୀମନ୍ଦିରର ବ୍ୟବସ୍ଥା ଦେଖି ବୈଜ୍ଞାନିକ ବି ମାନିଯିବେ ହାର ଆପଣମାନେ ତ ପୁରୀ ଯାଇ ଅଭଢ଼ା ତ ନିଶ୍ଚିତ ଭାବରେ ଖାଇ ଥିବେ କିନ୍ତୁ କଣ ଆପଣ କେବେ ଦେଖିଛନ୍ତି ଅଭଡ଼ା ରେ କେବେ ମଧ୍ୟ ବିଲାତି ବାଇଗଣ ଆଳୁ ଛୁଇଁ କୋବି ଏହି ସବୁ ପଡେ ନାହିଁ |

ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଯେପରି ରଶସ୍ୟ ମୟ ତାଙ୍କର ମହା ପ୍ରସାଦ ମଧ୍ୟ ସେହି ପରି ରହସ୍ୟ ମୟ ମହା ପ୍ରସାଦ ରୋଷେଇ ମାଟି ପାତ୍ରରେ ଚୁଲାରେ ଗୋଟିଏ ଉପରେ ଗୋଟିଏ ରଖି କରାଯାଏ ତଳ ପାତ୍ରରେ ରୋଷେଇ ଯେତିକି ସମୟରେ ସରେ ଉପର ପାତ୍ରରେ ମଧ୍ୟ ରୋଷେଇ ସେତିକି ସମୟରେ ସରେ ତଳ ଉପର କରି ସାତଟି କଢ଼ୁଆରେ ଖାଦ୍ୟ ରଖାଯାଏ ଏକା ସହିତ ସବୁ କଢୁଆରେ ଖାଦ୍ୟ ହୋଇଯାଏ ମାନାଯାଏ ମା ଲକ୍ଷ୍ମୀ ସ୍ଵୟଂ ନିଜ ହାତରେ ଅଭଡ଼ା ପ୍ରସ୍ତୁତ କରି ଥାଆନ୍ତି |

ପ୍ରଭୁ ଜଗନ୍ନାଥ ହେଉଛନ୍ତି ଆମର ରାଷ୍ଟ୍ରୀୟ ଦେବତା କଖନ୍ତି ଓଡ଼ିଶାର ଦେବତା ତେଣୁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ସୁଧ ଶାକାହାରୀ ଆଉ ଓଡ଼ିଆ ଖାଦ୍ୟ ଲାଗି କରାଯାଏ ଯେଉଁ ଥିରେ କେବଳ ଭାରତୀୟ ମାଟିରେ ଫଳୁଥିବା ପନି ପରିବାରେ ଖାଦ୍ୟ ପ୍ରସ୍ତୁତ କରାଯାଏ ତାଙ୍କର ମହା ପ୍ରସାଦ ସମ୍ପୂର୍ଣ୍ଣ ବାମ୍ଫ ଦ୍ବାରା ପ୍ରସ୍ତୁତ ହୋଇଥାଏ ମହାପ୍ରସାଦ ର ପରିବାରୁ ଚୋପା ଛଡା ଯାଇ ନଥାଏ ମହା ପ୍ରସାଦ ପ୍ରସ୍ତୁତି ରେ ଘିଅ ଛଡ଼ା ଅନ୍ୟ କୌଣସି ତୈଳ ଗରମ ମସଲା ପୌସ୍ତକ ବ୍ୟବହାର କରାଯାଏ ନାହିଁ |

ମହା ପ୍ରସାଦ ରୋଷେଇ ସମ୍ପୂର୍ଣ୍ଣ ଆୟୁର୍ବେଦ ଓ ବୈଜ୍ଞାନିକ ପଦ୍ଧତିରେ ପ୍ରସ୍ତୁତ ହୁଏ ମହା ପ୍ରସାଦରେ ପିଆଜ ରସୁଣ ବିଲାତି ବାଇଗଣ ଶୁଖିଲା ଲଙ୍କା ଆଳୁ ଝୁଡୁଙ୍ଗ ଲାଉ କୋବି ବିମ୍ ସଜନା ଛୁଇଁ ଭେଣ୍ଡି କଲରା ଛଞ୍ଚିଣା ଆଦି ଅନେକ ପରିବା ବ୍ୟବହାର କରାଯାଏ ନାହିଁ କୌଶଳା ଶାଗ ମୂଳା ଶାଗ ଅଗସ୍ତି ଶାଗ ବ୍ୟତିତ ଅନ୍ୟାନ୍ୟ ଶାଗ ମଧ୍ୟ ବ୍ୟବହାର କରାଯାଏ ନାହିଁ ପିଆଜ ରସୁଣ ଏହି ସବୁ ଉତେଜିତ ଦ୍ରବ୍ୟ ହୋଇଥିବା କାରଣରୁ ଏହା ମହା ପ୍ରସାଦ ରେ ପଡ଼ି ନଥାଏ |

ବିଲାତି ବାଇଗଣ କୁ ଏହି ସବୁ ବିଦେଶୀ ପରିବା ହୋଇଥିବାରୁ ତାହା ମହା ପ୍ରସାଦ ରେ ପଡେ ନାହିଁ ଯେଉଁ ପରିବା ଗୁଡ଼ିକ ଭାରତ ମାଟିରେ ନ ହୋଇ ବିଦେଶରେ ହୋଇଥାଏ ସେହି ଗୁଡ଼ିକ ମହା ପ୍ରାସାଦରେ ବ୍ୟବହାର କରାଯାଏ ନାହିଁ ଓଡ଼ିଶାର ଲୋକ ସିନା ବିଦେଶୀଙ୍କ ଚାଲି ଚଳନ ବିଦେଶୀଙ୍କ କପଡା ଓ ବିଦେଶୀ ଖାଦ୍ୟକୁ ପସନ୍ଦ କରୁଛନ୍ତି କିନ୍ତୁ ମହାପ୍ରଭୁ ଜଗନ୍ନାଥ ଏବେ ଯାଏଁ ଖାଣ୍ଟି ଓଡ଼ିଆ ହୋଇ ରହିଛନ୍ତି

Leave a Reply

Your email address will not be published. Required fields are marked *