ପ୍ରଥମ ଥର ଦେଖନ୍ତୁ ଓଡ଼ିଆ ଅଭିନେତ୍ରୀ Snigdha Mohanty ଙ୍କ ଜୀବନୀ ଓ ପୁରା ପରିବାର, ଆଗରୁ କେବେ ଦେଖି ନଥିବେ…

ହେଲୋ ଫ୍ରେଣ୍ଡ୍ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଆପଣଙ୍କର ପ୍ରିୟ ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି ଙ୍କୁ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ ତାଙ୍କର ଅଭିନୟ କୁ ମଧ୍ୟ ଦର୍ଶକ ମାନେ ବୋହୁତ ପସନ୍ଦ କରିଥାଆନ୍ତି ହେଲେ ଆପଣ ମାନେ ତାଙ୍କର ପରସୋନାଲ୍ ଲାଇଫ ଓ ତାଙ୍କର ପରିବାର ସମ୍ପର୍କରେ କେବେବି ଜାଣିବାକୁ ଚେଷ୍ଠା କରିଛନ୍ତି ତାଙ୍କ ପରିବାରରେ କିଏ କିଏ ସବୁ ସଦସ୍ୟ ଅଛନ୍ତି ତାଙ୍କର ପୁଅ ଝିଅ ତାଙ୍କର ଜୀବନ କାହାଣୀ ବିଷୟରେ ଆସନ୍ତୁ ଜାଣିବା

ସ୍ନିଗ୍ଧା ମହାନ୍ତି ଙ୍କର ଅଭିନୟକୁ ଆପଣମାନେ ସବୁ ବେଳେ ପସନ୍ଦ କରି ଆସିଛନ୍ତି ଯଦିଓ ସେ ବର୍ତ୍ତମାନ ସମୟରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏତେଟା କାମ କରୁ ନାହାନ୍ତି ତାଙ୍କର ଝିଅ ବର୍ତ୍ତମାନ୍ ସମୟରେ ବଲିଉଡ ରେ କାମ କରୁଛନ୍ତି ସ୍ନିଗ୍ଧା ମହାନ୍ତି ଙ୍କ ର ସ୍ବାମୀ ଙ୍କ ନାମ ହେଉଛି ଜୟପ୍ରକାଶ ମହାନ୍ତି ସ୍ନିଗ୍ଧା ଙ୍କ ଝିଅଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ତାଙ୍କ ନାଁ ହେଉଛି ସମ୍ଭାବନା ମହାନ୍ତି ସେ ବର୍ତ୍ତମାନ୍ ସମୟରେ ବଲିଉଡରେ ରହି କାମ କରୁଛନ୍ତି |

ଅନେକ ଫିଲ୍ମ ହେଉ କିମ୍ବା ସିରିଏଲ ରେ ଜୀ ଟିଭି ରେ ପ୍ରସାରିତ ହେଉଥିବା ଧାରାବାହିକ ରେ ମଧ୍ୟ ସ୍ନିଗ୍ଧା ମହାନ୍ତି ଙ୍କ ଝିଅ ସମ୍ଭାବନା ମହାନ୍ତି କାମ କରି ସାରିଛନ୍ତି ଦର୍ଶକ ମାନେ ମଧ୍ୟ ତାଙ୍କୁ ବେଶ ଭଲ ପାଇବା ଦେଉଛନ୍ତି ଏବଂ ଆପଣମାନେ ମଧ୍ୟ ତାଙ୍କୁ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ ସ୍ନିଗ୍ଧା ଙ୍କର ପିଲାଟି ବେଳୁ ଅଭିନୟ ପ୍ରତି ରୁଚି ରହିଥିଲା ଏବଂ ଅଭିନୟ ଶିକ୍ଷା ମଧ୍ୟ ଆରମ୍ଭ କରିଥିଲେ ସ୍କୁଲ ରେ ଯେତେ ବେଳେ ପାଠ ପଢୁଥିଲେ ପାଠ ପଢା ସହିତ ଅଭିନୟ ପ୍ରତି ଯେହେତୁ ଆଗ୍ରହ ଥିଲା ସେଥି ପାଇଁ ସେ ଆକ୍ଟିଙ୍ଗ ସ୍କୁଲ ରେ ମଧ୍ୟ ଆଡ଼ମିଶନ ହୋଇଥିଲେ |

ପରବର୍ତ୍ତୀ ସମୟରେ ଆଲବମ୍ ଜଗତ ରେ ପାଦ ଦେଇଥିଲେ ଦର୍ଶକ ମାନଙ୍କୁ ମଧ୍ୟ ତାଙ୍କର ଗୀତ ଗୁଡ଼ିକ ବେଶ ପସନ୍ଦ ଆସିଥିଲା ଏବଂ ପରବର୍ତ୍ତୀ ସମୟରେ ମଧ୍ୟ ଫିଲ୍ମ ରେ କାମ କରିବାର ସୁଯୋଗ ପାଇଥିଲେ ଏବଂ ପରବର୍ତ୍ତୀ ସମୟରେ ଦର୍ଶକ ମାନଙ୍କର ଭଲପାଇବା ଯେତେ ବେଳେ ଫିଲ୍ମ ଜଗତରୁ ମିଳିଲା ତାହା ପରଠାରୁ କେବେବି ସେ ପଛକୁ ଅନେଇ ଚାହିଁ ନାହାଁନ୍ତି ନିଜର କ୍ୟାରିୟର ରେ ଅନେକ ସଫଳତା ହାସଲ କରିଛନ୍ତି |

ତାଙ୍କର ଝିଅ ବର୍ତ୍ତମାନ୍ ସମୟରେ ବଲିଉଡ ରେ କାମ କରୁଛନ୍ତି ଅନେକ ହିନ୍ଦୀ ଧାରାବାହିକ ରେ ମଧ୍ୟ କାମ କଲେଣି ସମ୍ଭାବନା ଓଡ଼ିଆ ଚଳଚ୍ଚିତ୍ର ଜଗତରେ ମଧ୍ୟ ଓଡ଼ିଆ ଫିଲ୍ମ ରେ ମଧ୍ୟ ହିରୋଇନ୍ ଭାବରେ କାମ କରିଛନ୍ତି ଆପଣମାନେ ତାଙ୍କର ଫିଲ୍ମ ମଧ୍ୟ ଦେଖିଥିବେ ବର୍ତ୍ତମାନ୍ ସମୟରେ ସେ ମୁମ୍ବାଇ ରେ ଅଛନ୍ତି ସ୍ନିଗ୍ଧା ମହାନ୍ତି ମଧ୍ୟ ମୁମ୍ବାଇ ରେ ରହୁଛନ୍ତି ଆପଣମାନଙ୍କୁ ସ୍ନିଗ୍ଧା ମହାନ୍ତି କେମିତି ଲାଗନ୍ତି ଓ ତାଙ୍କର ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ପେଜ ଟି କୁ ସେୟାର ମଧ୍ୟ କରି ଦିଅନ୍ତୁ

Leave a Reply

Your email address will not be published. Required fields are marked *