ନମସ୍କାର ଦର୍ଶକବନ୍ଧୁ ପୁଣି ଆସିଲା ଆଉ ଦୁଇଟି ନୂଆ ଯୋଜନା ଆମ ରାଜ୍ୟରେ ଗୋଟିଏ ପରେ ଗୋଟିଏ ନୂଆ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର ତେବେ ଆଜି ଆରମ୍ଭ ହୋଇଯାଇଛି ଦୁଇଟି ନୂଆ ଯୋଜନା ଆପଣଙ୍କୁ ମିଳିବ ଅନେକ ବେନିଫିଟ ତେବେ ମିଶନ ଶକ୍ତି ମା ମାନଙ୍କ ପାଇଁ ମିଳିଲା ସ୍କୁଟର ଲୋନ ଏହା ଛଡ଼ା ଚାଷୀ ମାନଙ୍କୁ ମିଳିବ ମଧ୍ୟ ସେମିତି ବି ଋଣ ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଆସନ୍ତୁ ଜାଣିବା |
ଦେଖନ୍ତୁ ଏନେଇ ଟୁଇଟ ଯୋଗେ ଜାରି ହୋଇଛି ମିଶନ ଶକ୍ତି ମା ମାନଙ୍କର ସଶକ୍ତି କରଣଙ୍କୁ ମିଳିବ ଗତି ମିଶନ ଶକ୍ତି ସ୍କୁଟର ଯୋଜନାରେ ଗାଡ଼ି କିଣିବା ପାଇଁ ଏକ ଲକ୍ଷର ଋଣ ଉପରେ ଦେବାକୁ ପଡ଼ିବ ନାହିଁ କୌଣସି ସୁଧ ରାଜ୍ୟ ସରକାର ସୁଦ୍ଧା ବାବଦକୁ ସମସ୍ତ ଖର୍ଚ୍ଚ ବହନ କରିବେ ତେବେ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆ ଯାଇଥିବା ବେଳେ ଆଗାମୀ 5 ବର୍ଷ ପାଇଁ 528.55 କୋଟି ଟଙ୍କାର ବ୍ୟୟ ବରାଦ |
କ୍ୟାବିନେଟରେ ଏହି ନିଷ୍ପତି ହୋଇଛି ଆହୁରି ସଶକ୍ତି ହେବେ ମିଶନ ଶକ୍ତି ମା ମିଶନ ଶକ୍ତି ସ୍କୁଟର କ୍ରୟ ଉପରେ ସମ୍ପୂର୍ଣ୍ଣ ସୁଧ ଛାଡ଼ | ତେବେ ସ୍କୁଟର ପାଇଁ ଏକ ଲକ୍ଷ ପର୍ଯ୍ୟୁନ୍ତ ଋଣ ଦେବାକୁ ପଡ଼ିବ ନାହିଁ କୌଣସି ପ୍ରକାର ସୁଧ |
ତେବେ ଯୋଜନାର କାର୍ଯ୍ୟକାରିତା ପାଇଁ ଆଗାମୀ 5 ବର୍ଷ ଲାଗି 528.55 କୋଟିର ଖର୍ଚ୍ଚ ମଞ୍ଜୁରୀ ତେବେ ଯାହାକି ଆପଣମାନେ ଜାଣିପାରିବେ ଏହା ମିଶନ ଶକ୍ତି ଅର୍ଥାତ SHG ଗୃପ ମାନଙ୍କୁ ପାଇଁ ଖୁବ ଶୀଘ୍ର ମିଳିବାକୁ ଯାଉଛି SHG ର 1,00,000 ଟଙ୍କାର ସୁଧ ଛାଡ଼ ଋଣ ସ୍କୁଟର କିଣିବା ପାଇଁ |