ସରକାର ନେଲେ ବଡ଼ ନିଷ୍ପତି ଏବେ ସମସ୍ତେ ପାଇବେ ରାସନ କାର୍ଡ ଜାଣିଲେ ଆପଣ ଖୁସିରେ ନାଚି ଉଠିବେ

ନମସ୍କାର ଦର୍ଶକବନ୍ଧୁ ଏବେ ସମସ୍ତେ ପାଇବେ ରାସନ କାର୍ଡ ତିନି ମାସ ମଧ୍ୟରେ ଇଶ୍ରମ ପୋର୍ଟାଲରେ ପଞ୍ଜୀକୃତଙ୍କୁ ରାସନ କାର୍ଡ ପାଇଁ ନିର୍ଦେଶ ତ କଣ ଆସିଛି ରାସନ କାର୍ଡ ଉପରେ ବଡ଼ ଅପଡେଟ ଯଦି ଆପଣଙ୍କ ପାଖରେ ଇଶ୍ରମ କାର୍ଡ ଅଛି ତାହେଲେ ଆପଣଙ୍କୁ ରାସନ କାର୍ଡ ମିଳିବ କି ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଜାଣିବା |ଏବେ ଏବେ ଯାହାକି ଅପଡେଟ ଆସିଛି ଅଣ ସଂଘଟିତ ପ୍ରକାଶି ଶ୍ରମିକଙ୍କୁ ଇଶ୍ରମ ପୋର୍ଟାଲରେ ପଞ୍ଜିକୃତ କରାଯିବ |

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ବାଦ ପଡ଼ିଛନ୍ତି ସେମାନଙ୍କୁ ସାମିଲ ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛି ଆସନ୍ତା ଅକ୍ଟୋବର 3 ତାରିକ ସୁଦ୍ଧା ଏ ସଂକ୍ରାନ୍ତରେ ଷ୍ଟାଟସ ରିପୋର୍ଟ ଦାଖଲରେ କୁହାଯାଇଛି | ସୂଚନା ଅନୁସାରେ ଓଡିଶାରେ ସମୁଦାୟ 1 କୋଟି 33 ଲକ୍ଷ 42 ହଜାର ବ୍ୟକ୍ତି ଇଶ୍ରମ ପୋର୍ଟାଲରେ ପଞ୍ଜୀକୃତ କରିଛନ୍ତି ଏମାନଙ୍କ ମଧ୍ୟରେ ପ୍ରକୃତରେ କେତେ ଜଣଙ୍କ ପାଖରେ ରାସନ କାର୍ଡ ରହିଛି |

କେତେ ଜଣ ରାସନ କାର୍ଡ ପାଇଁ ଯୋଗ୍ୟ ଏ ସମ୍ପର୍କରେ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ନାହିଁ ଏନେଇ ରାଜ୍ୟ ସରକାର ଏକ ଭିନ୍ନ ମତ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟଙ୍କ ପାଖରେ ଚାରି ଆଦେଶ ଅନୁସାରେ 2021 ମସିହା ଅଗଷ୍ଟ 26 ରେ ଶ୍ରମ ଏବଂ ନିୟୋଜନ ମନ୍ତ୍ରାଳୟ ପକ୍ଷରୁ ଇଶ୍ରମ ପୋର୍ଟାଲ ଆରମ୍ଭ ହୋଇଥିଲା |

ପଂଜିକୃତ ପ୍ରବାସୀ ଏବଂ ଅଣସଂଘଟିତ ଶ୍ରମିକଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା ପାଇଁ ଏହି ପୋର୍ଟାଲର ଲକ୍ଷ ରହିଛି | କୋଡ଼ିଏ ଟଙ୍କାରେ ଜଣେ ଶ୍ରମିକ ନିଜକୁ ପଞ୍ଜିକୃତ କରିଥାଆନ୍ତି ଦେଶର 38 କୋଟି 37 ଲକ୍ଷ 42 ହଜାର 394 ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ 28 କୋଟି 86 ଲକ୍ଷ 23,900 ଜଣେ ପଞ୍ଜିକୃତ କରିଛନ୍ତି

Leave a Reply

Your email address will not be published. Required fields are marked *