ଖୋଲିଲା ହୀରାକୁଦ ଡ୍ୟାମ ଏହି ସବୁ ଜିଲ୍ଲା ଗୁଡ଼ିକ ସତର୍କ ସୂଚନା ଜାରି ,ନଦୀକୁ ନ ଯିବା ବାରଣ

ନମସ୍କାର ଦର୍ଶକବନ୍ଧୁ ଉପରମୁଣ୍ଡରେ ବଢୁଛି ଜଳସ୍ତର ଖୋଲିବ ହୀରାକୁଦ ଗେଟ ଖୋଲିଲା ହୀରାକୁଦ ଗେଟ | ଉପରମୁଣ୍ଡରେ ବର୍ଷା ପ୍ରଭାବରେ ହୀରାକୁଦ ଡ୍ୟାମରେ ବଢି ଚାଲିଛି ଜଳସ୍ତର ସେହିପରି ହୀରାକୁଦ ଜଳଭଣ୍ଡାରରୁ ଛଡ଼ା ଯାଇଛି ଆଜି ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଆଜି ଜୁଲାଇ 23 ରେ ହୀରାକୁଦ ଡ୍ୟାମର ଗେଟ ଖୋଲିଚି ବାମ ପାର୍ଶ୍ଵର 7 ନମ୍ବର ଗେଟ ଟି ପ୍ରଥମେ ଖୋଲାଯିବ |

ରବିବାର ସକାଳ 9 ଟାରେ ପୂଜା ଅର୍ଚନା ପରେ ହୀରାକୁଦଡ୍ୟାମରୁ ପ୍ରଥମ ବନ୍ୟା ଜଳ ନିଷ୍କାସିତ ହୋଇଛି ଫଳରେ ମହାନଦୀ ଏବଂ ଶାଖାନଦୀ ଗୁଡ଼ିକରେ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ପାଇବ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଏନେଇ ସତର୍କତା ଜାରି କରିଛନ୍ତି | ତଳ ମୁଣ୍ଡରେ 14 ଟି ଜିଲ୍ଲାକୁ ଜିଲ୍ଲାପାଳଙ୍କ ନିକଟକୁ ସତର୍କତା ସୂଚନା କରାଯାଇଛି |

ଇନଫ୍ଲୋ ଦେଖି କେତୋଟି ଗେଟ ଖୋଲାଯିବ ସେନେଇ ସତର୍କତା ସୂଚନା ଦେଇଛନ୍ତି ସେପଟେ ଆସନ୍ତା 23 ତାରିକ ହୀରାକୁଦ ଗେଟ ଖୋଲିବା ନେଇ ଆରମ୍ଭ ହେଲା ପ୍ରଚାର |ବୁଲା ସ୍ଥିତ ଉଚ୍ଚ କର୍ତ୍ତୃପକ୍ଷଙ୍କ ଉପର ସ୍ଥିତିରେ ଏକ ପ୍ରଚାର ଗାଡି ବାହାରିଛି |

ନିୟମ ମୁତାବକ ଗେଟ ଖୋଲିବା ଏକ ଗାଡ଼ିରେ ଡାକବାଦୀ ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଏ ତେବେ ସେହି କ୍ରମରେ ଆଜି ତଳିଆ ଅଞ୍ଚଳକୁ ସତର୍କ ସୂଚନା ଜାରି କରିବା ପାଇଁ ଡାକବାଦୀ ଯନ୍ତ୍ର ବାହାରିଛି ଗେଟ ଖୋଲିବା ପାଇଁ ନଦୀକୁ ନଯିବା ପାଇଁ ବାରଣ କରାଯାଇଛି |

Leave a Reply

Your email address will not be published. Required fields are marked *