କଣ ଆପଣ ଜାଣନ୍ତି କେଉଁ ଜାଗାରେ ପ୍ରଭୁ Hanuman ଶିକୁଳିରେ ବନ୍ଧାହୋଇଛନ୍ତି ? ସତ ଜାଣିଲେ ଆପଣ ଯୋଡ଼ିଦେବେ ହାତ…

ହେଲୋ ଫ୍ରେଣ୍ଡ୍ ଆପଣମାନେ ଜାଣିଥିବେ ଜଗନ୍ନାଥ ପୁରୀ ଚରି ଧାମ ଭିତରୁ ଗୋଟିଏ ଯେଉଁଠୀ ଭଗବାନ ବିଷ୍ଣୁ ଜଗନ୍ନାଥଙ୍କ ରୂପରେ ପୂଜା ପାଉଛନ୍ତି ଏହି ମନ୍ଦିରକୁ ରାଜା ଇନ୍ଦ୍ରଦ୍ୟୁମ୍ନ ନିର୍ମାଣ କରିଥିଲେ ଏହି ମନ୍ଦିରର ସୁରକ୍ଷା ଦାୟିତ୍ଵ ପ୍ରଭୁ ଜଗନ୍ନାଥ ହନୁମାନଙ୍କୁ ଦେଇଛନ୍ତି ଏହି ମନ୍ଦିରର କୋଣ କୋଣରେ ପ୍ରଭୁ ହନୁମାନ ବାସ କରୁଛନ୍ତି ହନୁମାନ ଏଠାରେ ବୋହୁତ ପ୍ରକାର ଚତ୍ମକାର କରିଛନ୍ତି ଭଗବାନ ହନୁମାନ ଆଜି ମଧ୍ୟ ହିନ୍ଦୁ ଧର୍ମର ରକ୍ଷା ଓ ନିଜ ଭକ୍ତ ମାନଙ୍କ ପାଇଁ କଳି ଯୁଗରେ ଜୀବିତ ଅଛନ୍ତି ଓ ସାରା ପୃଥିବୀରେ ବିଚରଣ କରୁଛନ୍ତି ପ୍ରଭୁ ହନୁମାନଙ୍କ ଶକ୍ତିକୁ କିଏ ନଜାଣେ ତାଙ୍କର ଶକ୍ତିର କଳନା ନାହିଁ ତାଙ୍କର ଆକାରର ମାପ ନାହିଁ ଭଗବାନ ହନୁମାନଙ୍କୁ କୌଣସି ଶାସ୍ତ୍ରର କି କିଛି ମଧ୍ୟ ପ୍ରଭାବ ହୁଏ ନାହିଁ |

ଯିଏ ବି ପ୍ରଭୁ ହନୁମାନଙ୍କୁ ଭକ୍ତି କରେ ସେ ତାଙ୍କର ବିଶେଷ କୃପା ଲାଭ କରେ ପ୍ରଭୁ ଶ୍ରୀରାମଙ୍କୁ ହନୁମାନଙ୍କ ଉପରେ ବିଶେଷ କୃପା ଅଛି ପ୍ରଭୁ ହନୁମାନ ମହା ଦେବଙ୍କର ହିଁ ଏକ ଅବତାର ଅଟନ୍ତି ତେଣୁ ସେ ବୋହୂତ ବଳବାନ ଓ ବୁଦ୍ଧି ବାନ ମଧ୍ୟ ଅଟନ୍ତି ପ୍ରଭୁ ହନୁମାନ କେବଳ ନିଜର ଭକ୍ତ ମାନଙ୍କୁ ନୁହେଁ ସେ ଭଗବାନଙ୍କର ମଧ୍ୟ ରକ୍ଷା କରନ୍ତି ଜଗନ୍ନାଥ ପୁରୀରେ ହନୁମାନଙ୍କୁ ବନ୍ଧିକି ରଖା ଯାଇଛି ଓ ଭକ୍ତ ମାନେ ତାଙ୍କୁ ଚେନ ରେ ବନ୍ଧା ଅବସ୍ଥାରେ ପୂଜା କରନ୍ତି ଯଦି ଆପଣ ପୁରୀ ଯାଇଛନ୍ତି ତେବେ ଆପଣ ଭଗବାନ ହନୁମାନ ଓ ପ୍ରଭୁ ଜଗନ୍ନାଥଙ୍କ ଚତ୍ମକାରକୁ ନିଶ୍ଚିତ ଭାବରେ ଅନୁଭବ କରିଥିବେ ଆସନ୍ତି ଜାଣିବା ପ୍ରଭୁ ଜଗନ୍ନାଥ ହନୁମାନଙ୍କୁ କାହିଁକି ଚେନ ରେ ବାନ୍ଧିକି ରଖିଛନ୍ତି ଓ ପ୍ରଭୁ ହନୁମାନ ପୁରୀରେ କଣ କଣ ଚତ୍ମକାର କରୁଛନ୍ତି |

ଯେପରି ହନୁମାନ ମହାଭାରତ ଯୁଦ୍ଧ ରେ ଶ୍ରୀକୃଷ୍ଣ ଆଦେଶରେ ଅର୍ଜୁନଙ୍କ ରଥରେ ବିରାଜିତ ଥିଲେ ଯାହା ଦ୍ଵାରା ସେ ତାଙ୍କୁ ସମସ୍ତ ଆସ୍ତେ ଶାସ୍ତ୍ର ର ସୁରକ୍ଷା ଦେଉଥିଲେ ସେହି ପରି ଏହି କଳି ଯୁଗରେ ଭଗବାନ ଜଗନ୍ନାଥଙ୍କ ରକ୍ଷା ପାଇଁ ହନୁମାନ ପୁରୀ ରେ ବିରାଜିତ ହୋଇଛନ୍ତି ଜଗନ୍ନାଥ ପୁରୀ ମନ୍ଦିର ରେ 4 ଟି ଦୁଆର ଅଛି ଆଉ ସବୁ ଦ୍ୟାରରେ ପ୍ରଭୁ ହନୁମାନ ଭିନ୍ନ ଭିନ୍ନ ରୂପରେ ଅଛନ୍ତି ଓ ସେ ସେଠାରେ ରହି ପ୍ରଭୁ ଜଗନ୍ନାଥଙ୍କର ସେବା କରୁଛନ୍ତି ପୂର୍ବ ଦ୍ବାର ରେ ହନୁମାନଙ୍କୁ ପଟ ହନୁମାନ ନାମରେ ଜଣା ଯାଏ ପଶ୍ଚିମ ଦୁଆର ରେ ହନୁମାନଙ୍କର 4 ଫୁଟ ଉଚ୍ଚତାର ମୂର୍ତ୍ତି ରହିଛି ସେଠାରେ ହନୁମାନ ଙ୍କୁ କାନ ପଟା ହନୁମାନ ନାମରେ ଜଣା ଯାଆନ୍ତି |

ମନ୍ଦିରର ଉତ୍ତର ଦୁଆର ରେ ପ୍ରଭୁ ହନୁମାନ ଙ୍କର 4 ଟି ହାତ ଅଛି 4 ଟି ହାତରେ ସେ ଚକ୍ର ଧରିଛନ୍ତି ସେଠାରେ ତାଙ୍କୁ ଚରିଭୂଜା ହନୁମାନ ନାମରେ ଜଣା ଯାଆନ୍ତି ଦକ୍ଷିଣରେ ପ୍ରଭୁ ହନୁମାନଙ୍କର 12 ଫୁଟ ଉଚ୍ଚତା ର ପ୍ରତି ମୂର୍ତ୍ତି ଅଛି ସେଠାରେ ପ୍ରଭୁ ହନୁମାନ ଙ୍କୁ ବାର ଭାଇ ହନୁମାନ ନାମରେ ଜଣା ଯାଆନ୍ତି ଚାରି ଭୁଜା ହନୁମାନ ମନ୍ଦିର ଯାହା ଦକ୍ଷିଣ ଦିଗରେ ଅଛି ସେହି ମନ୍ଦିରକୁ ଆଦି ଗୁରୁ ଶଙ୍କରାଚାର୍ଯ୍ୟ ନିର୍ମାଣ କରିଥିଲେ କୁହାଯାଏ ସମୁଦ୍ରର ଲହରୀ ସର୍ବଦା ମନ୍ଦିର ଭିତରକୁ ଚାଲି ଆସେ ଯାହା ଦ୍ଵାରା ଭକ୍ତ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ଥାଆନ୍ତି ଏହାକୁ ଅଟକାଇବା ପାଇଁ ଆଦି ଗୁରୁ ଶଙ୍କରାଚାର୍ଯ୍ୟ ଦକ୍ଷିଣ ଦୁଆର ରେ ପ୍ରଭୁ ହନୁମାନ ଙ୍କୁ ଆବାହନ କରି ତାଙ୍କର ପ୍ରତିଷ୍ଠା କରିଥିଲେ ଆଉ ପ୍ରଭୁ ହନୁମାନଙ୍କୁ ସମୁଦ୍ରକୁ ଭିତରକୁ ନଆସିବାକୁ ଦେବା ପାଇଁ ପ୍ରାର୍ଥନା କରିଥିଲେ ମାନା ଯାଏ ସେବେଠାରୁ ସମୁଦ୍ର ଦ୍ବାରା ମନ୍ଦିରକୁ କୌଣସି ସଙ୍କଟ ଆସି ନାହିଁ |

ସେହି ପରି ମନ୍ଦିରର ଅନ୍ୟ ଦିଗରେ ମଧ୍ୟ ପ୍ରଭୁ ହନୁମାନ ଜଗନ୍ନାଥଙ୍କର ରକ୍ଷା କରୁଛନ୍ତି ମନ୍ଦିରର ଅନ୍ୟ ଦିଗରେ ଥିବା ହନୁମାନଙ୍କର ମଧ୍ୟ ଅନ୍ୟ ଅନ୍ୟ କାହାଣୀ ଅଛି ମନ୍ଦିରର ମୁଖ୍ୟ ଦୁଆର ରେ ଥିବା ସମୁଦ୍ର ପାଖରେ ପ୍ରଭୁ ହନୁମାନଙ୍କର ଏକ ମନ୍ଦିର ଅଛି ଯାହା ପୁରୀର ଚକ୍ର ନାରାୟଣ ମନ୍ଦିରର ପଶ୍ଚିମ ଦିଗରେ ଅଛି ଏଠାରେ ପ୍ରଭୁ ହନୁମାନଙ୍କୁ ଚେନ ରେ ବନ୍ଧା ଯାଇଛି ତେଣୁ ଏଠାରେ ପ୍ରଭୁ ହନୁମାନ ଙ୍କୁ ବେଢ଼ି ହନୁମାନ ନାମରେ ପୂଜା କରାଯାଏ ପୁରୀର ଲୋକମାନେ ଏହି ହନୁମାନଙ୍କୁ ଦରିଆ ମହାବୀର ନାମରେ ମଧ୍ୟ ପୂଜା କରନ୍ତି ଯେବେ ପୃଥିବୀରେ ଭଗବାନ ଅବତାର ନିଅନ୍ତି ସେବେ ଦେବତା ନର ଗନ୍ଧର୍ବ ସମସ୍ତଙ୍କର ଇଚ୍ଛା ଥାଏ କି ସେ ଇଶ୍ୱରଙ୍କର ଦର୍ଶନ କରିବେ |

ସେହି ପରି ସମୁଦ୍ର ର ମନରେ ମଧ୍ୟ ଭଗବାନ ଜଗନ୍ନାଥଙ୍କୁ ଦର୍ଶନ କରିବାର ଇଚ୍ଛା ଥାଏ ତେଣୁ ବୋହୁତ ଥର ସମୁଦ୍ର ମନ୍ଦିର ଭିତର କୁ ପ୍ରବେଶ କରିଯାଏ ଏହା ଦ୍ବାରା ମନ୍ଦିରର ବୋହୁତ କ୍ଷତି ହୋଇଥାଏ ତିନି ତିନି ଥର ମନ୍ଦିର ସମୁଦ୍ର ଦ୍ବାରା କ୍ଷତି ଗ୍ରସ୍ତ ହୋଇଛି ତେଣୁ ମନ୍ଦିରର ରକ୍ଷା କରିବା ପାଇଁ ଜଗନ୍ନାଥ ଏଥିପାଇଁ ହନୁମାନଙ୍କୁ ନିଯୁକ୍ତ କରିଥିଲେ ଆଉ ସମୁଦ୍ରକୁ ଅଟକାଇବା ପାଇଁ କହିଥିଲେ କିନ୍ତୁ ଯେତେ ବେଳେ ହନୁମାନ ଜଗନ୍ନାଥଙ୍କୁ ଦର୍ଶନ କାଟିବା ପାଇଁ ଯାଆନ୍ତି ସେତେ ବେଳେ ସମୁଦ୍ର ତାଙ୍କ ଅନୁପସ୍ଥିତରେ ମନ୍ଦିର ଭିତରକୁ ପ୍ରବେଶ କରାଯାଏ ତେଣୁ ପ୍ରଭୁ ଜଗନ୍ନାଥ ଏଥିରେ ଚିନ୍ତିତ ହୋଇ ହନୁମାନଙ୍କୁ ସୁନାର ସୁଙ୍ଖୁଳିରେ ବନ୍ଦୀ ଦେଇଥିଲେ ଯାହା ଦ୍ଵାରା ହନୁମାନ ସେଠାରୁ କୁଆଡେ ମଧ୍ୟ ଯାଇ ପାରିଲେ ନାହିଁ ଆସୁ ସମୁଦ୍ର ଦ୍ବାରା ମନ୍ଦିରର କୌଣସି କ୍ଷୟ କ୍ଷତି ହୋଇ ନଥିଲା ସେବେ ଠାରୁ ହନୁମାନ ଏଠାରେ ବେଢ଼ି ହନୁମାନ ନାମରେ ଜଣା ଯାଆନ୍ତି |

ଶ୍ରୀମନ୍ଦିର ରେ ସମୁଦ୍ରର ଲହରୀ ମନ୍ଦିର ଭିତରକୁ ଶୁଭେ ନାହିଁ କୁହାଯାଏ ପ୍ରଭୁ ଜଗନ୍ନାଥ ସମୁଦ୍ର ଲହରୀ ଶବ୍ଦ ରେ ଠିକ୍ ସେ ସୋଇ ପରୁ ନଥିଲେ ଯେବେ ପ୍ରଭୁ ହନୁମାନ ଏହି କଥା ଜାଣିଲେ ସେ ନିଜକୁ ଦୁଇ ଭାଗରେ ବଣ୍ଟି ଦେଲେ ଆଉ ପବନର ବେଗରେ ମନ୍ଦିର ଚାରି ପଟରେ ଦୌଡିବାକୁ ଲାଗିଲେ ଏହା ଦ୍ବାରା ମନ୍ଦିର ଚାରି ପଟେ ପବନ ରେ ଏକ ଚକ୍ର ତିଆରି ହୋଇଗଲା ଯାହା ଦ୍ଵାରା ସମୁଦ୍ରର ଗର୍ଜନ ମନ୍ଦିର ଭିତରକୁ ପ୍ରବେଶ ନକରି ଏହାର ଆଖ ପାଖରେ ଗର୍ଜନ କରେ ଏହା ଦ୍ବାରା ପ୍ରଭୁ ଜଗନ୍ନାଥ ଆରାମରେ ମନ୍ଦିର ଭିତରେ ସୋଇ ପାରନ୍ତି ଏହି ପରି ପ୍ରଭୁ ହନୁମାନ ବୋହୁତ ରୂପରେ ଜଗନ୍ନାଥ ମନ୍ଦିରର ରକ୍ଷା କରନ୍ତି

Leave a Reply

Your email address will not be published. Required fields are marked *