ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ପିଏମ କିଷାନ ଯୋଜନାକୁ ନେଇ ଆସିଲା ବହୁତ ବଡ଼ ଅପଡେଟ ଆପଣ ଜାଣିଥିବେ ଯାହାକି ଅପଡେଟ ଆସିଯାଇଥିଲା ଜୁଲାଇ 28 ତାରିକ ଦିନ ପିଏମ କିଷାନ ଯୋଜନାରେ ଟଙ୍କା ମିଳିବ ବୋଲି | ଅଲରେଡ଼ି ଅଫିସିଆଲ ୱେବସାଇଟରେ ମଧ୍ୟ ଏହା ଆସିଯାଇଥିଲା ଏବେ ଏବେ ଟଙ୍କା ମିଳିବ ଡେଟରେ ଗୋଟେ ବହୁତ ବଡ଼ ପରିବର୍ତ୍ତନ କରାଯାଇଛି ଜୁଲାଇ 28 ତାରିକ ନୁହେ ଆହୁରି ତା ପୂର୍ବରୁ ଆପଣଙ୍କୁ ପିଏମ କିଷାନ ଯୋଜନାର ଟଙ୍କା ମିଳିଯିବ କୋଉ ଡେଟରେ ମିଳିଯିବ କଣ ଆସିଛି ସମ୍ପୂର୍ଣ୍ଣ ଅପଡେଟ ଆସନ୍ତୁ ସମ୍ପୂର୍ଣ ଖବର ଜାଣିବା |
ଆପଣମାନେ ଜାଣିଥିବେ କିଛିଦିନ ପୂର୍ବରୁ ଜୁଲାଇ 28 ତାରିକରେ ପିଏମ କିଷାନ ଯୋଜନାର ଟଙ୍କା ଆସିବ ବୋଲି ଅପଡେଟ ଆସିଥିଲା ଯାହାକି ଦିନ 11 ଟା ବେଳେ ବର୍ତ୍ତମାନ ଡେଟରେ ବହୁତ ବଡ଼ ଗୋଟିଏ ପରିବର୍ତ୍ତନ କରାଯାଇଛି କିନ୍ତୁ ଜାଣି ରଖନ୍ତୁ ଯେଉଁମାନଙ୍କ ନାମ ପିଏମ କିଷାନ ଯୋଜନା ଲିଷ୍ଟରେ ଅଛି କିନ୍ତୁ ସେମାନେ E-KYC ନ କରାଇଛନ୍ତି |
ସେମାନଙ୍କୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର 14 ତମ କିସ୍ତି ଟଙ୍କା ମିଳିବ ନାହିଁ ଜାଣି ରଖନ୍ତୁ ଯଦି ଆପଣ E-KYC ନ କରାଇଛନ୍ତି ତାହେଲେ ତୁରନ୍ତ ଯାଇ E-KYC କରି ଦିଅନ୍ତୁ |ଅଫିସିଆଲ ୱେବସାଇଟରେ ଆସିଯାଇଛି ଜୁଲାଇ 28 ନୁହେଁ ବରଂ ଜୁଲାଇ 27 ତାରିକରେ ଆପଣଙ୍କୁ ଟଙ୍କା ମିଳିଯିବ |
ଯାହାକି ଜୁଲାଇ 27 11 ଟା ସମୟରେ ଟଙ୍କା ଆସିବ ବୋଲି ଅପଡେଟ ଦିଆଯାଇଛି ଆପଣ ଚାହିଁଲେ ପିଏମ କିଷାନ ୱେବସାଇଟକୁ ଗଲେ ଫୁଲ ଇନଫରମେସନ ଜାଣିପାରିବେ |