ନମସ୍କାର ଦର୍ଶକବନ୍ଧୁ ମୋ ଘର ଯୋଜନାରେ ବଦଳିଲା ନିୟମ ଏବେ ଏବେ ଆସିଲା ଆଉ କିଛି ନୂଆ ସୂଚନା ଯଦି ଆପଣମାନେ ଏଥିରେ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ଜାଣିରଖନ୍ତୁ ସରକାରଙ୍କ ତରଫରୁ ମୋ ଘର ଯୋଜନାକୁ ନେଇ ଆସିଲା ଆଉ କିଛି ନୂଆ ନିୟମ ପ୍ରଥମେ ଜାଣିରଖନ୍ତୁ ମୋ ଘର ଯୋଜନା ଅଧୀନରେ ଆବେଦନ କରିବା ପାଇଁ ହେଲେ ଯେଉଁମାନଙ୍କର 25,000 ରୁ କମ |
ରୋଜଗାର ଥିବ ଏମିତିକି 25,000 ରୁ କମ ରୋଜଗାର ହେଲେ ସେମାନେ ଏହାକୁ ଆବେଦନ କରିପାରିବେ ନାହିଁ କିନ୍ତୁ ଏହାରି ମଧ୍ୟରେ ଦେଖନ୍ତୁ ସହରାଂଚଳ ପାଇଁ ଆସିଗଲା ନୂଆ ନିୟମ |ସହରାଞ୍ଚଳରେ ପାରିବାରିକ ମାସିକ ଆୟ 50,000 ଟଙ୍କାରୁ ଅଧିକ ହୋଇ ନଥିବା |
ଯାହାକି ପୂର୍ବରୁ 25,000 ଥିଲା ତେବେ କୋଠରୀ ବିଶିଷ୍ଟ ପୋଖରୀ ଭିତରେ ରହିଥିବା ହିତାଧିକାରୀ ପୂର୍ବରୁ କୌଣସି ସରକାରୀ ଯୋଜନାରେ 1 ଲକ୍ଷରୁ କମ ଟଙ୍କାର ସହାୟତା ପାଇନଥିଲେ ପରିବାରର କୌଣସି ସଦସ୍ୟ ସରକାରୀ ଚାକିରିଆ କିମ୍ବା ପେନସନ ଧାରୀ ହୋଇନଥିବେ |
ହିତାଧିକାରୀ ଘର ନିର୍ମାଣ ପାଇଁ ଏକ ଲକ୍ଷରୁ ତିନି ଲକ୍ଷ ଟଙ୍କା ଯାଏ ତିନୋଟି ସ୍ଲାବରେ ବ୍ୟାଙ୍କରୁ ଋଣ ଆଣିପାରିବେ ଲକ୍ଷେ ତାଙ୍କର ସର୍ବାଧିକ 40,000 ଟଙ୍କା ଛାଡ଼ ବା ସବ୍ସିଡି ମିଳିବ ଦେଢ଼ ଲକ୍ଷ ଟଙ୍କାରେ 55,000 ଟଙ୍କା ଛାଡ଼ ହେବ |ସେହିପରି 2,00,000 କିମ୍ବା 3,00,000 ଟଙ୍କା ଋଣରେ ସର୍ବାଧିକ 70,000 ଟଙ୍କା ସବ୍ସିସି ମିଳିବ |