ହେଲୋ ଫ୍ରେଣ୍ଡ୍ 10 ଜାନୁଆରୀ 1993 ମସିହାରେ ସମ୍ବଲପୁର ର ରଶରପଳି ଠାରେ ଜନ୍ମ ଗ୍ରହଣ କରିଥିବା ଆମର ଓଲିଉଡ଼ ଇଣ୍ଡଷ୍ଟ୍ରି ର ଆପଣମାନଙ୍କର ପ୍ରିୟ କମେଡି କିଙ୍ଗ କମେଡିଆନ ଯୋଗେଶ ଜୋଜୋ ଙ୍କୁ ତ ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ ତାଙ୍କର ଅସଲି ନାମ ରହିଛି ଯୋଗେଶ ଓଗର ଆସନ୍ତୁ ଜାଣିବା ଯୋଗେଶ ଜୋଜୋ ଙ୍କର ଘର ପରିବାର ଓ ସମ୍ପତି ସମ୍ପର୍କରେ ଏହା ସହିତ ତାଙ୍କ ବିଷୟରେ କିଛି ଅଜଣା ସତ୍ୟ ଘଟଣା ଓ ତାଙ୍କର ସଂଘର୍ଷ ମୟ ଜୀବନ କାହାଣୀ ବିଷୟରେ
ଯୋଗେଶ ଜୋଜୋ ଙ୍କର ପ୍ରକୃତ ନାମ ହୋଉଛି ଯୋଗେଶ ଓଗର୍ ତାଙ୍କର ବାପାଙ୍କ ନାମ ହେଉଛି ଧନୁ ଓଗର ଓ ମାଙ୍କ ନାମ ହେଉଛି ଜୟନ୍ତୀ ଓଗର ପିଲାଟି ବେଳରୁ ଯୋଗେଶ ଙ୍କର ଅଭିନୟ ପ୍ରତି ବୋହୁତ ଆଗ୍ରହ ରହିଥିଲା ଏବଂ ଗୀତ ଗାଇବା ପାଇଁ ବୋହୁତ ପସନ୍ଦ କରିଥିଲେ ହେଲେ ପରିବାରର ଆର୍ଥିକ ପରିସ୍ଥିତି କୁ ନେଇ ସେ ଗୀତ ଶିକ୍ଷା କିମ୍ବା ଅଭିନୟ ଶିକ୍ଷା ଆରମ୍ଭ କରି ପାରିନଥିଲେ କେବଳ ପାଠ ପଢୁଥିଲେ ଏହି ସବୁ ଭିତରେ ସେ ଏକ ପଟ୍ରୋଲ ଟାଙ୍କି ରେ କାମ କରିବା ଆରମ୍ଭ କରିଥିଲେ ପେଟ୍ରୋଲ ପମ୍ପ ରେ କାମ କରୁଥିବା ସମୟରେ ଜଣେ ନିର୍ଦ୍ଦେଶକ ଙ୍କ ସହିତ ତାଙ୍କର ଭେଟ ହୋଇଥିଲା ଏବଂ ସେ କଥା ବାର୍ତା ତାଙ୍କ ସହିତ କରୁକରୁ ହଠାତ୍ ଯୋଗେଶ ଙ୍କର କଳା ସମ୍ପର୍କରେ ନିର୍ଦ୍ଦେଶକ ଜଣଙ୍କ ଜାଣିବା ପାଇଁ ପାଇଥିଲେ ଏବଂ ପରବର୍ତ୍ତୀ ସମୟରେ ଯୋଗେଶ ଙ୍କୁ ସେ ଗୀତ ଏବଂ ଆକ୍ଟିଙ୍ଗ ଶିଖାଇ ଥିଲେ ଏବଂ ଏହି ପେଟ୍ରୋଲ ଟାଙ୍କିରେ କାମ କରୁଥିବା ସମୟରେ ସେ ମଧ୍ୟ ଅଞ୍ଜୁଙ୍କୁ ଭଲ ପାଉଥିଲେ ଏବଂ ଅଞ୍ଜୁଙ୍କ ସହିତ ସେହି ସମୟରୁ ରିଲେସନ ରେ ଥିଲେ |
ପରବର୍ତ୍ତୀ ସମୟରେ ମଧ୍ୟ ଯେତେ ବେଳେ ଲାଇଫ ରେ ସଫଳତା ପାଇଲେ ଅନ୍ବି ଅଞ୍ଜୁଙ୍କୁ ବିବାହ ମଧ୍ୟ କରିଛନ୍ତି ଯୋଗେଶ ଜୋଜୋଙ୍କର ସ୍କୁଲ ଟାଇମ୍ ଅତିବାହିତ ହୋଇଛି ରଶାପାଲି ରେ ଅର୍ଥାତ୍ ନିଜ ଗାଁ ରେ ତାହା ପରେ ଯୋଗେଶ ଜୋଜୋ DPF କଲେଜ ସମ୍ବଲପୁର ରେ ନିଜର ଗ୍ରାଯୁଏସନ ମଧ୍ୟ କମ୍ପ୍ଲେଟି କରିଛନ୍ତି ସେ ଜଣେ ଆର୍ଟସ ଷ୍ଟୁଡେଣ୍ଟ୍ ଅଟନ୍ତି ପିଲାଟି ବେଳରୁ ଘରର ଆର୍ଥିକ ପରସ୍ଥିତି କାରଣରୁ ସେ ବୋହୁତ କଷ୍ଟ ରେ ସମୟ କାଟିଛନ୍ତି ପ୍ରଣିନି ପ୍ରଜ୍ଞାଙ୍କ ଠାରୁ ଯୋଗେଶ ଜୋଜୋ ନିଜର ଆକ୍ଟିଙ୍ଗ ଶିକ୍ଷା ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଦର୍ଶକ ମାନଙ୍କୁ ତାଙ୍କର ଅଭିନୟ ବୋହୁତ ପସନ୍ଦ ଆସିଥିଲା ଏବଂ ବର୍ତ୍ତମାନ୍ ସୁଦ୍ଧା ପାଖା ପାଖି 10 ଟି ଚଳଚ୍ଚିତ୍ରରୁ ଅଧିକ ଚଳଚ୍ଚିତ୍ର ରେ କାମ କରି ସାରିଛନ୍ତି |
ଯୋଗେଶ ଜୋଜୋ ଙ୍କର ମଧ୍ୟ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି ଯାହାକି ଗୋଟିଏ ବର୍ଷ ତଳେ ହ୍ୟାକ ହୋଇ ଯାଇଥିଲା ପରବର୍ତ୍ତୀ ସମୟରେ ମଧ୍ୟ ସେ ସେହି ଚ୍ୟାନେଲ କୁ ଫେରି ପାଇଥିଲେ ଯାହାର ଟାଇଟଲ ରହିଥିଲା ଜୋଜୋ J5 ପ୍ରଡକ୍ସନ ଯେଉଁ ଚ୍ୟାନେଲ ରେ ଆପଣମାନେ ପ୍ରତ୍ୟେକ ସମୟରେ ଜୋଜୋଙ୍କର ଗୀତ ଓ କମେଡି ସବୁ ଦେଖିବାକୁ ପାଇ ଥାଆନ୍ତି ଦର୍ଶକ ମାନେ ମଧ୍ୟ ଏହି ଚ୍ୟାନେଲ କୁ ବୋହୁତ ପସନ୍ଦ କରି ଥାଆନ୍ତି ଏହି ଚ୍ୟାନେଲ ରେ ପାଖା ପାଖି 1ମିଲିୟନ ରୁ ଅଧିକ ସୁବସ୍କ୍ରିବର ରହିଛନ୍ତି ଯୋଗେଶ ଜୋଜୋ ସେ ଏକାଥରେ ଏହି ଆକ୍ଟର ତାହା ସହିତ କମେଡିଆନ ଓ ସଙ୍ଗୀତଜ୍ଞ ମଧ୍ୟ ସେ ନିଜର ଅଭିନୟ ପାଇଁ ଶେଷ ଲୋକପ୍ରିୟତା ହାସଲ କରିଛନ୍ତି ଯୋଗେଶ ଜୋଜୋ ଗୋଟିଏ ଷ୍ଟେଜ ସୋ ରେ ପାଖା ପାଖି 40 ରୁ 50 ହଜାର ଟଙ୍କା ଡିମାଣ୍ଟ କରିଥାନ୍ତି |
ଏହା ସହିତ ଗୋଟିଏ ୟୁଟ୍ୟୁବ ଭିଡ଼ିଓ ରୁ ପାଖା ପାଖି ଦେଢ଼ ଲକ୍ଷ ରୁ ଦୁଇ ଲକ୍ଷ ଟଙ୍କା ରୋଜଗାର କରି ଥାଆନ୍ତି ଏହା ସହିତ ସେ ମଧ୍ୟ ତାଙ୍କର ପର୍ସନାଲ୍ ବିଜନେସ ରହିଛି ଏହା ସହିତ ତାଙ୍କର ସମ୍ବଲପୁର ରେ ଏକ ଘର ରହିଛି ତାଙ୍କ ପାଖରେ ମଧ୍ୟ ଦୁଇଟି କାର ରହିଛି ତାଙ୍କ ପାଖରେ ଏକ ମହେନ୍ଦ୍ର କମ୍ପାନୀ ର ଥାର ରହିଛି ଗୁଗଲ ଇକ୍ୟୁ ମିଡ଼ିଆ ରିପୋର୍ଟ ମୁତାବକ ଯୋଗେଶ ଜୋଜୋ ଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ପାଖା ପାଖି 50 ଲକ୍ଷରୁ ଅଧିକ ତେବେ ଆପଣ ମାନଙ୍କୁ ଜୋଜୋ କେମିତି ଅଛନ୍ତି ଏବଂ ତାଙ୍କର ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ରେ ଜଣାନ୍ତୁ ଏବଂ ପେଜ ଟି କୁ ସେୟାର ମଧ୍ୟ କରି ଦିଅନ୍ତୁ