ଘୁଞ୍ଚିଲା କାଳିଆ ଯୋଜନା ଆବେଦନ କରିବାର ଶେଷ ତାରିକ ,ଯଦି ଆପଣ ଆବେଦନ କରିବାକୁ ଚାହୁଁଛନ୍ତି ଶୀଘ୍ର କରିନିଅନ୍ତୁ

ନମସ୍କାର ଦର୍ଶକବନ୍ଧୁ କାଳିଆ ଯୋଜନାରେ ଆସିଲା ଆଉ କିଛି ନୂଆ ଅପଡେଟ ଯାହା ଆପଣମାନେ ସମସ୍ତେ ଜାଣି ରଖିବା ଜରୁରୀ ଯଦି ଆପଣଙ୍କ ଏଥିରେ ଟଙ୍କା ଆସୁ ନାହିଁ ବା ଆପଣ ଚାହୁଁଛନ୍ତି ଏଥିରେ ନୂଆ ଆବେଦନ କରିବା ପାଇଁ ତେବେ ଜାଣି ରଖନ୍ତୁ ଏହାର ଶେଷ ତାରିକ କେବେ ରହିଛି ଯାହା ଆପଣମାନେ ଚାହିଁଲେ ଆବେଦନ କରିପାରିବେ ଆଉ ଆପଣମାନେ ଏଥିରୁ ମଧ୍ୟ ଟଙ୍କା ପାଇପାରିବେ ବର୍ଷକୁ ଦୁଇଟି କିସ୍ତି ଦୁଇ ଦୁଇ ଚାରି ହଜାର ଟଙ୍କା ମଧ୍ୟ ଆସିଥାଏ ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ ଜାଣିବା |

ପ୍ରଥମେ ଆପଣ କାଳିଆ ୱେବସାଇଟ Kalia.Gov.in ଓପନ କରିବେ | ତାପରେ ଆପଣ ଦେଖିପାରୁଥିବେ ଏକ ରେଡ କଲରର ସ୍କ୍ରୋଲ ହେଉଛି ତାର ଲାଷ୍ଟ ଡେଟ ରହିଛି 31.7.2023 ଆପଣ ଯଦି ନୂଆ ଆବେଦନ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଖରେ ସମୟ ଅଛି ଆପଣ ଏଥିରେ ଆବେଦନ କରିପାରିବେ ଏହା ଛଡ଼ା ଆପଣ ଯଦି ଏଥିରେ କିଛି ସଂଶୋଧନ କରିବାକୁ ଚାହୁଁଥିବେ ତାହେଲେ ଆପଣ ସଂଶୋଧନ ମଧ୍ୟ କରିପାରିବେ |

ଏମିତିକି ଦେଖନ୍ତୁ ଏହି ୱେବସାଇଟରେ ଅନଲାଇନ ଗ୍ରାଭେନ୍ସ ଆପ୍ଲିକେସନ ଲେଖା ଯାଇଛି ଯେପରିକି ଆପଣ ତାହା ଉପରେ କ୍ଲିକ କରିବେ ଆପଣ ଏଥିରେ ଦୁଇଟି ପ୍ରପୋଜରେ ଦେଖନ୍ତୁ ଏଥିରେ କିଛି କରେକ୍ସନ ଯେମିତିକି ଦେଖନ୍ତୁ ଫିଲିଙ୍ଗ ଗ୍ରାଭେନସି ଏବଂ ନିୟୁ ଆପ୍ଲିକେସନ ନିୟୁ ଆପ୍ଲିକେସନ କରିବାକୁ ଚାହୁଁଥିଲେ ଆପଣଙ୍କ ଫୋଟ କପି ଏବଂ ପାସ୍ବୁକ ଦରକାର ଯଦି ଆପଣ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ହୋଇଥିବେ ତାର ଲ୍ୟାଣ୍ଡ ରେକର୍ଡ ମଧ୍ୟ ଦରକାର |

ଆପଣ ଯଦି ଭୂମିହୀନ ହୋଇଥିବେ ଆପଣଙ୍କ ମନ୍ବୟ ରିଗାର୍ଡ଼ ତେବେ ଏହା ମଧ୍ୟ ଥିବା ଦରକାର ପ୍ରସୋଡରେ କ୍ଲିକ କରି ଆପଣ ଚାହିଁଲେ ନିଜେ ଏଥିରେ ଆବେଦନ କରିପାରିବେ ଆପଣଙ୍କ ସମସ୍ତ ଡକମେଣ୍ଟ ଆଟାଚ କରି ଆପଣ ଚାହିଁଲେ ଆପଣଙ୍କ ଆଧାର ନମ୍ବର ଏବଂ ରାସନ କାର୍ଡ ଏହି ଦୁଇଟି ଥିଲେ ଆପଣ ଆଗକୁ ବଢି ପାରିବେ ବା ଆପଣ ଆବେଦନ କରିପାରିବେ |

ଏହା ଛଡ଼ା ଆପଣ ଯଦି ଜନ ସେବା କେନ୍ଦ୍ରକୁ ଯାଇ ଆବେଦନ କରିପାରିବେ ଜୁଲାଇ 31 ତାରିକ ଏହାର ଆବେଦନ କରିବାର ଶେଷ ତାରିକ ଯଦି ଆପଣ କିଏ ଆବେଦନ କରିବାକୁ ଚାହୁଁଥିବେ ଆବେଦନ କରନ୍ତୁ |

Leave a Reply

Your email address will not be published. Required fields are marked *