ଯେତେବେଳେ ପ୍ରଭୁ ହନୁମାନ ସମସ୍ତଙ୍କ ସାମ୍ନାରେ ହେଇଗଲେ କ୍ୟାମେରାରେ ରେକର୍ଡ, ଆଉ ତାପରେ ଯାହା ହେଲା ଦେଖିଲେ ବିଶ୍ୱାସ କରିପାରିବେ ନାହିଁ

ହେଲୋ ଫ୍ରେଣ୍ଡ୍ ଯେତେ ବେଳେ ଆମେ ସମସ୍ୟାରେ ଥାଆନ୍ତି ସେତେ ବେଳେ ଆମେ ଭଗବାନଙ୍କ ନାମ ସୂମରଣା କରି ଥାଆନ୍ତି କାହିଁକି ନା ଦୁନିଆରେ ରହିଥିବା ଅଧିକାଂଶ ଲୋକ ଏହା ମାନିଥାନ୍ତି କି ଭଗବାନ ସମସ୍ୟା ରୁ ସବୁବେଳେ ଆମର ସାଥ ଦେଇଥାନ୍ତି ଆସନ୍ତି ଜାଣିବା ଏମିତି କିଛି ଘଟଣା ବିଷୟରେ ଯେଉଁ ଥିରେ ଭଗବାନ ଙ୍କୁ ଓ ତାଙ୍କର ଚତ୍ମକାରକୁ କ୍ୟାମେରାରେ ରେକର୍ଡ କରାଯାଇଥିବା କଥା କୁହାଯାଏ

ନମ୍ବର 4 – ଭଗବାନ ହନୁମାନ ଆରତୀ ସମୟରେ ପୂଜକ ଆରତୀ କରିଥିବା ସମୟରେ ହନୁମାନଙ୍କ ପାଖରେ ଥିବା ଗଦା ଆପେ ଆପେ ବୁଲେ କେତେ ଲୋକଙ୍କ କହିବା ଅନୁସାରେ ଏହା ଏକ ସାମଞ୍ଜସ୍ୟ ଅଟେ ଆଉ କିଛି ଲୋକ ଙ୍କର ମତରେ ଏହା ଭଗବାନ ହନୁମାନର ଆତ୍ମକାର ଅଟେ

ନମ୍ବର 3 – ତେଲେଙ୍ଗାନା ର ମା ଭଦ୍ରକାଳୀ ମନ୍ଦିରରେ ଜଣେ ପୂଜାରୀ ମା ଭଦ୍ରକାଳୀ ର ମୂର୍ତ୍ତୀ କୁ ହଳଦୀ ରେ ଗାଧେଇ ଦେଉଥାନ୍ତି ହଳଦୀ ଗାଧେଇ ଦେବା ସମୟରେ ମା ଭଦ୍ରକାଳୀ ନିଜର ଆଖି ବନ୍ଦ କରି ଦିଅନ୍ତି କେତେ ଲୋକ ଏମିତି ମାନନ୍ତି ଏହା ଏକ ଇଲିଜନ ଅଟେ ମା ଭଦ୍ରକାଳୀ ନିଜର ଆଖି ବନ୍ଦ କରୁ ନାହାନ୍ତି କିନ୍ତୁ କିଛି ଲୋକଙ୍କର ମତରେ ଏହା ମା ଭଦ୍ରକାଳୀ ର ଚତ୍ମକାର ଅଟେ

ନମ୍ବର 2 – ତାମିଲନାଡୁର ଏକ ସାଇ ବାବା ମନ୍ଦିରରେ ପୂଜାରୀ ସକାଳୁ ସକାଳୁ ମନ୍ଦିର କୁ ଆସିଲେ ଆଉ ସେ ଦେଖିଲେ କି ସାଇ ବାବା ଙ୍କ ଗଳାରେ ଯେଉଁ ହାର ଥିଲା ତାଙ୍କ ପାଦ ତଳେ ପଡ଼ିଛି ଏହି ଭଳି ଘଟଣା ସେହି ମନ୍ଦିରରେ ଅନେକ ଥର ହୋଇଥିଲା ଯାହା ଦ୍ବାରା ପୂଜକ ଜଣଙ୍କ ସେହି ମନ୍ଦିରରେ ଏକ CC TV କ୍ୟାମେରା ଲଗେଇ ଦେଲା ତାହା ପରେ ଦେଖିଲେ କି ରହସ୍ୟମୟ ଭାବରେ ସାଇ ବାବାଙ୍କ ଗଳା ହାର ତଳେ ପଡ଼ିବାକୁ ଲାଗେ

ନମ୍ବର 1 ରେ – ଏହି ଭିଡ଼ିଓ କୁ ଗଣେଶ ଭଗବାନ ପୂଜା ସମୟରେ ରେକର୍ଡ କରାଯାଇଥିଲେ ଯେଉଁଥିରେ ବୋହୁତ ଗୁଡିଏ ମୂଷା ଓ ସାଲ ଭଗବାନଙ୍କ ଗଣେଶ ଙ୍କ ମୂର୍ତ୍ତି ପାଖରେ ବସିଛନ୍ତି ଏଥିରେ ସବୁଠାରୁ ଆର୍ଶ୍ଚଯ୍ୟ କରିଥିବାର ଏହା କୁ ସାପ ମୂଷା କୁ ଖାଉ ନାହିଁ ସାଧାରଣତ୍ ସାପ ମୂଷାକୁ ଖାଇଦିଥାନ୍ତି ଏହି ଭିଡ଼ିଓ କୁ ଦେଖି ଅଧିକାଂଶ ଲୋକ ଲୋକଙ୍କ କୁହନ୍ତି ଏହା କେବଳ ଏକ ହଠାତ ଘଟଣା ଅଟେ କିନ୍ତୁ କିଛି ଲୋକଙ୍କ ମତରେ ଏହା ଭଗବାନ ଗଣେଶଙ୍କ ଚତ୍ମକାର ଅଟେ ଏହି ଘଟଣା ବିଷୟରେ ଆପଣ ନିଜର ମତ କମେଣ୍ଟ ରେ ଜଣାନ୍ତୁ ଏବଂ ପେଜ ଟି କୁ ସେୟାର ମଧ୍ୟ କରି ଦିଅନ୍ତୁ

Leave a Reply

Your email address will not be published. Required fields are marked *