ରେଳ ଯାତ୍ରୀଙ୍କ ପାଇଁ ସରକାର ଦେଲେ ବହୁତ ବଡ଼ ଖୁସି ଖବର ,35 ପଇସା ଦେଇ ପାଇବେ 10 ଲକ୍ଷ ଟଙ୍କାର ଲାଭ ଶୀଘ୍ର ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ମାତ୍ର 35 ପଇସାର ସୁବିଧାରେ ମିଳିବ 10 ଲକ୍ଷ ଟଙ୍କା ଭାରତୀୟ ରେଳ ବିଭାଗ ଆଣିଲା ଆଉ ଏକ ନୂଆ ଯୋଜନା ତେବେ ଆପଣ ଯଦି ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଜାଣି ରଖନ୍ତୁରେଳ ବିଭାଗ ପକ୍ଷରୁ ଜାରି ହେଲା ଆଉ କିଛି ନୂଆ ସୂଚନା ଏଣିକି ଆପଣଙ୍କୁ 35 ପଇସାରେ ମିଳିବ 10 ଲକ୍ଷ ଟଙ୍କାର ଫାଇଦା ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ |

ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣା ପରେ ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କ ସୁରକ୍ଷାଙ୍କୁ ନେଇ ଅଧିକ ସଚେତନ ହୋଇ ଯାଇଛି ତେଣୁ ଯାତ୍ରୀମାନଙ୍କ ପାଇଁ ବର୍ତ୍ତମାନ ସୁବିଧା ସୁଯୋଗ ଉପଲବ୍ଧ ହେଉଛି ନିଆନ ରେଲୱେ ତେବେ ଏହାରି ମଧ୍ୟରେ ରେଳ ବିଭାଗ ଆଉ ଏକ ସୁବିଧା ଯୋଗାଉଛି |

ଏହି ସୁବିଧାରେ ଯାତ୍ରୀମାନେ ବେଶ ଉପକାରୀ ହୋଇଥିବା ବେଳେ ଖୁବ ଶସ୍ତା ମଧ୍ୟ ମାତ୍ର 35 ପଇସା ଖର୍ଚ୍ଚ 10 ଟଙ୍କାର ସୁବିଧା ଦେବ ଇଣ୍ଡିଆନ ରେଲୱେ ତେବେ ବାହାନଗା ଦୁର୍ଘଟଣାରେ 70 ପ୍ରତିଶତରୁ ଅଧିକ ଯାତ୍ରୀ ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି |

ତେବେ ରେଳ ବିଭାଗର ଏହି ସୁବିଧା ଅନୁସାରେ IRCT ଦ୍ୱାରା ଟିକେଟ ବୁକିଙ୍ଗ ସମୟରେ ବୀମା ଇନ୍ସୁରାନ୍ସ ବା ବୀମା ସୁବିଧାକୁ ଏବେ ବାଧ୍ୟତାମୂଳକ କରି ଦିଆଯାଇଛି ଏହି ବୀମା ପାଇଁ ଏବେ ଏକ ଅଲଗା ବିକଳ୍ପ ଚୟନ ପଡ଼ିବ ନାହିଁ ଏଣିକି ଟିକେଟ ବୁକିଙ୍ଗ ସମୟରେ ଏହା ହୋଇପାରିବ 35 ପଇସାରୁ 10 ଲକ୍ଷ ଟଙ୍କାର ବୀମା ପାଇପାରିବେ ଯାତ୍ରୀ |

Leave a Reply

Your email address will not be published. Required fields are marked *