Raja Queen ବିଜେତା 2013-2023 ମାନଙ୍କର ପ୍ରକୃତ ଡାକ ନାମ ଜାଣିଲେ ହସି ହସି ଗାଡ଼ିଯିବେ…

ହେଲୋ ଫ୍ରେଣ୍ଡ୍ ଆପଣମାନେ ତ ରଜ କୁଇନ ର ସବୁ ସିଜିନ ର ବିଜେତା ମାନଙ୍କୁ ବେଶ ଭଲ ଭାବରେ ଜାଣିଥିବେ କିନ୍ତୁ ଆପଣମାନେ ସେମାନଙ୍କର ପ୍ରକୃତ ଡାକ ନାମ କଣ ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା

ପ୍ରଥମ ରେ ଆସୁଛନ୍ତି ବର୍ଷା ମୋହିନୀ ଦାସ – ଯିଏକି ରଜ କୁଇନ ସିଜିନ ୱାନ ର ବିଜେତା ହୋଇଥିଲେ ତେବେ ବର୍ଷା ଙ୍କର ଡାକ ନାମ ହେଉଛି ବର୍ଷା

ଦ୍ଵିତୀୟ ରେ ଆସୁଛନ୍ତି ଦେବସ୍ମିତା ପଣ୍ଡା – ଯିଏକି ରଜ କୁଇନ ସିଜିନ 2 ର ବିଜେତା ହୋଇଥିଲେ ସେ ଅନେକ ଓଡ଼ିଆ ସିରିଏଲ ଓ ଫିଲ୍ମ ରେ ଖୁବ୍ ସୁନ୍ଦର ଅଭିନୟ କରିଛନ୍ତି ତେବେ ଦେବସ୍ମିତା ଙ୍କର ଡାକ ନାମ ହେଉଛି ପୂଜା

ତୃତୀୟ ରେ ଆସୁଛନ୍ତି ସ୍ମାରଣିକା ପ୍ରିୟଦର୍ଶିନୀ – ଯିଏକି ରଜ କୁଇନ ସିଜିନ 3 ର ବିଜେତା ହୋଇଥିଲେ ସ୍ମାରଣିକା ଓଡ଼ିଆ ସିରିଏଲ୍ ରେ ଖୁବ୍ ସୁନ୍ଦର ଅଭିନୟ କରି ଆଜି ଘରେ ଘରେ ପରିଚିତ ତେବେ ତାଙ୍କର ଡାକ ନାମ ହେଉଛି ଲିପି

ଚତୁର୍ଥ ରେ ଆସୁଛନ୍ତି ରଜ କୁଇନ ସିଜିନ 4 ର ଦୁଇ ଜଣ ବିଜେତା ରଞ୍ଜିତା ପାଣଗ୍ରାହୀ ଓ ଜାକ୍ଲିନ ପରିଡ଼ା ଏହି ଦୁଇ ଜଣ ସିରିଏଲ ଖୁବ୍ ସୁନ୍ଦର ଅଭିନୟ କରନ୍ତି ତେବେ ରଶ୍ମିତା ଙ୍କର ଡାକ ନାମ ହେଉଛି ବେବୀ ଓ ଜାକ୍ଲିନ ଙ୍କର ଡାକ ନାମ ହେଉଛି ମାମା

ପଞ୍ଚମ ରେ ଆସୁଛନ୍ତି ସୁଶ୍ରୀ ସବିତା ପଲେଇ – ଯିଏକି ରଜ କୁଇନ ସିଜିନ 5 ର ବିଜେତା ହୋଇଥିଲେ ସେ ବର୍ତ୍ତମାନ୍ ଅନେକ ସିରିଏଲ ରେ ଅଭିନୟ କରୁଛନ୍ତି ତେବେ ତାଙ୍କର ଡାକ ନାମ ହେଉଛି ମିନି

ଷଷ୍ଠ ରେ ଆସୁଛନ୍ତି ରଜ କୁଇନ ଶିଜିନ 6 ର ଦୁଇ ଜଣ ବିଜେତା ହେଉଛନ୍ତି ଶୁଭଶ୍ରୀ ଜେନା ଓ ସୁମନ ପଟ୍ଟନାୟକ – ବର୍ତ୍ତମାନ୍ ଏହି ଦୁଇ ଜଣ ରଜ କୁଇନ ଓଡ଼ିଆ ସିରିଏଲ ରେ ଖୁବ୍ ସୁନ୍ଦର ଅଭିନୟ କରି ଆଜି ଘରେ ଘରେ ପରିଚିତ ହୋଇଛନ୍ତି ତେବେ ଶୁଭଶ୍ରୀ ଙ୍କର ଡାକ ନାମ ହେଉଛି ଶୁଭ ଓ ସୁନାନ ଙ୍କର ଡାକ ନାମ ହେଉଛି ଆପଲ

ସପ୍ତମ ରେ ଆସୁଛନ୍ତି ସିପ୍ରା ନାୟକ – ଯିଏକି ରଜ କୁଇନ ସିଜିନ 7 ର ବିଜେତା ହୋଇଥିଲେ ତେବେ ସିପ୍ରା ଙ୍କର ଡାକ ନାମ ହେଉଛି ଲିଜା

ଅଷ୍ଟମ ରେ ଆସୁଛନ୍ତି ଆଦିତି ଦାସ – ଯିଏକି ରଜ କୁଇନ ସିଜିନ 8 ର ବିଜେତା ଆଦିତି ତାଙ୍କର ଖୁବ୍ ସୁନ୍ଦର୍ ଅଭିନୟ ରେ ଦର୍ଶକ ମାନଙ୍କ ମନରେ ନିଜ ପାଇଁ ଗୋଟିଏ ସ୍ଥାନ ତିଆରି କରି ପାରିଛନ୍ତି ତେବେ ଆଦିତି ଙ୍କର ଡାକ ନାମ ହୋଉଛି ଦିଶା

ନବମ ରେ ଆସୁଛନ୍ତି କ୍ରିଷ୍ଣା ସାହୁ – ଯିଏକି ରଜ କୁଇନ ସିଜିନ 9 ର ବିଜେତା ହୋଇଥିଲେ ତେବେ ତାଙ୍କର ଡାକ ନାମ ହେଉଛି କ୍ରିଷ୍ଣା

ଦଶମ ରେ ଆସୁଛନ୍ତି ରୂପାଲି ପାଣି – ଯିଏକି ରଜ କୁଇନ ସିଜିନ 10 ର ବିଜେତା ତେବେ ରୂପାଲି ଙ୍କର ଡାକ ନାମ ହେଉଛି ପ୍ରିୟା ତେବେ ଏମାନଙ୍କ ମଧ୍ୟରୁ ଆପଣମାନଙ୍କୁ କିଏ ଅଧିକ ଭଲ ଲାଗନ୍ତି ଆମକୁ କମେଣ୍ଟ ରେ ଜଣାନ୍ତୁ ଏବଂ ପେଜ ଟି କୁ ସେୟାର ମଧ୍ୟ କରି ଦିଅନ୍ତୁ

Leave a Reply

Your email address will not be published. Required fields are marked *