ନମସ୍କାର ଦର୍ଶକବନ୍ଧୁ ମୋ ଘର ଯୋଜନାରେ ହେଲା ବଡ଼ ପରିବର୍ତ୍ତନ ଏମିତିକି ମୋ ଘର ଯୋଜନାରେ ପ୍ରଥମ କିସ୍ତି ବାବଦରେ ଟଙ୍କା ବହୁତ ସାରା ଲୋକଙ୍କୁ ମିଳିସାରିଛି ତେବେ ଏନେଇ ମୋ ଘର ଯୋଜନାରେ ନୂଆ ନିୟମ ଆଣିଛନ୍ତି ସରକାର ନିୟମରେ ହୋଇଛି କିଛି ବଡ଼ ପରିବର୍ତ୍ତନ ଆସନ୍ତୁ ସମ୍ପୁର୍ଣ୍ଣ ଅପଡେଟ ଜାଣିବା ଯଦି ଆପଣମାନେ ଏଥିରେ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ଏହି ନିୟମ ଜାଣି ରଖିବା ଜରୁରୀ ତେବେ ମୋ ଘର ଯୋଜନାରେ ଆବେଦନ କରିବା ପାଇଁ ଅର୍ଥାତ ଏଥିରେ ଲୋନ ପାଇବା ପାଇଁ ହେଲେ ଗ୍ରାମାଞ୍ଚଳରେ ମାସିକ ରୋଜଗାର 25,000 ରୁ ଅଧିକ ହୋଇନଥିବ |
ଠିକ ସେମିତି ସହରାଞ୍ଚଳ ପାଇଁ ଆସିଛି ବଡ଼ ନୂଆ ନିୟମ ଦେଖନ୍ତୁ ସହରାଞ୍ଚଳ ମାସିକ ଆୟ 50,000 ଟଙ୍କାରୁ ଅଧିକ ହେଉନଥିବ ଗୋଟିଏ ପାକେଟ ବିଶିଷ୍ଟ କୋଠାଘରେ ରହୁଥିବା ହିତାଧିକାରୀ ପୂର୍ବରୁ କୌଣସି ସରକାରୀ ଯୋଜନାରେ 1,00,000 ରୁ କମ ଟଙ୍କାର ସହାୟତା ପାଇଥିଲେ ପରିବାରର କୌଣସି ଚାକିରିଆ ସଦସ୍ୟ ସରକାରୀ ଚାକିରିଆ କିମ୍ବା ପେନସନ ଧାରୀ ହୋଇନଥିବେ |
ହିତାଧିକାରୀ ଘର ଋଣ ପାଇଁ 1,00,000 ରୁ 3,00,000 ଟଙ୍କା ଯାଏ ତିନୋଟି ସ୍ଲାବରେ ବ୍ୟାଙ୍କରୁ ଋଣ ଆଣିପାରିବେ ଲକ୍ଷ ଟଙ୍କା ଋଣରେ ସର୍ବାଧିକ ଚାଳିଶି ହଜାର ଟଙ୍କା ଛାଡ଼ ବା ସବ୍ସିଡି ମିଳିବ ଦେଢ଼ ଲକ୍ଷ ଟଙ୍କା ପାଇଁ ଋଣରେ ସର୍ବାଧିକ 55,000 ହଜାର ଟଙ୍କା ଛାଡ଼ ହେବ ଦୁଇରୁ ତିନି ଲକ୍ଷ ଟଙ୍କା ଋଣରେ ସର୍ବଦା ସତୁରି ହଜାର ଟଙ୍କା ସବ୍ସିଡି ମିଳିବ |
ତେବେ ଏହା ରହିଛି ସହରାଞ୍ଚଳ ପାଇଁ କିଛି ନୂଆ ନିୟମ କହିପାରିବା ପୂର୍ବରୁ 25,000 ଥିବା ବେଳେ ଏବେ ସରକାର ଏହାକୁ 50,000 ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ରୋଜଗାରକୁ | ତେବେ ଯଦି ରୋଜଗାର ଯେଉଁମାନଙ୍କ ମାସିକ 50,000 ରୁ ଅଧିକ ଥିବ ସେମାନେ ମଧ୍ୟ ମୋ ଘର ଯୋଜନାରେ ଲାଭ ପାଇପାରିବେ ନାହିଁ ତେବେ 50,000 ରୁ କମ ଥାଏ ତାହେଲେ ଆପଣ ମୋ ଘର ଯୋଜନା ପାଇପାରିବେ |