କୋଟି କୋଟି ମୂଲ୍ୟର କରଜରୁ ଆପଣ ହୋଇଯିବ ମୁକ୍ତି, ବାସ Hanuman ମନ୍ଦିରରେ ଚଢେଇ ଦିଅନ୍ତୁ ଏହି ଗୋଟିଏ ଜିନିଷ !

ହେଲୋ ଫ୍ରେଣ୍ଡ୍ କରଜ କେତେ ବଡ ହେଉନା କାହିଁକି ଜଲ୍ଦୀ ସୂଜି ହେଇ ଯିବ ଯଦି ଆପଣ ଏହି ଉପାୟ ମଧ୍ୟରୁ ଗୋଟିଏ ଉପାୟ ବି କରନ୍ତି ଯାହା ଦ୍ବାରା ଆପଣ କରଜ ମୁକ୍ତ ହେବେ କରଜ ବା ଋଣ ରହିଲେ ଜୀବନକୁ ସମସ୍ୟା ରେ ପକାଇ ଦେଇ ଥାଏ କରଜ ମୁକ୍ତ ଜୀବନ ହିଁ ସବୁଠାରୁ ଖୁସୀ ଜୀବନ ହୋଇଥାଏ କରଜ ନେବା ଯେତେ ସହଜ ହୋଇଥାଏ କେତେ ଥର ତାକୁ ଶୁଝିବା ବୋହୁତ ଅସୁବିଧା ହୋଇଥାଏ ଆଉ ପୁରା ଜୀବନ କରଜ ସୁଝି ସୁଝି ସରି ଯାଏ କୌଣସି ଲୋକଙ୍କ ପାଇଁ କରଜ ବୋହୁତ ବଡ ସମସ୍ୟା ହୋଇଯାଏ |

କରଜ କରିଥିବା ଲୋକ ସବୁ ବେଳେ ଚିନ୍ତାରେ ରହିଥାଏ କରଜ ପାଇଁ ତାର ପୁରା ପରିବାର କଷ୍ଟର ସମ୍ମୁଖୀନ ହୋଇଥାଏ କରଜ ପାଇଁ ମାନହାନି ପଇସାର ଅଭାବ ଓ ପରିବାର ରେ ଝଗଡ଼ା ସୃଷ୍ଟି ହୁଏ ସବୁ ବେଳେ ମାନେ ରଖନ୍ତୁ ଆପଣ କେବେ ବି ମଙ୍ଗଳବାର କିମ୍ବା ଶନି ବାରରେ କରଜ କରନ୍ତୁ ନାହିଁ କାରଣ ଏହି ଦିନ ନେଇଥିବା କରଜ ସୁଝିବସରେ ପାଇଁ ବୋହୁତ ସମସ୍ୟା ଆସିଥାଏ ଶନି ବରକୁ ନେଇ ଥିବା କରଜ କେବେ ସୁଝି ହୁଏ ନାହିଁ ମେଷ କର୍କଟ ତୁଳା ମକର ରାଶି ର ଲୋକମାନେ କରଜ ନେଲେ ସେମାନଙ୍କ କରଜ ଶୀଘ୍ର ସୁଝି ଦେଇଥାନ୍ତି |

8 ଅଙ୍କ ଶନି ଦେବଙ୍କର ମାନା ଯାଏ ତେଣୁ 8 17 ଓ 26 ତାରିଖକୁ କରଜ ନିଅନ୍ତୁ ନାହିଁ କାରଣ ଏହି ତାରିଖରେ ନିଆ ଯାଇଥିବା କରଜ ଆପଣଙ୍କ ଜୀବନକୁ ନର୍କ କରିଦେଇଥାଏ ଯଦି କରଜ ନେବାକୁ ଚାହୁଛନ୍ତି ତେବେ ସୋମବାର ବୁଧବାର କିମ୍ବା ଶୁକ୍ରବାର କୁ ନିଅନ୍ତୁ କାରଣ ଏହି ଦିନ ନେଇଥିବା କରଜ ଶୀଘ୍ର ସୁଝିହୋଇ ଯାଇଥାଏ ଆସନ୍ତି ଜାଣିବା କରଜ ରୁ ମୁକ୍ତି ପାଇବା ପାଇଁ କିଛି ସହଜ ଉପାୟ

ପାନକୁ ହିନ୍ଦୁ ଧର୍ମରେ ସବୁ କାମରେ ଶୁଭ ମନାଯାଏ ସ୍କନ୍ଧ ପୁରାଣ ଅନୁସାରେ ସମୁଦ୍ର ମନ୍ଥନ ସମୟରେ ପ୍ରଥମ ଥର ପାନ ପତ୍ର ର ପ୍ରୟୋଗ କରାଯାଇଥିଲା ସେବେଠାରୁ ଏହି ପତ୍ର ସବୁ ଶୁଭ କାର୍ଯ୍ୟରେ ବ୍ୟବହାର କରାଗଲା ଯୋତିଶାସ୍ତ୍ର ଓ ଉପାୟରେ ଏହାକୁ ବୋହୁତ ପ୍ରଭାବ ଶାଳୀ ମାନା ଯାଏ ଯଦି ଆପଣ କରଜ ରେ ବୁଡି ରହିଛନ୍ତି ଆଉ ସେଥିରୁ ବାହାରିବାର କୌଣସି ରାସ୍ତା ଦେଖା ଯାଇନାହିଁ |

ତେବେ ପାନ୍ ପତ୍ରର ଏହି ଉପାୟ ଆପଣ ଙ୍କର ଜୀବନର ସମସ୍ୟା କୁ ଦୂର କରିଦେବ ଉପାୟ କରିବା ପାଇଁ ଗୋଟିଏ ପାନ୍ ନିଅନ୍ତୁ ଯେଉଁ ପାନ ଟି ଚିରି ନଥିବ କୁ ଫାଟି ନଥିବ ପତ୍ରରେ ଦୁଇଟି ଲବଙ୍ଗ ଅଳେଇଚ ରଖନ୍ତୁ ଏହି ପତ୍ର କୁ ମୋଡ଼ି ପାନ ବିଡା ତିଆରି କରନ୍ତୁ ଆଉ ମଙ୍ଗଳ ବାର ଦିନ ସନ୍ଧ୍ୟା ସମୟରେ ସ୍ନାନ କରି ବା ପରେ ହନୁମାନଙ୍କ ମନ୍ଦିରକୁ ଯାଇ ଏହି ପାନ୍ ବିଡା ହନୁମାନଙ୍କୁ ଅର୍ପଣ କରି ଦିଅନ୍ତୁ 3 ମାସ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ଏହି ଉପାୟ କରନ୍ତୁ ଯଦି ଆପଣ ଯାଇ ପାରନ୍ତି ନାହିଁ କେବେ ତା ହେଲେ ଆପଣଙ୍କ ବଦଳରେ ଆଉ କେହି ମଧ୍ୟ ଏହି ଉପାୟ କୁ କରି ପାରିବେ ଏହି ଦିନ ସ୍ଵସ୍ତିକ ଭୋଜନ ଗ୍ରହଣ କରନ୍ତୁ ଜଲ୍ଦୀ କରଜ ରୁ ମୁକ୍ତି ପାଇବାର ରାସ୍ତା ମିଳିଯିବ |

ଦ୍ୱିତୀୟ ଉପାୟ ପାଇଁ ମଧ୍ୟ ଏକ ପାନ୍ ପତ୍ର ନିଅନ୍ତୁ ଓ ଚିକଣ ପଟକୁ ତଳକୁ କରି ଦିଅନ୍ତୁ ଏବଂ ତାହା ଉପରେ ଦୁଇଟି ଲବଙ୍ଗ ରଖନ୍ତୁ ଓ ସାବଧାନ ରେ ଦୁଇ ହାତରେ ପାନ୍ ପତ୍ର ଟିକୁ ନେଇ ବହୁ ଥିବା ପାଣିରେ ଭସାଇ ଦିଅନ୍ତୁ ଓ ହାତ ଯୋଡ଼ିକି ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ କି ଯାହା ଆପଣଙ୍କର କାମରେ ବାଧା ସୃଷ୍ଟି ହୋଉଛି ଏବଂ ଯେଉଁ ଆପଣଙ୍କ ଜୀବନରେ ସମସ୍ୟା ଆସୁଛି ତାହା ଏହି ପାନ୍ ପତ୍ର ସହିତ ଭାଷୀ ଯାଉ ଯାହା ଦ୍ଵାରା ଆପଣଙ୍କର ସମସ୍ୟା ଜଲ୍ଦୀ ଦୂର ହୋଇଯିବ କାର୍ଯ୍ୟ ରେ ସଫଳତା ମିଳିବ ଏବଂ ସବୁ ସଙ୍କଟ ରୁ ବାହାରକୁ ବାହାରିବାର ରାସ୍ତା ମିଳିଯିବ |

ତୃତୀୟ ଉପାୟ ଯଦି ଆପଣ ଉପରେ କରଜ ବଢୁଛି ତେବେ ଆପଣ ନବ ରାତିରେ ଯେତେ ଦିନ ହେଇ ପାରିବ ପ୍ରତି ଦିନ ପାନ୍ ପତ୍ର ଉପରେ ହିଙ୍ଗ ଲେଖିକି ମାତା ଦୁର୍ଗାଙ୍କୁ ଅର୍ପଣ କରନ୍ତୁ ଓ ନବମୀ ଦିନ ସେହି ପାନ ପତ୍ର କୁ ଆପଣ ନିଜର ଧନ ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ |

Leave a Reply

Your email address will not be published. Required fields are marked *