ନମସ୍କାର ଦର୍ଶକବନ୍ଧୁ ହୀରାକୁଦ ଜଳ ଭଣ୍ଡାରକୁ ଇନଫ୍ଲୋ ପ୍ରଥମେ ବନ୍ୟା ଜଳ ଛଡ଼ାଯିବ ନେଇ ନିଆଯିବ ନିଷ୍ପତି ତେବେ ଦର୍ଶକବନ୍ଧୁ କଣ ରହିଛି ସମ୍ପୂର୍ଣ୍ଣ ଖବର ଆସନ୍ତୁ ଜାଣିବା | ହୀରାକୁଦ ଜଳଭଣ୍ଡାରକୁ ବଢୁଛି ଇନଫ୍ଲୋଓ ଖୁବ ଶୀଘ୍ର ହୀରାକୁଦ ଜଳ ଭଣ୍ଡାରରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଏନେଇ ଆଜି ହୋଇପାରେ ନିଷ୍ପତି ଆଜି ଚଳିତ ବର୍ଷର ସର୍ବାଧିକ 1,37,952 କ୍ୟୁସେଜ ଜଳ ପ୍ରବେଶ କରୁଛି
ଜନ ଜୀବନ ମଧ୍ୟ ନଷ୍ଟ ହୋଇଯାଇଛି ଏହି ପରି ଯାତାୟତରେ ବାଧା ହେବା ସହିତ ଯୋଗାଯୋଗ ବିଛିନ୍ନ ହୋଇଛି ଏପରିକି ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ହୀରାକୁଦର ଜଳ ସ୍ତର | ଜଳଭଣ୍ଡାର ଏବଂ ଇନଫ୍ଲୋ ଧୀରେ ଧୀରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି |
ଫଳରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ା ଯିବା ନେଇ ନିଆ ଯାଇପାରେ ନିଷ୍ପତି | ଅନ୍ୟପଟେ ଆଜି ମାଲକାନଗିରି ,କୋରାପୁଟ ,ନବରଙ୍ଗପୁର ,କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବା ବେଳେ ଏହି ସବୁ ଜିଲ୍ଲା ଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି |
ତେବେ ଦର୍ଶକବନ୍ଧୁ ଏହା ଥିଲା ହୀରାକୁଦ ଡ୍ୟାମକୁ ନେଇ କିଛି ଲାଟେଷ୍ଟ ଅପଡେଟ ଯାହା ଆପଣ ଜାଣିଲେ |