ଗାଡ଼ି ନୁହେଁ ଡଙ୍ଗା କିଣନ୍ତି ଏହି Village ର ଲୋକେ, ଗାଁ ନା ଜାଣିଲେ ଆଶ୍ଚର୍ଯ୍ୟ ହେବେ…ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ ଏହି ଗାଁ କୁ ନାହିଁ ପକ୍କା ରାସ୍ତା ଗୋଟିଏ ଘର ଅନ୍ୟ ଘର ସହିତ ଜଳ ପଥରେ ସଂଯୁକ୍ତ ବାହାରକୁ ଯିବାକୁ ହେଲେ ଡଙ୍ଗା ବ୍ୟବହାର କରନ୍ତି ଲୋକେ ବର୍ତ୍ତମାନ୍ ସମୟରେ ସମସ୍ତଙ୍କ ଘରେ ବାଇକ୍ ସ୍କୁଟର କାର ସାଇକେଲ ଟିଏ ନିଶ୍ଚିତ ଥିବ ଯଦି କାହା ପାଖରେ ଗାଡ଼ି ଟିଏ ନାହିଁ ସେ ଗାଡ଼ି ଟିଏ କିଣିବା ପାଇଁ ଇଚ୍ଛା କରିବ କାରଣ ଗାଡ଼ି ଟିଏ ପାଖରେ ରହିଲେ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ହୁଏ କିନ୍ତୁ ଯଦି ପାଖରେ ଗାଡ଼ି ଟିଏ ଥିବ କିନ୍ତୁ ପକ୍କା ରାସ୍ତା ନଥିବ ସେଥି ଗାଡ଼ିର ରହିବା ଲାଭ |

ଏମିତି ଏକ ଗାଁ ରହିଛି ଯେଉଁଠୀ ଲୋକମାନେ ଗାଡ଼ି ନୁହେଁ ଡଙ୍ଗା କିଣନ୍ତି କାରଣ ସେଠାରେ ଗାଡ଼ି ଚଳେଇବା ପାଇଁ ପକ୍କା ରାସ୍ତା ଟିଏ ନାହିଁ ଏହି ଗାଁ ର ପ୍ରତ୍ୟେକ ଘର ଜଳପଥ ଦ୍ଵାରା ପରସ୍ପର ସହ ସଂଯୁକ୍ତ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଲୋକେ ଡଙ୍ଗାର ବ୍ୟବହାର କରନ୍ତି ଏହି ଗାଁ ର ପ୍ରତ୍ୟେକ ଘରେ ଗୋଟିଏ ଗୋଟିଏ ଡଙ୍ଗା ରହିଛି ଏଠାକାର ଲୋକେ ଗାଡ଼ି ବଦଳରେ ଡଙ୍ଗା କିଣନ୍ତି ତେବେ ଗାଁ ଟି ନେଦରଲ୍ୟାଣ୍ଡ ରେ ରହିଛି ଗାଁ ର ନା ହେଉଛି ଗିଥୋର |

ଏହି ଗାଁର ନାମ ଲୋକଙ୍କ ମନରେ ଏକ ଭିନ୍ନ ଚିତ୍ର ସୃଷ୍ଟି କରେ ଗିଥୋର ଗାଁ ମାନେ ସମସ୍ତେ ଜାଣନ୍ତି ଏଠି ରହିଛି କଚ୍ଚା ବା ଛୋଟ ଘର ଛୋଟ ଏବଂ ସଂକୀର୍ଣ୍ଣ ରାସ୍ତା ଚାରିଆଡ଼େ ସବୁଜତା ଏବଂ ଏଠାରେ ସମସ୍ତଙ୍କର ବୃତ୍ତି ପଶୁ ପାଳନ ହୋଇଥିବା ବେଳେ ସଭିଙ୍କର କୃଷି ଜମି ରହିଛି ଆଜି କାଲି ଗ୍ରାମ ଓ ସହର ଗୁଡ଼ିକ ପରସ୍ପର ସହିତ ସଡକ ଦ୍ବାରା ସଂଯୁକ୍ତ କିନ୍ତୁ ଆପଣ ଜାଣି ଆର୍ଶ୍ଚଯ୍ୟ ହେବେ ଏହା ଦୁନିଆର ଏପରି ଏକ ଗାଁ ଯେଉଁଠାରେ ଆଜି ବି ରାସ୍ତା ନାହିଁ |

ଏହି ଗାଁ ରେ କେହି କାର କିମ୍ବା ବାଇକ୍ କିଣନ୍ତି ନାହିଁ କିନ୍ତୁ ଡଙ୍ଗାଟିଏ ନେଇ ଥାଆନ୍ତି ଏହି ଗାଁ ରେ ପହଞ୍ଚିବାର ଏକ ମାତ୍ର ଉପାୟ ହେଉଛି ଜଳପଥ ନେଦରଲ୍ୟାଣ୍ଡ ରେ ଅବସ୍ଥିତ ଏହି ଛୋଟ ଗାଁ ଗିଥୋର ସାରା ବିଶ୍ବରେ ଆଲୋଚନାର ବିଷୟ ହୋଇଛି ଏହା ଦେଖିବାକୁ ବୋହୁତ ସୁନ୍ଦର୍ ଏହି ଗାଁ କୁ ଦେଖିବା ପାଇଁ ବୋହୁତ ବିଦେଶୀ ପର୍ଯ୍ୟଟକ ମାନେ ଆସିଥାନ୍ତି ସୁନ୍ଦର୍ ପରିବେଶ ସହିତ ସୁଦ୍ଧ ବାୟୁ ସମସ୍ତଙ୍କୁ ଆକର୍ଷିତ କରିଥାଏ |

ଏହି ଗାଁ କୁ ଯିଏ ବି ପରିଦର୍ଶନ ରେ ଆସିଛି ସେ ଏଠୁ ଫେରିବା ପାଇଁ ଇଚ୍ଛା କରି ନାହିଁ ଏହି ଗାଁ ରେ ଗୋଟିଏ ବି ରାସ୍ତା ପାଇବ ନାହିଁ ରାସ୍ତା ଅଭାବରୁ ସ୍ଥାନୀୟ ଲୋକମାନେ କୌଣସି ଗାଡ଼ି କିଣନ୍ତି ନାହିଁ ଏଠାରେ କେବଳ ଡଙ୍ଗା ଚାଲିଥାଏ ଏହି ଅନନ୍ୟ ଗାଁ ଦେଖିବାକୁ ଲୋକମାନେ ଦୂର ଦୁରନ୍ତରୁ ଆସିଥାନ୍ତି ଆଜି କାଲି ଦୁନିଆରେ ପ୍ରତ୍ୟେକ ସହର ପ୍ରଦୂଷଣର ଶିକାର ହୋଇଛି କିନ୍ତୁ ନେଦରଲ୍ୟାଣ୍ଡ ର ଏହି ଗାଁ ଗିଥୋର ପ୍ରଦୂଷଣର କୌଣସି ଚିହ୍ନ ନାହିଁ ଯାନ ବାହାନର ଅନୁପସ୍ଥିତି ଯୋଗୁଁ ଏଠାରେ ବାୟୁ କିମ୍ବା ଶବ୍ଦ ପ୍ରଦୂଷଣ ହୁଏ ନାହିଁ ଲୋକମାନେ ଏଠାରେ ଶାନ୍ତି ପୂର୍ଣ୍ଣ ଜୀବନ ଯାପନ କରନ୍ତି ଏହି ଗାଁ ରେ 180 ଟି ସେତୁ ରହିଛି ଏଠାରେ ମୋଟ ଜନସଂଖ୍ୟା ପ୍ରାୟ 30 ହଜାର |

Leave a Reply

Your email address will not be published. Required fields are marked *