ହେଲୋ ଫ୍ରେଣ୍ଡ୍ ମହାଦେବ ଯେତେ ଶୀଘ୍ର ନିଜ ଭକ୍ତ ଙ୍କ ଉପରେ ପ୍ରସନ୍ନ ହୁଅନ୍ତି ସେତେ ଶୀଘ୍ର କ୍ରୋଧିତ ମଧ୍ୟ ହୋଇ ଯାଆନ୍ତି ଯେଉଁ ଭକ୍ତ ତାଙ୍କର ଆରାଧନା କରିଥାଏ ସେମାନଙ୍କୁ ମହାଦେବ କେବେବି ନିରାଶ କରନ୍ତି ନାହିଁ ଯଦି ମହାଦେବଙ୍କର କୃପା ଦୃଷ୍ଟି କୌଣସି ଲୋକ ଉପରେ ହୋଇଯାଏ ତେବେ ତାହାର ଜୀବନରେ ଆସିବା ପାଇଁ ଥିବା ସବୁ ଆସୁବିଧା ସମାପ୍ତ ହୋଇ ଯାଇଥାଏ ଆସନ୍ତି ଜାଣିବା ଏମିତି 6 ଜଣ ଲୋକଙ୍କ ନାମ ଯିଏ ସାକ୍ଷାତ ମହାଦେବଙ୍କ ର ଅଂଶ ବୋଲି କୁହାଯାଏ ଏବଂ ଏହି ଲୋକ ମାନେ ମହାଦେବଙ୍କ ର ସବୁଠାରୁ ବଡ଼ ଭକ୍ତ ବୋଲି କୁହାଯାଏ
ଯୋତିଷ ଶାସ୍ତ୍ର ଅନୁସାରେ ଏହି ଲୋକଙ୍କ ଉପରେ ସର୍ବଦା ମହାଦେବଙ୍କର କୃପା ଲାଗି ରହିଥାଏ ଏମାନଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିଥାଏ ଭଗବାନଙ୍କର କୃପାରୁ ଏମାନଙ୍କର ଜୀବନରେ ସଫଳତା ଆସିଥାଏ ଓ ଏମାନଙ୍କ ଭିତରେ ସବୁ ବେଳେ ବୁଦ୍ଧି ଓ ଜ୍ଞାନର ସଂଚାର ଲାଗି ରହିଥାଏ ତେଣୁ ଏହି ଲୋକଙ୍କୁ ଭଗବାନ ଶିବଙ୍କର ଅଂଶ ବୋଲି କୁହାଯାଏ ଏହି ଲୋକ କାର୍ଯ୍ୟ କ୍ଷେତ୍ରରେ ଉନ୍ନତି କରନ୍ତି ଏମାନଙ୍କ ଭିତରେ ଗରିବ ଓ ଅସହାୟ ଲୋକମାନଙ୍କ ପ୍ରତି ସବୁ ବେଳେ ପ୍ରେମ ଭାବ ରହିଥାଏ ତେଣୁ ଏମାନଙ୍କର ସବୁ କାର୍ଯ୍ୟ ସମୟ ଆଗରୁ ପୂରଣ ହୋଇ ଯାଏ ଏହି ଲୋକଙ୍କୁ ଭଗବାନ ଶିବଙ୍କର ଅଂଶ ବୋଲି ଏଥି ପାଇଁ କୁହାଯାଏ କି ଏହି ଲୋକ ମାନେ ବୋହୁତ ନିର୍ଭୀକ ଓ ନିଡର ହୋଇ ଥାଆନ୍ତି ଏବଂ ଏହି ଲୋକମାନେ ନିଜର ଜୀବନରେ ହାରିବା ଶିଖି ନାହାନ୍ତି ଓ ନିରନ୍ତର ସଫଳତାର ପାହାଚ ଚଢ଼ି ଚଢି ଚାଲନ୍ତି ଏହି ଲୋକମାନଙ୍କୁ ମଧ୍ୟ ବୋହୁତ ଅଧିକ କ୍ରୋଧ ଆସିଥାଏ କିନ୍ତୁ ଏହି ଲୋକମାନଙ୍କ ମଧ୍ୟରେ ଅଧିକ ସହନଶୀଳ ଶକ୍ତି ରହିଥାଏ ତେଣୁ ଏହି ଲୋକମାନେ ନିଜର କ୍ରୋଧ ଉପରେ କାବୁ କରି ନିଅନ୍ତି ଏହି ଲୋକ ଜୀବନରେ କାହାରି ସହିତ ଖରାପ ବ୍ୟବହାର କରନ୍ତି ନାହିଁ ତେଣୁ ଏମାନଙ୍କର ସହିତ ସବୁ ବେଳେ ଭଲ ହିଁ ହୋଇଥାଏ ଏହି ଲୋକମାନଙ୍କୁ ଭଗବାନ ଶିବଙ୍କର ପୂଜା ଓ ଆରାଧନା କରିବା ଦରକାର ଯାହା ଫଳରେ ଭଗବାନ ଶିବଙ୍କର ଏମାନଙ୍କ ଉପରେ କୃପା ଦୃଷ୍ଟି ସର୍ବଦା ଲାଗି ରହିବ ତେବେ ଆସନ୍ତୁ ଜାଣିବା ସେହି ନାମ ଗୁଡିକ କଣ କଣ
ପ୍ରଥମ ନାମ ହେଉଛି A ଅକ୍ଷର – ଏହି A ଅକ୍ଷର ରୁ ଯାହାର ନାମ ଆରମ୍ଭ ହେଉଛି ସେହି ଲୋକମାନେ ମହାଦେବଙ୍କର ସବୁଠାରୁ ଅଧିକ ପ୍ରିୟ ଅଟନ୍ତି ମହାଦେବ ଏହି ଲୋକମାନଙ୍କୁ ସମସ୍ତ ଖରାପ ଶକ୍ତି ମାନଙ୍କ ଠାରୁ ଦୂରେଇ ରଖନ୍ତି ତେଣୁ ଏମାନଙ୍କ ଜୀବନରେ ଯଦି କେବେ ଅସୁବିଧା ଆସେ ତେବେ ମହାଦେବ ସେମାନଙ୍କୁ ରକ୍ଷା କରନ୍ତି
ଦ୍ଵିତୀୟ ନାମ ହେଉଛି R ଅକ୍ଷର – ଯେଉଁ ଲୋକମାନଙ୍କର ନାମ ର ପ୍ରଥମ ଅକ୍ଷର R ଅକ୍ଷରରୁ ଆରମ୍ଭ ହୁଏ ସେହି ଲୋକମାନେ ମହାଦେବଙ୍କର ସବୁ ଠାରୁ ପାଖ ଲୋକ ବୋଲି କୁହାଯାଏ ଏହି ଲୋକମାନଙ୍କୁ ଚାରି ପଟୁ ମହାଦେବ ସାହାଯ୍ୟ କରିଥାନ୍ତି ଯଦି ଏହି ଲୋକଙ୍କ ସହିତ କୌଣସି ଅନ୍ୟ ଲୋକ ଶତ୍ରୁତା ଆରମ୍ଭ କରିଥାଏ ତେବେ ତାହାର ଖରାପ ସମୟ ବୋହୁତ ଶୀଘ୍ର ଆରମ୍ଭ ହୋଇଯାଇଥାଏ
ତୃତୀୟ ନାମ ହେଉଛି D ଅକ୍ଷର – ଏହି D ଅକ୍ଷର ରୁ ଯାହାର ନାମ ଆରମ୍ଭ ହୋଇଥାଏ ସେହି ଲୋକ ମହାଦେବଙ୍କ ର ମଧ୍ୟ ଅତି ନିକଟତର ଲୋକ ଅଟନ୍ତି ଏହି ଲୋକମାନେ ମହାଦେବଙ୍କ ର ସମ୍ପୂର୍ଣ୍ଣ ଭାବରେ ଆରାଧନା କରନ୍ତି ଏବଂ ମହାଦେବ ଏମାନଙ୍କ ଉପରେ କୃପା ଦୃଷ୍ଟି ରଖି ଥାଆନ୍ତି ମହାଦେବ ଏହି ଲୋକମାନଙ୍କ ଉପରେ କୌଣସି ପ୍ରକାରର ସମସ୍ୟା ଆସିବାକୁ ଦିଅନ୍ତି ନାହିଁ
ଚତୁର୍ଥ ଅକ୍ଷର ଟି ହେଉଛି P – ଏହି P ଅକ୍ଷରର ଲୋକମାନଙ୍କ ଉପରେ ମହାଦେବ ଖୁସୀ ଅଟନ୍ତି P ଅକ୍ଷର ର ଲୋକମାନେ କେବେ ବି ମହାଦେବଙ୍କ ଠାରୁ ଦୂରେଇ ରହିବା ପାଇଁ ପସନ୍ଦ କରନ୍ତି ନାହିଁ ଏହି ଲୋକମାନଙ୍କର ହୃଦୟ ବୋହୁତ ସଫା ଅଟେ ଏବଂ କୌଣସି ପ୍ରକାରର ଛଳ କପଟ ଏମାନଙ୍କ ଭିତରେ ନଥାଏ ତେଣୁ ଏହି କାରଣରୁ ମହାଦେବ ଏହି ଲୋକମାନଙ୍କୁ ସବୁ ଅସୁବିଧା ରୁ ଦୂରେଇବାର ମାର୍ଗ ଦେଖନ୍ତି
ପଞ୍ଚମ ନାମ ହେଉଛି V ଅକ୍ଷର – V ଅକ୍ଷର ର ଲୋକମାନଙ୍କୁ ମହାଦେବ ସର୍ବଦା ଖୁସୀ ରେ ରଖିବାକୁ ପସନ୍ଦ କରିଥାନ୍ତି ଯଦି କୌଣସି ଲୋକ ଏହି ଲୋକଙ୍କ ସହିତ ଶତ୍ରୁତା କରିଥାଏ ତେବେ ସେହି ଲୋକକୁ ମହାଦେବଙ୍କର ସାମ୍ନା କରିବା ପାଇଁ ପଡିଥାଏ ଏହି ଲୋକ ମହାଦେବଙ୍କ ର ଅଧିକ ପାଖରେ ରହିଥାନ୍ତି ତେଣୁ ଏହି କାରଣରୁ ମହାଦେବ ଏମାନଙ୍କ ଉପରେ କିଛି ବି ଅସୁବିଧା ଆସିବା ପାଇଁ ଦିଅନ୍ତି ନାହିଁ
ଷଷ୍ଠ ନାମ ଟି ହେଉଛି S ଅକ୍ଷର – ଯେଉଁ ଲୋକମାନଙ୍କର ନାମ S ଅକ୍ଷର ରୁ ଆରମ୍ଭ ହେଇଥାଏ ସେମାନଙ୍କ ଉପରେ ମହାଦେବଙ୍କ ର ଆଶ୍ରିବାଦ ସର୍ବଦା ଲାଗିରହିଥିବା ଏହି ଲୋକମାନେ ହୃଦୟରୁ ବୋହୁତ ଭଲ ହୋଇଥାନ୍ତି ଏହି ଲୋକଙ୍କ ଉପରେ ମହାଦେବଙ୍କ ର କୃପା ଦୃଷ୍ଟି ସର୍ବଦା ଲାଗି ରହିଥାଏ ଏହି କାରଣରୁ ଏମାନଙ୍କୁ କୌଣସି ପ୍ରକାରର ଅସୁବିଧାର ସାମ୍ନା କରିବା ପାଇଁ ପଡ଼ି ନଥାଏ