ଓଲିଉଡ଼ ଜଗତକୁ ଆସିଲା ବହୁତ ବଡ଼ ଦୁଃଖର ଖବର ଆରପାରିର ଏହି Lokapriya କଳାକାର, ଶୋକରେ ବୁଡ଼ିଲା ପୁରା ଫିଲ୍ମ ଜଗତ…

ନମସ୍କାର ଦର୍ଶକ ବନ୍ଧୁ ଚଳଚିତ୍ର ଜଗତପାଇଁ ଆସିଲା ବଡ ଦୁଃଖଦ ଖବର ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି | ତେବେ ତାଙ୍କର ମୃ-ତୁ ବେଳକୁ 77ବର୍ଷ ହୋଇଥିଲା | ରହୁଥିବା ତାଙ୍କ ଫ୍ଲାଟରୁ ତାଙ୍କ ଦେହ ମିଳିଥିଲା ଦୁଇ ତିନି ଦିନ ପୂର୍ବରୁ ତାଙ୍କର ମୃ-ତୁ ହୋଇଥିବା ପୋଲିସ ସନ୍ଦେହ କରୁଛି |

ଆମ ଦେଶ ହେଉଛି କଳାକାର ସଂସ୍କୃତିର ଦେଶ ଏଠାରେ ଅନେକ କଳାକାର ରହିଛନ୍ତି ନାଚ ହେଉ ବା ଗୀତ ସବୁଠାରୁ ଆଗରେ କୁହ ଯାଉଛି | ଏହି ପ୍ରସିଦ୍ଧ ଅଭିନେତା କିଛି ଦିନ ତଳୁ ଏକ ଭଡା ଘରେ ରହୁଥିଲେ ହଟାତ ତାଙ୍କ ଘରୁ ଦୁର୍ଘନ୍ଦ ଆସିବା ପରେ ପଡ଼ୋଶିମାନେ ପୋଲିସକୁ ସୂଚନା ଦେଇଥିଲେ |

ପ୍ରସିଦ୍ଧ ଅଭିନେତାଙ୍କ ଦେହାନ୍ତ ଖବର ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ତାଙ୍କ ପରିବାର ସଦସ୍ୟଙ୍କୁ ଚକିତ କରିଛି | ଅନେକ ଧାରାବାହିକ ଓ ଫିଲ୍ମରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଥିଲେ | ଲୋକପ୍ରିୟତା ଅଭିନେତା ରବୀନ୍ଦ୍ର ମରାଠୀ ଫିଲ୍ମ ସହିତ ହିନ୍ଦୀ ଚଳଚିତ୍ର କାମ କରିଥିଲେ |

ରବୀନ୍ଦ୍ରଙ୍କ ମୃ-ତୁରେ ଅନେକ କଳାକାର ଶୋକପ୍ରକାଶ କରିଛନ୍ତି ଏବଂ ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି |

Leave a Reply

Your email address will not be published. Required fields are marked *