Sindura ra Adhikara ସିରିଏଲ୍‌ର ଅଭିନେତା ମାନଙ୍କ ପ୍ରକୃତ ନାମ, ଆଗରୁ କେବେ ଶୁଣିନଥିବେ, ଆପଣଙ୍କ ପ୍ରିୟ ଅଭିନେତାଙ୍କ ନା ଶୁଣିଲେ ଉଡ଼ିଯିବ ଆପଣଙ୍କ ହୋସ…

ନମସ୍କାର ଦର୍ଶକ ବନ୍ଧୁ ତରଙ୍ଗ ଟିଭିର ଲୋକପ୍ରିୟ ସିରିଏଲ ହେଉଛି ସିନ୍ଦୁର ଅଧିକାର ଏହି ସିରିଏଲ ଟିକୁ ସାରା ଓଡ଼ିଶାରେ 7ରୁ 8କକ୍ଷ ଲୋକ ପ୍ରତିଦିନ ଦେଖନ୍ତି | ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ଏହି ସିରିଏଲରେ କାମ କରୁଥିବା ସବୁ ଆକ୍ଟର ମାନଙ୍କର ପ୍ରକୃତ ନାମ ବିଷୟରେ |

ନମ୍ବର 1 ରେ ଆସୁଛନ୍ତି ଇତି ତାଙ୍କର ପ୍ରକୃତ ନାମ ହେଉଛି ସିମରାନ ଦାସ |

ନମ୍ବର 2 ରେ ଆସୁଛନ୍ତି ଆରବ ତାଙ୍କର ପ୍ରକୃତ ନାମ ହେଲା ସନଜ କୁମାର |

ନମ୍ବର 3 ରେ ଆସୁଛନ୍ତି ଉରବି ତାଙ୍କର ପ୍ରକୃତ ନାମ ହେଉଛି ସୁଚରିତା ସ୍ୱାଇଁ |

ନମ୍ବର 4 ରେ ଆସୁଛନ୍ତି ପବିତ୍ରା ଯିଏକି ବର୍ତ୍ତମାନ ଇତିଙ୍କର ମା ଭୂମିକାର ଅଭିନୟ କରୁଛନ୍ତି ତାଙ୍କର ପ୍ରକୃତ ନାମ ହେଉଛି ମୋନିକା କରନ |

ନମ୍ବର 5 ରେ ଆସୁଛନ୍ତି ରୋମି ଯିଏକି ଏହି ସିରିଏଲରେ ନିଜର ଦମଦାର ଅଭିନୟ କରୁଛନ୍ତି ତାଙ୍କର ପ୍ରକୃତ ନାମ ହେଲା ଅମରଜିତ ମିଶ୍ର |

ନମ୍ବର 6 ରେ ଆସୁଛନ୍ତି ଧନ ଯିଏକି ରୋମିଙ୍କର ପତ୍ନୀ ଭୂମିକାରେ ଅଭିନୟ କରୁଛନ୍ତି ତାଙ୍କର ପ୍ରକୃତ ନାମ ହେଲା ପ୍ରିୟା ପଣ୍ଡା |

ନମ୍ବର 7 ରେ ଆସୁଛନ୍ତି ଲାଲୀ ତାଙ୍କର ପ୍ରକୃତ ନାମ ହେଉଛି କୁନି ପଣ୍ଡା |

ନମ୍ବର 8 ରେ ଆସୁଛନ୍ତି ସମର ଯାହାଙ୍କୁ ବର୍ତ୍ତମାନ ପବିତ୍ରା ବିବାହ କରିଛନ୍ତି ତାଙ୍କର ପ୍ରକୃତ ନାମ ହେଉଛି ସୋହମ ସିଂ |

ନମ୍ବର 9 ରେ ଆସୁଛନ୍ତି କାମ୍ୟା ସେ ଏହି ସିରିଏଲରେ ଉର୍ବଙ୍କର ମା ଭୂମିକାରେ ଅଭିନୟ କରୁଛନ୍ତି ଏବଂ ଏହି ସିରିଏଲରେ ନେଗେଟିଭ ଭୂମିକାରେ ଅଭିନୟ କରୁଛନ୍ତି ଆଉ ତାଙ୍କର ପ୍ରକୃତ ନାମ ହେଲା ମିଲି ସ୍ୱପ୍ନା ମହାପାତ୍ର |

ନମ୍ବର 10 ରେ ଆସୁଛନ୍ତି ଦାମିନୀ ଯିଏକି ଆରବଙ୍କର ମା ଭୂମିକାରେ ଅଭିନୟ କରୁଛନ୍ତି ତାଙ୍କର ପ୍ରକୃତ ନାମ ହେଉଛି ଚୁନି ରିୟା |

ନମ୍ବର 11 ରେ ଆସୁଛନ୍ତି ରୋମା ଯାହାଙ୍କର ପ୍ରକୃତ ନାମ ହେଉଛି ଡେଜି ସିଂ |

ନମ୍ବର 12 ରେ ଆସୁଛନ୍ତି ତିଳତମା ତାଙ୍କର ପ୍ରକୃତ ନାମ ହେଉଛି ବୋବି ପରିଡ଼ା |

ନମ୍ବର 13 ରେ ଆସୁଛନ୍ତି ରାଘବ ତାଙ୍କର ପ୍ରକୃତ ନାମ ହେଉଛି ପ୍ରଦୋଷ ନାୟକ |

ନମ୍ବର 14 ରେ ଆସୁଛନ୍ତି ମିଠୁ ଯାହାଙ୍କର ପ୍ରକୃତ ନାମ ହେଉଛି ଲିଙ୍କୁ ଚୋୖଧିରି |

ନମ୍ବର 15 ରେ ଆସୁଛନ୍ତି ନିକି ଯାହାଙ୍କର ପ୍ରକୃତ ନାମ ହେଉଛି ଅସ୍ମିତା ନନ୍ଦ |

ନମ୍ବର 16 ଆସୁଛନ୍ତି ସତ୍ୟମୁର୍ତି ତାଙ୍କର ପ୍ରକୃତ ନାମ ହେଉଛି ବିକାଶ ନାୟକ |

Leave a Reply

Your email address will not be published. Required fields are marked *