ନମସ୍କାର ଦର୍ଶକବଂଧୁ ଓଁ କାର ଧୋନି ଏମିତି ଏକ ଶବ୍ଦ ଯାହା ହିନ୍ଦୁ ଧର୍ମରେ ପବିତ୍ର ଶବ୍ଦ ରୂପରେ ଗଣାଯାଇଛି ସୃଷ୍ଟିର ଆଦ୍ୟ ଶବ୍ଦ ହେଉଛି ଓଁକାର ଧୋନି ଯାହା ଦ୍ୱାରା ଆତ୍ମା ପରମାତ୍ମା ସାଙ୍ଗରେ ମିସିପାରେ ଓମ କୁ ଈଶ୍ୱରଙ୍କ ସ୍ୱର୍ଗ ବୋଲି ମନାଯାଏ ତାହେଲେ ପ୍ରକୃତରେ ଓଁ କାର ଶବ୍ଦର କିଛି ବିଶେଷତ୍ୱ ଅଛି ହଁ ଦର୍ଶକବନ୍ଧୁ ଏହି ପବିତ୍ର ଓଁ କାର ଶବ୍ଦକୁ ହଜାର ହଜାର ବର୍ଷ ପୂର୍ବରେ ମୁନି ରୁଷି ମାନେ ବେଦରେ ଦର୍ଶାଇଛନ୍ତି |
ଆଉ ବର୍ତ୍ତମାନ ନାସା ଆକାଶ ଗଙ୍ଗା ମଧ୍ୟରେ ଏହି ବ୍ଲାକ କଲର ଧୋନି ରେକର୍ଡ କରିଛି ଯାହା ଆପଣମାନେ ଶୁଣି ପାରୁଛନ୍ତି | ଏହି ରେକର୍ଡ କରାଯାଇଥିବା ଓଁ ଧୋନି ବ୍ଲାକ ହୋଲରୁ ଆସୁଛି ନାସା ଅନ୍ତର୍ଗତ ଅନୁସନ୍ଧାନ ମିଶନ ଏହି ଶବ୍ଦର ସନ୍ଧାନ ପାଇଛି ଆଜି ଯାଏ ସମସ୍ତଙ୍କ ଧାରଣା ଥିଲେ ଯେ ଅନ୍ତରକ୍ଷୀୟ ରେ କୌଣସି ଶବ୍ଦ ନାହିଁ |
ତାହା ବର୍ତ୍ତମାନ ଭୁଲ ପ୍ରମାଣିତ ହୋଇଛି 250 ମିଲିୟନ ପ୍ରକାଶିତ ଥିବା ବ୍ଲାକ ହୋଲରୁ ଅବିରତ ଭାବରେ ଏହି ଓଁ କାର ଶବ୍ଦ ଉତ୍ପନ ହୋଉଛି ଯାହାର ପ୍ରମାଣ ବର୍ତ୍ତମାନ ନାସା ପାଇସାରିଛି ବନ୍ଧୁମାନେ ବର୍ତ୍ତମାନ ଅତ୍ୟାଧୁନିକ ଯୁଗରେ ବିଜ୍ଞାନ ଏହି ଓଁ ଶବ୍ଦକୁ ସ୍ଥାପନ କରିଛି |
କିନ୍ତୁ ହଜାର ବର୍ଷ ପୂର୍ବେ ଆମ ହିନ୍ଦୁ ଧର୍ମର ମୁନୀ ଋଷି ମାନେ ଏହି ଶବ୍ଦର ସନ୍ଧାନ ପାଇଥିଲେ ଆଉ ଏହି ଓଁ ଧୋନିଙ୍କୁ ଈଶ୍ୱରଙ୍କ ସ୍ୱରୂପ ଭାବରେ ମାନି ନେଇଥିଲେ |