ନମସ୍କାର ଦର୍ଶକବନ୍ଧୁ ଇଶ୍ରମ କାର୍ଡ ଧାରୀଙ୍କ ପାଇଁ ଆସିଲା ବହୁତ ବଡ ଖବର ତିନି ମାସ ଭିତରେ ଇଶ୍ରମ କାର୍ଡ ପୋର୍ଟାଲକୁ ପଞ୍ଜିକୃତକୁ ରାସନ କାର୍ଡ ପାଇଁ ନିର୍ଦେଶ ଯଦି ଆପଣଙ୍କର ମଧ୍ୟ ଇଶ୍ରମ କାର୍ଡ ରହିଛି ତେବେ ଜାଣି ରଖନ୍ତୁ ଆପଣଙ୍କୁ ମିଳିବାକୁ ଯାଉଛି ରାସନ କାର୍ଡ଼ର ସୁବିଧା ଆସନ୍ତୁ ସମ୍ପୂର୍ଣ୍ଣ ଖବର ଜାଣିବା | ଅଣସଂଘଟିତ ଏବଂ ପ୍ରବାସୀ ଶ୍ରମିକଙ୍କୁ ଇଶ୍ରମ ପୋର୍ଟାଲରେ ପଂଜିକୃତ କର ଯେଉଁମାନେ ଜାତୀୟ ସୁରକ୍ଷା ଖାଦ୍ୟ ଯୋଜନାରେ ବାଦ ପଡିଛନ୍ତି |ସେମାନଙ୍କ ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି |
ତେବେ ଆସନ୍ତା ଅକ୍ଟୋବର 3 ତରିକା ସୁଧା ସଂକ୍ରାନ୍ତରେ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ କୁହାଯାଇଛି |ସୂଚନା ଅନୁସାରେ ଓଡ଼ିଶାରେ ସମୁଦାୟ 1,33,42,000 ବ୍ୟକ୍ତି ଇଶ୍ରମ ପୋର୍ଟାଲରେ ପଞ୍ଜିକୃତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ପ୍ରକୃତରେ କେତେ ଜଣକ ପାଖରେ ପ୍ରକୃତରେ ରାସନ କାର୍ଡ ଅଛି ଏବଂ କେତେଜଣ ରାସନ କାର୍ଡ ପାଇଁ ଯୋଗ୍ୟ ଏ ସମ୍ପର୍କରେ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ନାହିଁ ଏହାକୁ ନେଇ ରାଜ୍ୟ ବିଭାଗ କମିଶନର ଏକ ଭିନ୍ନ ମତ ଦେଇଛି |
ତେବେ ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ଜାରି ଆଦେଶ ଅନୁସାରେ 2021 ମସିହା ଅଗଷ୍ଟ 26 ତାରିକରେ ଶ୍ରମ ଏବଂ ନିୟୋଜନ ମନ୍ତ୍ରାଳୟ ପକ୍ଷରୁ ଇଶ୍ରମ ପୋର୍ଟାଲର ଆରମ୍ଭ ହୋଇଥିଲା ତେବେ ପଂଜିକୃତ ପ୍ରବାସୀ ଏବଂ ଅସଙ୍ଘଟିତ ମଧ୍ୟରୁ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଖାଦ୍ୟ ସରକାର ପୋର୍ଟାଲରେ ସାମିଲ କରିବା ଏହି ପୋର୍ଟାଲର ଲକ୍ଷ ତେବେ 20 ଟଙ୍କା ଲେଖାଏଁ ଜଣେ ଶ୍ରମିକ ପଞ୍ଜିକୃତ କରି ଥାଆନ୍ତି |
ଦେଶର 38,37,42,394 ପ୍ରବାସୀ ଶ୍ରମିକ ମଧ୍ୟରୁ 28,86,23,993 ଜଣପଞ୍ଜିକୃତ କରି ସାରିଛନ୍ତି ତେବେ ଯାହାକି ବଡ଼ ଅପଡେଟ ମୁତାବକ ଆସନ୍ତା ଅକ୍ଟୋବର 3 ତାରିକ ସୁଦ୍ଧା ଷ୍ଟାଟସ ରିପୋର୍ଟ ଜାରି ହୋଇଛି ତେବେ ଆପଣ ଜଣେ ଇଶ୍ରମ କାର୍ଡ ଧାରୀ ଆପଣଙ୍କ ଇଶ୍ରମ କାର୍ଡ ଅଛି ଆଉ ଆପଣ ରାସନ କାର୍ଡ ପାଇଁ ଯୋଗ୍ୟ ହେଉଛନ୍ତି ତେବେ ଖୁବ ଶୀଘ୍ର ଆପଣଙ୍କୁ ମଧ୍ୟ ମିଳିବାକୁ ଯାଉଛି ଏକ ନୂଆ ରାସନ କାର୍ଡ |