ଭାରତ କାହିଁକି ଜିତିପାରି କୌଣସି ICC ଟ୍ରଫି ? Harbhajan Singh କହିଲେ ଏହାର ମୁଖ୍ୟ କାରଣ !!

ଭାରତୀୟ ଦଳକୁ ICC ଟୁଣ୍ଣାମେଣ୍ଟରେ ଗତ ଅନେକ ବର୍ଷ ହେବ ଜିତୁଥିବାର ଦେଖିବା ପ୍ରଶଂସକ ମାନଙ୍କର ସ୍ବପ୍ନ ହୋଇ ରହିଛି | ମହିନ୍ଦ୍ରସିଂ ଧୋନିଙ୍କ ଅଧିନାୟକରେ ଭାରତୀୟ ଦଳ ଅନେକ ଟ୍ରଫି ଜିତିଥିଲା ଯେବେଠାରୁ ଅଧିନାୟକ ବିରାଟ କହିଲି ହୁଅନ୍ତୁ କିମ୍ବା ରୋହିତ ଶର୍ମା ଗୋଟିଏବି ICC ଟ୍ରଫି ଦଳର ଆକାଉଣ୍ଟକୁ ଆସିନାହିଁ |

ପ୍ରତେକଥର ନକାଉଟ ରାଉଣ୍ଡରେ ପହଁଚିବା ପରେ ଭାରତୀୟ ପ୍ରଶଂସକ ମନ ଭାଙ୍ଗିଯାଇଛି | ପୂର୍ବତ୍ତନ ଭାରତୀୟ କ୍ରିକେଟର ହରବଚନସିଂ କହିଛନ୍ତି ICC ଟୁଣ୍ଣାମେଣ୍ଟରେ ରେ ଭାରତୀୟ ଦଳ କେଉଁଠରେ ଭୁଲ କରୁଛି | ପୂର୍ବତନ ସ୍ପିନ ବୋଲର ହରବଚନସିଂ କହିଛନ୍ତି ଦଳ ସମାନ ଭୁଲ ବାରମ୍ବାର ରିପିଟ କରୁଛି |

ଟିମ ଇଣ୍ଡିଆ ଗୋଟିଏ ଦଳ ଭାବରେ ମିଳିତ ଭାବରେ ଖେଳୁନାହିଁ ତାଙ୍କର କହିବାର ଅର୍ଥ ହେଉଛି ପ୍ରତେକ ଖେଳାଳି ନିଜ ଅନୁଯାଇ ନିଜ ପାଇଁ ଖେକୁଛନ୍ତି | news 24ରେ ସୂଚନା ଦେଇ ହାର୍ବାଚନସିଂ କହିଛନ୍ତି ଟିମ ଇଣ୍ଡିଆ ICC ଟୁଣ୍ଣାମେଣ୍ଟରେ ବିଫଳ ହେଉଛି କାରଣ ସେମାନେ ଏକ ଦଳ ଭାବରେ ଖେଳୁନାହାଁନ୍ତି |

ସେ କହିଛନ୍ତିଯେ ଆମ ପାଖରେ କଣ ଥିଲା ଆଉ ତାଙ୍କ ପାଖରେ କଣ ନାହିଁ ତାହା କହିବା ମୋ ପାଇଁ କଷ୍ଟକର ଅଟେ | କହିବା କଥାଯେ ଯେଉଁ ଖେଳାଳି ଦେଶ ପାଇଁ ଖେଳନ୍ତି ସେ କୌଣସି ସମୟରେ ହୁଅନ୍ତୁ ନା କାହିଁକି ସେମାନଙ୍କର ଏକମାତ୍ର କାମ ହେଉଛି ଭଲ ଖେଳିବା ଏବଂ ଦେଶକୁ ଜିତିବା |

Leave a Reply

Your email address will not be published. Required fields are marked *