ବିଶ୍ୱର ସବୁଠୁ ବଡ ଡ୍ୟାମ,,ଯେଉଁ ଡ୍ୟାମ ପାଇଁ ଦିନ ବଡ ରାତି ଛୋଟ ,ଜାଣନ୍ତୁ ଏହି ଡ୍ୟାମର ରହସ୍ୟ ବିଷୟରେ

ନମସ୍କାର ଦର୍ଶକବନ୍ଧୁ ବିଶ୍ୱର ସବୁଠାରୁ ବଡ଼ ଡ୍ୟାମ ଚାଇନାର ଥ୍ରୀ ଗର୍ଗେଶ ଡ୍ୟାମ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ପୃଥିବୀର ଘୁରିବା ଶକ୍ତି କମିଯାଇଛି ଅର୍ଥାତ ଦିନ ବଡ଼ ରାତି ଛୋଟ ହୋଇଯାଇଛି ଏହି ଡ୍ୟାମ କେତେ ବଡ଼ ଡ୍ୟାମର ଉଚ୍ଚତା 181 ମିଟର ବା 594 ଫୁଟ ଏହି ଡ୍ୟାମର ଲମ୍ବା 2335 ମିଟର 7681 ଫୁଟ ଏହି ଡ୍ୟାମର ନିର୍ମାଣର କାର୍ଯ୍ୟରେ 37,000 ବିଲିୟନ ଟଙ୍କା ଖର୍ଚ୍ଚ ହୋଇଥିଲା ଏହି ଡ୍ୟାମ 22,000 ମେଗା ୱାଟ ବିଦ୍ୟୁତ ଉତ୍ପାଦନ ହେଲା ବୋଲି ପ୍ରୋବାଇନ ଲଗାଯାଇଛି |

ଏହି ଡ୍ୟାମକୁ ତିଆରି କରିବା ପାଇଁ 4,63,000 ହଜାର ଷ୍ଟିକ ବ୍ୟବହାର କରାଯାଇଥିଲା ଯେଉଁ ଷ୍ଟିଲରେ ଚାରୋଟି ଆଇଫୋନ ଟାୱାର ତିଆରି ହୋଇଥିଲା ଏହି ଡ୍ୟାମ ପାଇଁ କଣ ଲାଭ ହୋଇଛି ଆସନ୍ତୁ ଜାଣିବା ଏହି ଡ୍ୟାମ ଯୋଗୁଁ 31 ମିଲିୟନ କୋଇଲାକୁ ଧରିତ୍ରୀରେ ସାଇତିକି ରଖାଯାଇଛି ଏହି ଡ୍ୟାମ ପାଇଁ କାର୍ବନ ଦଇଅକ୍ସାଇଡର ମାତ୍ରା କମି ଯାଇଛି ଏହି ଡ୍ୟାମ ପାଇଁ କଣ କ୍ଷତି ହୋଇଛି ଆପଣମାନେ ଜାଣିଥିବେ |

ଯେଉଁ ଜିନିଷରେ ଲାଭ ଥାଏ ସେହି ଜିନିଷରେ କ୍ଷତି ମଧ୍ୟ ଥାଏ ଏହି ଡ୍ୟାମର ପାଣିକୁ ଷ୍ଟୋର କରି ରଖାଯାଇଛି ଏତେ ମାତ୍ରାରେ ପାଣି ଷ୍ଟୋର କରି ରଖିବାରୁ ପୃଥିବୀର ଘୁରିବା ଶକ୍ତି କମି ଯାଇଛି ଏହି ଡ୍ୟାମକୁ ତିଆରି କରିବା ପାଇଁ 13 ଟି ସହରକୁ ଇସ୍ତାପିଦ କରା ଯାଇଥିଲା ଏବଂ 31,00,000 ଅଧିକ ଲୋକଙ୍କୁ ଏହି ଡ୍ୟାମରୁ ଯିବାକୁ ପଡିଥିଲା ଏହି ଡ୍ୟାମ ଯୋଗୁଁ ଆମ ଭାରତର ବ୍ରହ୍ମପୁତ୍ର ନଦୀ ଉପରେ ପ୍ରଭାବ ପଡ଼ିଛି |

ବ୍ରହ୍ମପୁତ୍ର ନଦୀର ଜଳସ୍ତର କମି କମି ଯାଇଛି ଏହି ଡ୍ୟାମ ତିଆରି ହେବାରୁ ଆମ ଦେଶ ଭାରତର କ୍ଷତି ହୋଇଛି ଏହାତ ଆପଣମାନେ ଜାଣିଥିବେ ଯେତେ ବଡ଼ ଡ୍ୟାମ ସେତେବଡ଼ ବିପଦ ଯଦି ଏହି ଡ୍ୟାମ କୌଣସି କାରଣ ଯୋଗୁଁ ଭାଙ୍ଗିଯାଏ ତାହେଲେ ସାରା ବିଶ୍ୱକୁ ପ୍ରଳୟର ସାମ୍ନା କରିବାକୁ ପଡ଼ିବ |

Leave a Reply

Your email address will not be published. Required fields are marked *