ନମସ୍କାର ଦର୍ଶକବନ୍ଧୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଆସିଗଲା ବଡ଼ ଖୁସି ଖବର ଯାହାକି ଆଗାମୀ 14 ତମ କିସ୍ତି କେବେ ଆସିବ ଫାଇନାଲ ଡେଟ ଆସିଗଲା ସରକାର ମଧ୍ୟ ଘୋଷଣା କରିଦେଲେ ଏହା ସହିତ ଏଥିରେ ନୂଆ ଲିଷ୍ଟ ମଧ୍ୟ ଜାରି ରହିଛି ଆପଣ ଏହି ଲିଷ୍ଟ ଚେକ କରିକି ଦେଖିପାରିବେ ଯେଉଁମାନଙ୍କ 14 ତମ କିସ୍ତି ଟଙ୍କା ବାବଦରେ 2,000 ଟଙ୍କା ଜମା ହୋଇଯିବ ତେବେ ଆସନ୍ତୁ ଆମେ ସମ୍ପୂର୍ଣ୍ଣ ଡିଟେଲସ ରେ ଜାଣିବା |
ପ୍ରଥମେ ଆପଣ ଯାଇକି ପିଏମ କିଷାନ ଡଟ ଜିଓଭି ଓପନ କରିବେ ଏଠି ଦେଖନ୍ତୁ ରେଡ କଲରରେ ମେନସନ ଆସି ଯାଇଛି ଘୋଷଣା ହେଇ ଯାଇଛି ଏହି ୱେବସାଇଟ ଜରିଆରେ କିନ୍ତୁ ଆଗାମୀ ଯେଉଁ ଆସିବାକୁ ଯାଉଛି 14 ତମ କିସ୍ତିର ଟଙ୍କା ଆସିଯିବ 2,000 ଟଙ୍କା | ତେବେ କେଉଁମାନଙ୍କୁ ଯେଉଁମାନଙ୍କ ଲିଷ୍ଟରେ ନାମ ଥିବ ଲିଷ୍ଟ ଆପଣ କେମିତି ଦେଖିବେ ଆପଣ ୱେବସାଇଟ ଓପନ କରିକି ସାଇଟରେ ଦେଖିବେ |
ଆପଣ ୱେବସାଇଟ ଓପନ କରିକି ସାଇଟରେ ଦେଖିବେ ବେନୀଫେସିଆରୀ ଲିଷ୍ଟ | ତାହା ଉପରେ କ୍ଲିକ କରିଦେବେ ଏଥିରେ କିଛି ନୂଆ ନାମ ଆଡ଼ ହେଇଚି ତାହା ପରେ ଆପଣ ଓଡିଶା ଷ୍ଟେଟ ସିଲେକ୍ଟ କରିବେ ତାପରେ ଡିଷ୍ଟ ଯାଜପୁର ଆପଣ ତା ଉପରେ କ୍ଲିକ କରିବେ ସବ ଡିଷ୍ଟ ଆପଣଙ୍କ ଯାହା ବି ଥିବ ଆପଣ ଦେଇଦେବେ ବ୍ଲକ ଆପଣ ଯେଉଁ ବ୍ଲକ ଦେଖିବାକୁ ଚାହୁଁଥିବେ |
ତାହା ସାମ୍ନାରେ ଆସିଯିବ ଏବଂ ନିଜ ଭିଲେଜ ଦେଇ ଗେଟ ରିପୋର୍ଟରେ କ୍ଲିକ କରିବେ ଦେଖିବେ କିଛି ନୂଆ ଲିଷ୍ଟ ଆରମ୍ଭ ହୋଇଛି ଯାହା ପୂର୍ବରୁ ଆପଣଙ୍କ ନାମ ଥିବ କିଛି ନାମ ମଧ୍ୟ ଆଡ଼ ହୋଇଛି ଏହି ପ୍ରୋସେସରେ ଚେକ କରିଦିଅନ୍ତୁ ଆଗାମୀ 27 ତାରିକରେ ଆସିବାକୁ ପିଏମ କିଷାନ ଯୋଜନାର 14 ତମ କିସ୍ତିର ଟଙ୍କା |