ମେଷ – ଜଣେ ସତାନିଷ ବ୍ଯକିଭାବେ ଜନସାଧାରଣଙ୍କ ଆଦରଣୀୟ ହେବେ | ପ୍ରସନ୍ନ ବାକ୍ୟ ସଂଯୁକ୍ତ ହୋଇପାରନ୍ତି । ଜଣେ ବିବେକୀ ବ୍ୟକ୍ତିର ପରିଚୟ ସୃଷି କରିବେ | ବରିଷତା ବଜାୟ ରଖୁବେ |
ବୃଷ – ପିଲାଳିଆ ସ୍ଵଭାବସମ୍ପନ୍ନ ହୋଇପାରନ୍ତି । ଦ୍ୟୁତକ୍ରୀଡ଼ା ପ୍ରତି ଆଗ୍ରହା ପରକାଶ କରିପାରନ୍ତି | କଥାକଥାକେ କ୍ରୋଧ ସମୁରଣ କରି ଶୃଖଳିତ ଜୀବନଯାପନ କରିପାରନ୍ତି | ସମାଜସେବାରେ ନିଜର ରୁଚି ରଖୁବେ |
ମିଥୁନ – ପ୍ରଭୂତ ବିତ୍ତର ଅଧୁକାରୀ ହୋଇପାରନ୍ତି । ବିଳାସବ୍ୟସନ ପ୍ରତି ଅନାଗହୀ ହୋଇପାରନ୍ତି | ବହୁ ସୁଖର ଅଧୂକାରୀ ହେବେ | ନୂଆ ଜମିଳମା କିଣିପାରନ୍ତି | କମିତପ୍ର ହେବେ | ଞ୍ଞାନୀ ହେବେ |
କର୍କଟ – ଦୟାଳୁ ହୋଇପାରନ୍ତି । ବିନୀତ ସ୍ଵଭାବସମ୍ପନ୍ନ ହେବେ । ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ସୁଖପ୍ରଦ ହେବ | ପରୋପକାର ଓ ସମାଜସେବା ପ୍ରତି ଆପଣଙ୍କ ରୁଚି ଜାଗ୍ରତ ହେବାର ସମ୍ଭାବନା ଅଛି | ଗୁଣଞ| ହେବେ |
ସିଂହ – କଳହରୁ ଅପସରି ଯାଇପାରନ୍ତ | ଶତୁ ମିତ୍ର ହୋଇପାରନ୍ତି | ନିର୍ଭୟରେ କାଯା ସମ୍ପାଦନ କରି ପ୍ରଶଂସାର ପାତ୍ର ହେବେ | ଧମି କାର୍ଯ୍ୟରେ ଧନ ବ୍ୟୟ କରିବେ | ସୁସ ଓ ନିରାମୟ ରହିବେ | କର୍ମଠ ହେବେ |
କନ୍ୟା – ମନୋଜ୍ଞ ହୋଇପାରନ୍ତି ବିଚକ୍ଷଣ ବୁଦ୍ଧସମ୍ପନ୍ନ ହେବେ। ସୁସ୍ଥ ଓ ସୁଦୃଶ୍ୟ ଶରୀର ସମ୍ପନ୍ନ ହେବେ । ସଦାସର୍ବଦା ସମୃଦ୍ଧି ପଇଁ ତପ୍ପର ହୋଇପରନ୍ତି । ବହୁ ମିତ ଓ ଆମୀୟଙ୍କ ଶଵାଭାଳନ ହେବେ | ତେଜୀୟନ ହେବେ |
ତୁଳା – ବହୁବାଦୀମାନଙ୍କର ହିତସାଧନ କରିପାରନ୍ତି | ଉଦ୍ଯୋଗୀ ହେବେ | ପୂଣ୍ୟକମା ହୋଇପାରନ୍ତି | ଦୃଢ଼ ହେବେ | ବିଖ୍ୟାତ କୀର୍ିସମ ସପନ କରିପାରନ୍ତି | ଧୃତ କମିଦକ୍ଷ ହେବେ | ପରୋପକାରୀ ହେବେ |
ବିଛା – ସନାନ ସୁଖରେ ସୁଖୀ ହେବେ | ଜିତେନ୍ଦୀୟ ହୋଇପାରନ୍ତି | ଧମିରତ ରହିବେ। ବିଭାଗୀୟ ଉଚ୍ଚ କର୍ଭୂପକ୍ଷଙ୍କ ବିଶ୍ଵସ୍ତ ହୋଇପାରନ୍ତି । ନିଜ ଆତ୍ମୀୟ ବନ୍ଧୁବାନ୍ଧବଙ୍କ ପ୍ରତି ସମ୍ମାନବୋଧ ରହିବ | କର୍ମଠ ହେବେ |
ଧନୁ – ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି । ଜ୍ଲୀବ ଓ କୃପଣ ସ୍ଵଭାବସମ୍ପନ୍ନ ହୋଇପାରନ୍ତି | ପୁଣ୍ର କ୍ଷୟ ହୋଇପାରେ | ଅତି ସତରକରେ ଚଳିବାକୁ ପଡ଼ିବ | ସେବାକୁ ଜୀବନର ବତଭାଜେ ଗ୍ରହଣ କରିବେ |
ମକର – ପତ୍ନୀ ସର୍ବ ସୁଲକ୍ଷଣଯୁକ୍ତା ହୋଇପରନ୍ତି । ସ୍ନେହମୟୀ ଲୌଭାନ୍ନିତ ହେବେ | ତାଙ୍କଠାରେ ସତ୍ୟପରାୟଣତା ଓ ଦୟାଳୁ ଭାବ ପରିସୁଟା ହେବ | ପୁତ୍ବତୀ ଓ ଅତିଥୂ ପରାୟଣତା ହେବେ | କମିଠ ହେବେ |
କୁମ୍ଭ – ଧନ ଅଜନରେ ସଫଳତା ମିଳିପାରେ | କମ ତପ୍ର ପ୍ରକାଶ ପାଇବ | ନିର୍ଭୀକ ଭାବେ ନିଜର ମତାମତ ବ୍ୟକ୍ତ କରି ପା ରନ୍ତି। ମନୋଭାବ ସହନଶୀଳ ହେଲେ ଚି ଶାସକ ଭାବେ ଅନୁଶୀଳନ ଜାରି ରଖୁବ |
ମିନ – ଜ୍ଞାନଗରିମା ସମ୍ପନ୍ନ ହୋଇପାରନ୍ତି ରୂପବାନ୍ ହେବେ। ବହୁମିତ୍ରଙ୍କ ସାନିଧ ମିଳିବ ଧନସହିତ ବିଦ୍ଯାଲାଭର ସୂଚନା ମିଳୁଛି | ଦେବ, ଗୁରୁ. ଦିଜ ଭକ ହେବେ | ପଢ଼ୀଙ୍କ ପରାମଶିରେ ଚଳିବାକୁ ପଡ଼ିବ |