Weather Update ମାଡି ଆସୁଛି ବଡ଼ ବର୍ଷା, ଏହି ସବୁ ଜିଲ୍ଲା ହାଇ ଆଲର୍ଟ !!

ନମସ୍କାର ଦର୍ଶକ ବନ୍ଧୁ ପାଣିପାଗକୁ ନେଇ ଆସିଲା ବଡ ଖବର ଆଗକୁ ପ୍ରବଳ ବର୍ଷାର ସମ୍ଭାବନା ଆଗାମୀ 48ଘଣ୍ଟା ମଧ୍ୟରେ ଉତର ପଶ୍ଚିମ ବଙ୍ଗପସାଗର ଅଞ୍ଚଳରେ ଏକ ଘ୍ରୁର୍ଣ୍ଣିବଳୟ ସୃଷ୍ଟି ହୋଇଛି ଯାହାର ପ୍ରଭାବରେ ରାଜ୍ୟରେ 19ରୁ 22 ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ | ଏହାକୁ ଦୃଷ୍ଟି ରଖି ରାଜ୍ୟରେ ବିଭିନ ଜିଲ୍ଲାକୁ ୟୋଲୱାରନିଙ୍ଗ ଜାରିକରିଛି ପାଣିପାଗ ବିଭାଗ |

ବର୍ତ୍ତମାନ ସମୟରେ ସାରା ରାଜ୍ୟରେ ମୌସୁମୀ ବର୍ଷା ଜାରିରହିଛି ସକ୍ରିୟ ମୌସୁମୀ ଓ ଘୁର୍ଣ୍ଣିବଳୟ ଯୋଗୁ ଦୁଇଦିନ ହେବ ରାଜ୍ୟର ବିଭିନ ସ୍ଥାନରେ ବର୍ଷାର ବୃଦ୍ଧି ପାଇଛି | ଅନ୍ୟପଟେ ଆସନ୍ତା 12ଘଣ୍ଟା ମଧ୍ୟରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ତେବେ ଏହାର ପ୍ରଭାବ ସିଧାସଳଖ ଓଡିଶା ଉପରେ ଏହାର ପ୍ରଭା କଣ ରହିବ ଆସନ୍ତୁ ଜାଣିବା |

ଆସୁଛି ବଡ ବର୍ଷା 19ରୁ 22 ପର୍ଯ୍ୟନ୍ତ ବରଷିବ ଫୁଲିବ ନଦୀ ଧସିବ ପାହାଡ ସହରାଞ୍ଚଳରେ ଉଛୁଳିବ ଡ୍ରେନ ସୃଷ୍ଟି ହେବ ଟ୍ରାଫିକ ସମସ୍ୟା | ଦକ୍ଷିଣ ଅଭ୍ୟନ୍ତରଣ ଓଡ଼ିଶାରେ ସଂଗୀନ ହେବ ସ୍ତିତି ଅଧିକାଂଶ ଜିଲ୍ଲାରେ 2ମିଲିମିଟରୁ ଅଧିଆ ବର୍ଷା ହେବାର ସମ୍ଭାବନା ରହିଛି |

ଏହାକୁ ନେଇ ସତର୍କ କରାଇଲା ପାଣିପାଗ ବିଭାଗ ଗତକାଲି ଉତର ପଶ୍ଚିମବଙ୍ଗ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡ଼ରୁବଲ ହୋଇ ଉତର ଛତିଶଗଡ଼ ଆଡକୁ ମୁଁହାଇଛି ପ୍ରଭାବରେ ଆସନ୍ତାକାଲି ଅଭ୍ୟନ୍ତରଣ ଓଡ଼ିଶାରେ ସବୁ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହେବ | ଛତିଶଗଡ଼ ଉପର ମୁଣ୍ଡରେ ମଧ୍ୟ ଭଲ ବର୍ଷାର ପରିମାଣ ମଧ୍ୟ ବଢିବ ଫଳରେ ବିଭିନ ନଦୀ ଜଳସ୍ତରଧୀରେ ଧୀରେ ବଢ଼ିବ |

ଏହା ସହିତ ଆସନ୍ତା 24 ଘଣ୍ଟା ମଧ୍ୟରେ ଉତର ପଶ୍ଚିମ ବଙ୍ଗପସାଗରରେ ଆଉ ଏକ ଘ୍ରୁର୍ଣ୍ଣିବଳୟ ସୃଷ୍ଟି ହେବ 19 ତାରିଖ ବେଳକୁ ଏହା ଲଘୁଚାପର ରୂପ ନେଇ ଛତିଶଗଡ଼ ମୁହାଁଇବ | ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଗଞ୍ଜାମ, ରାୟଗଡ଼ା, ଗଜପତି, ମାଲକାନଗିରି, କୋରାଫୁଟ, ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି |

Leave a Reply

Your email address will not be published. Required fields are marked *