ନମସ୍କାର ଦର୍ଶକବନ୍ଧୁ ପୁଣି ଖସିଲା ସୁନାର ଦର ଯଦି ଆପଣମାନେ ସୁନା କିଣିବାକୁ ଚାହୁଁଛନ୍ତି ତେବେ ଜାଣି ରଖନ୍ତୁ ଆସିଲା ବଡ଼ ଖୁସି ଖବର ତେବେ ଆଜି କେତେ ଟଙ୍କା ସୁନାର ଦର ରହିଛି କେତେ ଟଙ୍କା ହ୍ରାସ ପାଇଛି ଆପଣମାନେ ଯଦି କିଣିବାକୁ ଚାହୁଁଛନ୍ତି ସେତିକି ଟଙ୍କା ଦେଇ କିଣିପାରିବେ ଅର୍ଥାତ ଆମ ଓଡିଶା ରାଜଧାନୀରେ କେତେ ଟଙ୍କା ରହିଛି ଉଭୟ 22 କ୍ୟାରେଟ ଏବଂ 24 କ୍ୟାରେଟ ସୁନାର ଦର ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ ଜାଣିବା |
ଭାରତୀୟ ବୁଲେଁନ ଏବଂ ଜୁଏଲରି ଆନସାନ ପକ୍ଷରୁ ମିଳୁଥିବା ସୂଚନା ଅନୁସାରେ ଦିଲ୍ଲୀର ସର୍ଭେ ବଜାରରେ ଆଜି 10 ଗ୍ରାମ ପିଛା ସୁନା ଦର 56,520 ଟଙ୍କା ରହିଥିବା ବେଳେ 22 କ୍ୟାରେଟର ଦାମରେ 54,850 ଟଙ୍କା ଦେଖିବାକୁ ମିଳିଛି |
ସେହିପରୀ ମୁମ୍ବାଇର ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁଧ ସୁନା 24 କ୍ୟାରେଟ ଦାମରେ 10 ଗ୍ରାମ ପିଛା 57,450 ଟଙ୍କା ରହିଥିବା ବେଳେ 22 କ୍ୟାରେଟର ଦାମରେ 56,730 ଟଙ୍କା ଦେଖିବାକୁ ମିଳିଛି ଆଜି ଦରରେ |
ଏହା ଛଡ଼ା ସବୁଠାରୁ ବଡ଼ ଇମ୍ପୋଟେଣ୍ଟ ଆମ ରାଜଧାନୀ ଭୁବନେଶ୍ୱରରେ କେତେ ଟଙ୍କା ଦର ରହିଛି ତେବେ ଜାଣି ରଖନ୍ତୁ ପୂର୍ବ ଦିନ ତୁଳନା ମୁତାବକ ଆଜି 480 ଟଙ୍କା ହ୍ରାସ ରହିଛି ସୁନା ଦର ପିଛା |