ନମସ୍କାର ଦର୍ଶକବନ୍ଧୁ ଏହି ପବିତ୍ର ଶ୍ରାବଣ ମାସରେ ପ୍ରଭୁ ଶିବଙ୍କ ପାଖକୁ ଯିବା ପୂର୍ବରୁ ନନ୍ଦୀଙ୍କ କାନରେ କହି ଦିଅନ୍ତୁ ଏହି ଗୋଟିଏ ମନ୍ତ୍ର ଦେଖିବେ ଆପଣଙ୍କ ଜୀବନରେ କେବେବି ଦୁଃଖ ଲାଗିକି ରହିବ ନାହିଁ ଏହି ପବିତ୍ର ମାସରେ ଏହି କାମ ନିଶ୍ଚୟ କରନ୍ତୁ ଆପଣଙ୍କ ଉପରେ ପ୍ରଭୁ ଭୋଳାନାଥ କୃପା ବର୍ଷାଇବେ ଶିବଙ୍କ ପାଖକୁ ଯିବା ପୂର୍ବରୁ ଆପଣ ନନ୍ଦୀଙ୍କ କାନରେ କହିଦିଅନ୍ତୁ ଦେଖିବେ ଆପଣଙ୍କ ସବୁ କଥା ପ୍ରଭୁ ଶିବ ଶଙ୍କର ଶୁଣିପାରିବେ ଏବଂ ଆପଣଙ୍କ ସବୁ ମନସ୍କାମନା ପୂରଣ କରିଦେବେ ଏବଂ ଆପଣଙ୍କ ସବୁଟି କଥାକୁ ନିଶ୍ଚିତ ଭାବରେ ଦୂର କରିବେ |
ଏହି ମାସକୁ ପ୍ରେମର ମାସ ବୋଲି କୁହାଯାଇଥାଏ ଏହି ମାସକୁ କାଉଡିଆ ମାନେ ଅପେକ୍ଷା କରିକି ରହିଥାଆନ୍ତି ଏବଂ ଭୋଳାବାବା ନିଜ ଭକ୍ତ ଉପରେ ଶୀଘ୍ର ପ୍ରସନ୍ନ ହୋଇ ଯାଆନ୍ତି ଏବଂ ନିଜ ଭକ୍ତର ସବୁ ମନସ୍କାମନା ପୂରଣ କରି ସୁଖୀ ଜୀବନ ଆଶୀର୍ବାଦ କରି ଥାଆନ୍ତି |ଏହି ମାସ ହେଉଛି ପ୍ରଭୁ ଶିବଙ୍କ ମାସ ଅଟେ ଏହି ମାସ କାହାର ଖରାପ ଚିନ୍ତା ଧାରା କରିବା ଠିକ ନୁହେଁ କାହାକୁ ମନରେ ଖରାପ ଭାବନା ରଖିବା କାହାକୁ ମନରେ ଖରାପ ଆଚରଣ କରିବା ଠିକ ନୁହେ ମହାପାପ ଅଟେ |
ତେବେ ନିଜର ଦୁଃଖ କଷ୍ଟ ଦୂର କରିବା ପାଇଁ ଏବଂ ନିଜର ଅଭାବରୁ ବଞ୍ଚିବା ପାଇଁ କିଛି ଉପାୟ କରିବାକୁ ପଡିଥାଏ ଏବଂ ଏହି ମାସରେ ମହାଦେବଙ୍କ ଆଶୀର୍ବାଦ ରହିଲେ ସବୁ ସୁବିଧାର ମୁକ୍ତି ମଧ୍ୟ ହୋଇପାରିବ ତେବେ ଆସନ୍ତୁ ସେହି ଉପାୟମାନ କଣ ଜାଣିନେବା |ତେବେ ଏହି ଶ୍ରାବଣ ମାସରେ ଯଦି ଭକ୍ତ ମାନେ ପ୍ରଭୁ ନନ୍ଦୀଙ୍କ ପୂଜା କରିଥାଆନ୍ତି ତେବେ ମହାଦେବ ବହୁତ ପ୍ରସନ୍ନ ହୋଇଥାଆନ୍ତି |
କୁହାଯାଏ କି ବିନା ଵୃଷବ ପୂଜାରେ ଶିବଙ୍କ ପୂଜା ବିଫଳ ହୋଇଥାଏ ଵୃଷବ ମହାଦେବଙ୍କ ଅତିପ୍ରିୟ ଅଟେ ଅନେକ ମଣିଷ ବହୁତ ପରିଶ୍ରମ କରିଥାଆନ୍ତି ମାତ୍ର ସଫଳତା ପାଇଁ ନଥାନ୍ତି ପରିଶ୍ରମର ଫଳ ମିଳିନଥାଏ ସେଥିପାଇଁ ଏମାନେ ଭାଗ୍ୟକୁ ଦୋଷ ଦେଇଥାଆନ୍ତି |
ଯଦି ଆପଣଙ୍କ ଏପରି ଅସୁବିଧା ହେଉଛି ତାହେଲେ ଆପଣ ଥରେ ନିଶ୍ଚିତ ଭାବରେ ମନ୍ଦିର ଯାଇ ମହାଦେବଙ୍କୁ ପୂଜା କରନ୍ତୁ ଏବଂ ପରେ ପାର୍ଶ୍ୱ ଦେବତାକୁ ପୂଜା କରନ୍ତୁ ପରେ ଵୃଷବ କିମ୍ବା ନନ୍ଦୀଙ୍କ ପାଖରେ ପୂଜା କରନ୍ତୁ ଦୀପ ,ଧୂପ ଲଗାନ୍ତୁ ଏବଂ କିଛି ମିଠା ଭୋଗ ରୂପରେ ଅର୍ପଣ କରନ୍ତୁ ଏବଂ ତାଙ୍କ କାନରେ ଓଁ ନନ୍ଦୀ ସ୍ଵରାୟ ନମଃ ଏହି ମନ୍ତ୍ରକୁ 3 ଥର ଜପ କରନ୍ତୁ |
ଏହା ପରେ ଵୃଷବଙ୍କ କାନରେ ନିଜର ଦୁଃଖ କଷ୍ଟ ,ନିଜର ମନସ୍କାମନା ନିଶ୍ଚୟ କହି ଦିଅନ୍ତୁ ଏପରି କୁହନ୍ତୁ କି ଯେମିତି କେହି ନ ଶୁଣି ପାରନ୍ତୁ ଏବଂ ଭଗବାନ ଶିବ ଆପଣଙ୍କ ସବୁ ଦୁଃଖ ଦୂର କରିବେ ଆପଣଙ୍କ ସବୁ ମନସ୍କାମନା ପୂରଣ କରିବେ |