ନମସ୍କାର ଦର୍ଶକବନ୍ଧୁ ଆପଣ ଯଦି ସାହାରା ଇଣ୍ଡିଆରେ ଟଙ୍କା ରଖିଛନ୍ତି ତାହେଲେ ଆପଣ ସେହି ଟଙ୍କାକୁ ଫେରି ପାଇବା ପାଇଁ ପୋର୍ଟାଲରେ ଦେଖନ୍ତୁ ଆପଣ ଲଞ୍ଚ ହୋଇ ସାରିଛି ଯାହାକି କେମିତି ଆପଣ ଆପଲାଏ କରିବେ ଏହା ବିଷୟରେ ସମ୍ପୂର୍ଣ୍ଣ ଅପଡେଟ | ଯେଉଁମାନେ ସାହାରା ଇଣ୍ଡିଆରେ ଟଙ୍କା ରଖିଥିଲେ ସେମାନେ ଭାବିଥିଲେ ଯେ ଟଙ୍କା ଆମର ଚାଲିଗଲା ଆଉ ଆମେ ପାଇପାରିବା ନାହିଁ ତେଣୁ ଆପଣ ଦେଖନ୍ତୁ ୱେବସାଇଟ ଆସିଯାଇଛି ଆପଣ ଚାହିଁଲେ ଏହି ୱେବସାଇଟ ଭିଜିଟ କରିପାରିବେ ଯାହାର ଲିଙ୍କ ଆମେ ଆପଣଙ୍କୁ ଦେଇ ଦେବୁ |
ଆପଣ ୱେବସାଇଟ ଭିଜିଟ କରିସାରିଲା ପରେ ଦେଖିବେ କେମିତି ସ୍କୃଲ ହୋଇଛି ଏହା ଛଡ଼ା ଦେଖନ୍ତୁ ଏଠାରେ ତିନୋଟି ଅପ୍ସନ ରହିଛି |CRCS ସାହାରା ରିଫଣ୍ଡ ପୋର୍ଟାଲ ଆଉ ଏକ ରହିଛି CRCS ସାହାରା ରିଫଣ୍ଡ ଭିଡିଓ ଆଉ ଏକ ରହିଛି CRCS ସାହାରା ରିଫଣ୍ଡ ଟ୍ୟୁଟୋରିଆଲ ଯଦି ଆପଣ ଭାବୁଥିବେ ଆମେ ଏହାକୁ କିପରି ଆପଲାଏ କରିବା |
ଆପଣ ଚାହିଁଲେ ଏହାର ରିଫଣ୍ଡ ଏବଂ ଯେଉଁ ଭିଡିଓ ରହିଛି ଭିଡିଓ କ୍ଲିକ କରି ଆମେ ଦେଖିପରିବା ଯେମିତିକି ଦେଖନ୍ତୁ ଟୋଟାଲ ଭିଡିଓ ଆସିଯିବ |ଭିଡିଓରେ କ୍ଲିକ କଲାପରେ ଷ୍ଟେପ ବାଏ ଷ୍ଟେପ ଅପଡେଟ ରହିଛି ଏହାକୁ ଆପଣ ମଧ୍ୟ ଚେକ କରି ଦେଇପାରିବେ |
ତେବେ ଏଥିପାଇଁ ଆପଣଙ୍କ ଆଧାର କାର୍ଡ ସହିତ ମୋବାଇଲ ନମ୍ବର ଲିଙ୍କ ରହୁଥିବା ଦରକାର ଏବଂ ଆପଣଙ୍କ ଆଧାର କାର୍ଡ ସହିତ ବ୍ୟାଙ୍କ ଆକାଉଣ୍ଟ ଜରୁରୀ ଯାହା ସେଠାରେ ସଫା ସଫା ଲେଖା ହୋଇ ମେନସନ ମଧ୍ୟ ରହିଥିବ ତେବେ ଏହା ହେଉଛି ପୋର୍ଟାଲ ଆପଣ ଚାହିଁଲେ ଚେକ କରିପାରିବେ |