ପାଣି ଛାଡିଲା ହୀରାକୁଦ ଡ୍ୟାମ ହୋଇପାରେ ବନ୍ୟା ,ଏହି ସବୁ ଜିଲ୍ଲା ଗୁଡିକ ସତର୍କ ସୂଚନା ଦେଖନ୍ତୁ ଆପଣଙ୍କ ଜିଲ୍ଲା ବି ଥାଇପାରେ

ନମସ୍କାର ଦର୍ଶକବନ୍ଧୁ ବଢୁଛି ହୀରାକୁଦ ନଦୀର ଜଳସ୍ତର ଖୋଲିବ କି ଗେଟ ଦିଲ୍ଲୀ ପରିସ୍ଥିତିକୁ ନେଇ ମନରେ ଭୟ ତେବେ ଦର୍ଶକବନ୍ଧୁ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଆସନ୍ତୁ ଜାଣିବା ରାଜ୍ୟରେ ମୌସୁମୀ ଜନିତ ବର୍ଷା ଜାରି ରହିଛି ଏହା ଭିତରେ ହୀରାକୁଦ ଡ୍ୟାମର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି ତେବେ ଡ୍ୟାମରେ ପାଣି ବଢିବା ଫଳରେ ଲୋକମାନଙ୍କ ମନରେ ଭୟ ଦେଖାଦେଇଛି |

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ବଢିବା ଫଳରେ ହୋଇଥିବା ବନ୍ୟା ଏବଂ ଏହାର ପରିମାଣ ଯୋଗୁ ଲୋକେ ଏବେ ସାମାନ୍ୟ ଆଶଙ୍କାରେ ରହିଛନ୍ତି ମିଳୁଥିବା ସୂଚନା ଅନୁସାରେ ଉପର ମୁଣ୍ଡରେ ଲଗାତାର ବର୍ଷା ଯୋଗୁ ହୀରାକୁଦ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି |

ବର୍ତ୍ତମାନ ଡ୍ୟାମରେ ପ୍ରତି ସେକେଣ୍ଡରେ 90,121 କ୍ୟୁସେଜ ଜଳ ପ୍ରବେଶ କରାଯାଇଛି ତେବେ ଅପର ପକ୍ଷରେ 39,000 କ୍ୟୁସେଜ ଜଳ ଡ୍ୟାମରୁ ନିଷ୍କାସିତ ହୋଇଛି ଫଳରେ ହୀରାକୁଦ ଡ୍ୟାମର ଜଳସ୍ତର ବୃଦ୍ଧି ମିଳିଛି |

ତେବେ ଦିଲ୍ଲୀର ପରିସ୍ଥିତିକୁ ନେଇ କୌଣସି ଆଶଙ୍କା ନାହିଁ ଓଡ଼ିଶାରେ ସେତେ ପରିମାଣରେ ବର୍ଷା ହୋଇ ନାହିଁ ଯେଉଁଥି ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ କାରଣ ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱାଭାବିକ ଆପେକ୍ଷା ରାଜ୍ୟରେ ବିଭିନ୍ନ ସ୍ଥାନରେ ଖୁବ କମ ବର୍ଷା ରେକର୍ଡ କରାଯାଇଛି |

Leave a Reply

Your email address will not be published. Required fields are marked *