ଆରମ୍ଭ ହେଲା ଜମି Mutation, ପୂର୍ବ ପୁରୁଷଙ୍କ ନାମ ଥିଲେ ଏମିତି କରନ୍ତୁ ଆବେଦନ !

ନମସ୍କାର ଦର୍ଶକ ବନ୍ଧୁ ଆମ ରାଜ୍ୟ ସରକାରଙ୍କ ତରଫରୁ ଏବେ ଅଧିକାଂଶ କାମଗୁଡିକ ପେପରଲେଶ କରାଯାଇଛି | ପୂର୍ବରୁ ଆପଣମାନେ ଯେକୌଣସି କାମ କରୁଥିଲେ ସେହି କାମ କରିବାପାଇଁ ଆପଣଙ୍କୁ ଫର୍ମ ଆଣି ଫିଲଫ କରିବାକୁ ପଡୁଥିଲା ଆଉ ସେହି ଫର୍ମକୁ ଅଫିସରେ ସମିଟ କରିବାକୁ ପଡୁଥିଲା କିନ୍ତୁ ଏବେ ରାଜ୍ୟ ସରକାରଙ୍କ ତରଫରୁ ଅଧିକାଂଶ କାମକୁ ପେପରଲେସ କରାଯାଇଛି ଆପଣ ଘରେ ବସିକି ଯେକୌଣସି କାମ ଡିଜିଟାଲ ମାଧ୍ୟମରେ କରି ପାରୁଛନ୍ତି |

ଯେମିତିକି eDistrict ମାଧ୍ୟମରେ ଆପଣ ରେସିଡେଣ୍ଟ ଷାଠିପିକେଟ ଇନକମ ଷାଠିପିକେଟ କାଷ୍ଟ ଷାଠିପିକେଟ ଲିଗାଲ ଷାଠିପିକେଟ ଯେକୌଣସି କାମ ଏଥିରେ କରି ପାରୁଛନ୍ତି ତାହାସହିତ କ୍ୟାରେକ୍ଟର ଷାଠିପିକେଟ ମଧ୍ୟ ଆପଣ ଅନଲାଇନ କରିପାରୁଛନ୍ତି | କିନ୍ତୁ ପ୍ରୟ ଲୋକ ଜାଣିପାରୁନାହାନ୍ତି ଜମି ମ୍ୟୁଟେସନ ଅନଲାଇନ ମାଧ୍ୟମରେ ହେଉଛି ପ୍ରୟ ଲୋକଙ୍କ ଜମି ନିଜ ନାଁରେ ନାହିଁ ସେମାନଙ୍କ ବାପାଙ୍କ ନାଁରେ ଜେଜେଙ୍କ ନାଁରେ ଅଛି |

ସେମାନଙ୍କୁ ଜମି ନିଜ ନାଁରେ କରିବା ପାଇଁ RI ଅଫିସ ତହସିଲ ଅଫିସରେ ଚକର କାଟିବାକୁ ପଡୁଛି କିନ୍ତୁ ଏବେ ସରକାରଙ୍କ ତରଫରୁ ଏହାକୁ ପେପରଲେସ କରାଯାଇଛି ଆପଣ ଚାହିଁଲେ ଘରେ ବସିକି ଜମି ମ୍ୟୁଟେସନ କରିପାରିବେ | କିନ୍ତୁ ସବୁ କ୍ଷେତ୍ରରେ ଜମି ମ୍ୟୁଟେସନ ହୋଇ ପାରିବ ନାହିଁ ଯଦି ଆପଣଙ୍କ ପାଖରେ ସଠିକ ଡକମେଣ୍ଟ ଅଛି ତେବେ ଆପଣ ଅନଲାଇନରେ ଜମି ମ୍ୟୁଟେସନ ଆବେଦନ କରି ପାରିବେ |

ଖାସ କରି ଯଦି ଆପଣଙ୍କ ଜମିରେକଡ଼ ଆପଣଙ୍କ ବାପାଙ୍କ କିମ୍ବା ଜେଜେଙ୍କ ନାଁରେ ଅଛି ସେମାନଙ୍କ ଆଉ ନାହାନ୍ତି ଆପଣ ଚାହୁଁଛନ୍ତି ନିଜ ନାମରେ କରିବାକୁ ତେବେ ଆପଣ ସେମାନଙ୍କ ଲିଗାଲ ଷାଠିପିକେଟ ଆଉ ଡେଥ ଷାଠିପିକେଟ ଦେଇକି ଆପଣ ଅନଲାଇନରେ ଆବେଦନ କରି ପାରିବେ ଏବଂ ଯଦି ଆପଣମାନେ କାହାଠାରୁ ଜମି କିଣିଛନ୍ତି ଆଉ ଚାହୁଁଛନ୍ତି ଜମି ମ୍ୟୁଟେସନ କରିବାକୁ ତେବେ ଆପଣ ସଠିକ ଡାକାମେଣ୍ଟ ଦେଇକି ଆପଣ ଅନଲାଇନ ଆବେଦନ କରିପାରିବେ |

Leave a Reply

Your email address will not be published. Required fields are marked *