ହୀରାକୁଦ ଡ୍ୟାମ ଓଡ଼ିଶାର ବଡ଼ ଡ୍ୟାମ ନାମରେ ପରିଚିତ 1947ମସିହାରେ ଏହି ଡ୍ୟାମର ନିର୍ମାଣ କାମ ଆରମ୍ଭ ହୋଇ 1957 ମସିହାରେ ଶେଷ ହୋଇଥିଲା | ଓଡ଼ିଶାର ବଡ ନଦୀ ମହାନଦୀ ଉପରେ ଏହି ଡ୍ୟାମ ନିର୍ମାଣ କରାଯାଇଥିଲା | ପୂର୍ବ ଓଡ଼ିଶାର ବନ୍ୟାକୁ ରୋକିବା ପାଇଁ ଏହି ଡ୍ୟାମକୁ ନିର୍ମାଣ କରାଯାଇଥିଲା ଅଜାକୁ ପ୍ରୟ 66 ବର୍ଷ ହେଲାଣି ଏହି ଡ୍ୟାମର ବୟସ ସେହି ସମୟର ନିର୍ମାଣ କରିଥିବା ଲୋକଙ୍କ କହିବା ଅନୁସାରେ ଏହି ଡ୍ୟାମ 100 ବର୍ଷ ଯିବ କିନ୍ତୁ ଡ୍ୟାମରେ ନାନା ପ୍ରକାର ଫାଟ ଦେଖା ଗଲାଣି ଯାହାକୁ ରିପରିଙ୍ଗ କରିବାକୁ ପଡୁଛି |
କୌଣସିବି ଡ୍ୟାମରେ ଉପର ମୁଣ୍ଡରୁ ପାଣିଆସି ପ୍ରେସର ସୃଷ୍ଟି କରେ ଯାହା ଦ୍ୱାରା ଡ୍ୟାମ ଗୁଡିକର ଅୟସ କମିଥାଏ | ମହାପୁରୁଷ 600ବର୍ଷ ପୂର୍ବରୁ ଲେଖିଛନ୍ତି କ୍ଲୁଯୁଗ ଶେଷରେ ଓଡ଼ିଶାର ବଡ ବନ୍ଧ ଭାଙ୍ଗିବ ଯାହାକୁ ଆମେ ହୀରାକୁଦ ନାମରେ ଜାଣିଥାନ୍ତି ଆଉ ସେହି ସମୟରେ ଚିତଳ ମାଛ କଣ୍ଟାରେ ହୀରାକୁଦ ବନ୍ଧ ନିର୍ମାଣ ହେବ |
ଦର୍ଶକ ବନ୍ଧୁ ଯଦି ହୀରାକୁଦ ବନ୍ଧ ଭାଙ୍ଗିଯାଏ ତେବେ ଓଡ଼ିଶାର 13ଟି ଜିଲ୍ଲା ଜଳମଗ୍ନ ହୋଇଯିବ ଅଧା ଓଡିଶା ପାଣିରେ ଭାସିଯିବ ଯାହା ଶୁଣିବାକୁ ମିଳିଛି ହୀରାକୁଦ ବନ୍ଧରେ ହେଲାଣି ନାନା ପ୍ରକାର ଫାଟ ଯାହାକୁ ରିପାରିଙ୍ଗ କରିବାକୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛି |
ମାଲିକରେ ମଧ୍ୟ ବର୍ଣ୍ଣନା କରାଯାଇଛି ଏତେପଣି ହେବେଯେ ବାଇଶି ପାହାଚେ ମୀନ ଖେଳିବ ଆଉ ପତିତ ପାବନ ବାନାକୁ ପାଣିଚୁଇଁବ | ଦର୍ଶକ ବନ୍ଧୁ ଏକଥା ଅତି ନିକଟ ବୋଲି ଯାହା ଜଣାପଡୁଛି | ଶ୍ରୀମନ୍ଦିରରୁ ମଧ୍ୟ ନାନା ପ୍ରକାର ସଂକେତ ମିଳିସାରିଲାଣି ଯଦି ହୀରାକୁଦ ବନ୍ଧ ଭାଙ୍ଗିବ ଓଡିଶା ପୁରା ପାଣିରେ ବୁଡିଯିବ | ମାଳିକାର କଥାକୁ ଟିକେ ଧ୍ୟାନ ଦିଅନ୍ତୁ ମହାପୁରୁଷ ଅଛୁତାନନ୍ଦ ଲେଖିଛନ୍ତି ଚିତ୍ତଳ ମାଛ ବାହାରିଣଯିବ ସାରଳା ଦର୍ଶନ କରି ପ୍ରାଣଜେ ହାରିବ |
ସମୁଦ୍ରରୁ ଏକ ବିରାଟ ମାଛ ଆସିବ ଜଗସିଂହ ପୁରେ ମା ସାରଳାଙ୍କୁ ଦର୍ଶନ କରିବ ଆଉ ଏହାପରେ ଛତିଆ ବଟରେ ପ୍ରାଣ ହାରିବ ଏତିକିରେ ସରିଯାଇନି ହୀରାକୁଦ ଡ୍ୟାମର ମାଲିକ କଥା ମହାପୁରୁଷ ଲେଖିଛନ୍ତି ଚିତ୍ତଳ ମାଛର ଅସ୍ତି ଯୁଗ ଯୁଗ ରହିବ ଆଉ ତାହାହିଁ ହେବ ହୀରାକୁଦ ବନ୍ଧର ଫାଟକ କଳିଯୁଗ ଶେଷରେ ଏମିତି କିଛି ହେବ ବୋଲି କହିଛନ୍ତି ମହାପୁରୁଷ | ଆପଣମାନଙ୍କୁ ଡରେଇବା ଆମର ଉଦେଶ୍ୟ ନୁହେଁ କିନ୍ତୁ ବେଳ ଥାଉଁ ଥାଉଁ ଏହାର କିଛି ସଚେତନ ନହେଲେ ଭୋଗିବ ସାରା ଓଡିଶା |