ନମସ୍କାର ଦର୍ଶକବନ୍ଧୁ କ୍ରିକେଟ ଜଗତରୁ ଆସିଲା ଏକ ବଡ଼ ଖବର ବର୍ତ୍ତମାନ ଭାରତ ଏବଂ ୱେଷ୍ଟନଡିଜ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଖେଳା ଯାଉଥିବା ସ୍ଥଳେ ଏହି ମ୍ୟାଚର ଅନ୍ତିମ ସପ୍ତାହରେ ଉଭୟ ଙ୍କ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟ୍ୱିଟ୍ୱେଣ୍ଟି ଖେଳାଯିବ |ୱେଷ୍ଟନଡିଜ ବିପକ୍ଷ ଟିଟ୍ୱେଣ୍ଟି ସିରିଜ ପାଇଁ ଗତ କାଲି BCCI ଏକ ନୂତନ ଭାରତୀୟ ଦଳ ଘୋଷଣା କରିଥିବା ବେଳେ ଭାରତୀୟ ଦଳରୁ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ଅନେକ ବରିଷ୍ଠ ଖେଳାଳିଙ୍କୁ ଦଳରୁ ବାହାର କରିଥିବା ବେଳେ ଚଳିତ ବର୍ଷ IPL ରେ ଚମତ୍କାର ବ୍ୟାଟିଙ୍ଗ ପ୍ରଦର୍ଶନ କରିଥିବା ଅନେକ ଯୁବ ଖେଳାଳିଙ୍କୁ ଭାରତୀୟ ଦଳରେ ସାମିଲ କରିଛି |
କିନ୍ତୁ ଲଗାତାର ଦୁଇ ମାସ ହେଲା ଚମତ୍କାର ଫର୍ମରେ ବ୍ୟାଟିଙ୍ଗ କରି ଆସୁଥିବା ଷ୍ଟାର ଉଇକେଟ କିପର ବ୍ୟାଟ୍ସମ୍ୟାନ ସଂଜୁ ଶାମ୍ସନକୁ ୱେଷ୍ଟନଡିଜ ବିପକ୍ଷ ଟିଟ୍ୱେଣ୍ଟି ସିରିଜରେ BCCI ଚୟନ କରିଥିବା ବେଳେ ତାକୁ ନେଇ ବିଶ୍ୱରେ ଏକ ଆତଙ୍କ ସୃଷ୍ଟି ହେଇଚି | ଏହାର ଫାଇଦା ଉଠାଇବା ପାଇଁ ଆୟାରଲ୍ୟାଣ୍ଡ କ୍ରିକେଟ ବୋର୍ଡ଼ ସଞ୍ଜୁ ସାମସନକୁ ନିଜ ଦଳରେ ସାମିଲ କରିବା ପାଇଁ ସଞ୍ଜୁକୁ ଦେଇଛି ଏକ ବଡ଼ ଅଫର |
ସୂଚନା ଅନୁସାରେ BCCI କାଲି ୱେଷ୍ଟନଡିଜ ବିପକ୍ଷ ମ୍ୟାଚରେ ଟ୍ୱିଟ୍ୱେଣ୍ଟି ସିରିଜ ପାଇଁ ଭାରତୀୟ ଦଳରେ ଭାରତୀୟ ଦଳ ଘୋଷଣା କରିବାକୁ ଥିବା ବେଳେ ଭାରତର ଅଧିନାୟକ ଦାୟିତ୍ୱ ହାର୍ଦିକ ପାଣ୍ଡ୍ୟାଙ୍କୁ ଦିଆଯାଇଛି |ଏହି ବର୍ଷ IPL ମ୍ୟାଚରେ ବ୍ୟାଟିଙ୍ଗ ପ୍ରଦର୍ଶନ କରୁଥିବା ୟଶସ୍ଵୀ ଜୈସ୍ବାଲ ଏବଂ ରିଙ୍କୁ ସିଂହଙ୍କୁ ପ୍ରଥମ ଥର ପାଇଁ ଦଳରେ ସାମିଲ କରାଯାଇଛି
କିନ୍ତୁ ଗତ ଦୁଇବର୍ଷ ହେଲା ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଲଗାତାର ଟିଟ୍ୱେଣ୍ଟି ଦିନିକିଆ ଏବଂ IPL ରେ ଲଗାତାର ବ୍ୟାଟିଙ୍ଗ ପ୍ରଦର୍ଶନ କରୁଥିଲେ ମଧ୍ୟ BCCI ଭାରତୀୟ ଦଳରେ ଚୟନ କରିବା ନେଇ ଅଣଦେଖା କରିଛି |ଏହା ଭାରତୀୟ କ୍ରିକେଟ ଫ୍ୟାନ ମାନେ ସଞ୍ଜୁ ସାମସନ ଦଳରେ ଚୟନ ନକରିବାରୁ ଆତଙ୍କ ସୃଷ୍ଟି କରିଛନ୍ତି |